Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କୋଶଳ ପ୍ରଦେଶ ଦାବୀ ରେ କଳାହାଣ୍ଡି ବନ୍ଦ, ଜନଜୀବନ ପ୍ରଭାବିତ

35 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବୀ ରେ କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।କଳାହାଣ୍ଡି ଜିଲ୍ଲାରେ ମଧ୍ଯ ବନ୍ଦ ର ପ୍ରଭାବ ଦେଖାଦେଇଛି।ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।

ଭବାନୀପାଟଣା ନକଟିଗୁଡା, ଘୋଡ଼ାଘାଟ ଛକ ଓ କଲେଜ ଛକ ରେ ଆନ୍ଦୋଳନ କାରୀ ମାନେ ରାସ୍ତା ଜାମ କରି ଗାଡି ମଟର ବନ୍ଦ କରିଛନ୍ତି।କେସିଙ୍ଗା ରେ ମଧ୍ଯ ବନ୍ଦ ପ୍ରଭାବ ଫଳରେ ସବୁ ଦୋକାନ ବଜାର ,ଗାଡି ମଟର ବନ୍ଦ ରହିଛି।ବନ୍ଦ ଯୋଗୁଁ ଜିଲ୍ଲାର ଜନଜୀବନ ପ୍ରଭାବିତ ହେବା ସହ ଯାତ୍ରୀ ମାନେ ହଇରାଣ ହରକତ ହେବାର ଦେଖାଦେଇଛି।

Related Post

ଭୁବନେଶ୍ବରରେ ୪୬.୮୬% ମତଦାନ

Posted by - April 25, 2019 0
ସରକାରଙ୍କ ସବୁ ସୁବିଧା ସୁଯୋଗ ଯେଉଁ ଲୋକ ପାଉଛନ୍ତି ସେମାନେ ‌ହିଁ ସରକାରଙ୍କୁ ଭୋଟ୍‌ ଦେଉନାହାନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ‌ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ…

ସାପ୍ତାହିକ ସଟଡାଉନକୁ ପ୍ରଥମ ଦୁଇଦିନ କୋହଳ ନ ହେବାକୁ ବିରୋଧ କଲେ ପୂର୍ବତନ ବିଧାୟକ,ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ ଙ୍କୁ

Posted by - August 1, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ)ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଅନଲକ ୩ ବା ଅଗଷ୍ଟ ମାସର କରୋନା କଟକଣାର ନୁଆ ନିୟମ ଜାରୀ ହୋଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ…

ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ 

Posted by - June 29, 2022 0
ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ସହିତ ବିଭିନ୍ନ ପ୍ରକଳ୍ପ ଉଦଘାଟନ ହୋଇଛି ।   ଉପର ବରୁହାଁ ପଂଚାୟତର କଚେରୀଗାଁ ଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରାଯାଇଛି । ଏହାକୁ ସମାଜସେବୀ ସଂଜୁଦେବୀ ଉଦଘାଟନ କରିଥିଲେ ।ବରୁହାଁରେ ନୂତନ ଦମକଳ କେନ୍ଦ୍ର ମଧ୍ୟ ଉଦଘାଟନ କରାଯାଇଛି । ଯାଜପୁର ମାର୍କେଟ କମ୍ପଲେକ୍ସ ପରିସରରେ ସିଲେଇ ମେସିନ ମହିଳା ମାନଙ୍କୁ ବଂଟନ କରାଯାଇଛି Iସେହିପରି ମାଳଆନନ୍ଦପୁର ପଂଚାୟତ ଷଠିପୁର ଠାରେ ମିଶନ ଶକ୍ତି ପକ୍ଷରୁ କାପେଂ ଉଦଘାଟନ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ଏବଂ ଅଶୋକ ଦାସ ପାଂଉଣ୍ଡେସନର ବିଭିନ୍ନ କର୍ମକର୍ତା ମାନେ ଉପସ୍ଥିତ ଥିଲେ  ଏଠାରେ ଭିଡିଓ ଦେଖନ୍ତୁ   

‘ମୋ ଜୀବନ ଆରମ୍ଭ’ ଯୋଜନା ଘୋଷଣା କଲେ:- ମୁଖ୍ୟମନ୍ତ୍ରୀ ଆତ୍ମୀୟଙ୍କ ନାମରେ ନିଅ ଶପଥ

Posted by - March 24, 2020 0
ଭୁବନେଶ୍ବର ୨୪।୩: କରୋନାର ଭୟାବହତା ନେଇ ଏବେ ସାରା ରାଜ୍ୟ ତତ୍ପର । କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ବିଭିନ୍ନ ଅପିଲ୍ କରୁଛନ୍ତି…