Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ମେଗାଲିଫ୍ଟ କେନାଲରୁ ଜଳ ଜୋଗାଣରେ ଅନିୟମିତତା : ନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଚାଷିଙ୍କ ଅଭିଯୋଗ

42 0

ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଇନ୍ଦ୍ରାବତି ମେଗା ଲିଫ୍ଟ କେନାଲରୁ ଜଳ ଜୋଗାଣରେ ଅନିୟମିତତା କୁ ନେଇ କୋକସରା ବ୍ଲକ୍ଅନ୍ତର୍ଗତରେଙ୍ଗାଲପାଲି,ମୁଷାପାଲି ଓ ଡାଲଗୁମା ପଞ୍ଚାୟତର ଶତାଧିକ ଚାଷି କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ଉଥା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀଯନ୍ତ୍ରିଙ୍କ କାର୍ଯ୍ୟା ଲୟରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁସାରେ , ମେଗାଲିଫ୍ଟ କେନାଲ ୨୦୨୧ ମସିହା ଜାନୁୟାରୀ ମାସଠାରୁ କାର୍ଜ୍ୟକାରି ହୋଇଥିବା ବେଳେ ଆରମ୍ଭ ରୁ ହିଁ ଜଳ ଜୋଗାଣରେ ଅନିୟମିତତା ହୋଇଆସୁଛି l

ବିଭାଗିୟ ଅଧିକାରୀ ଙ୍କ ଖାମ୍ ଖିଆଲି ମନୋଭାବ ଓ ପରିଚାଳନାଗତ ତ୍ରୁଟି ଜୋଗୁଁ ଅନେକ ଭୁତଲ ପଏଣ୍ଟ ରେ ଜଲ ଆସିପାରୁ ନଥିବାରୁ ଚାଷି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କିଛିଦିନ ପୁର୍ବରୁ ଏହି ବ୍ଲକ୍ ଆୟୋଜିତ ଚାଷି ସଚେତନତା କର୍ମଶାଳାରେ ଚାଷିଙ୍କ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ଉପର ଇନ୍ଦ୍ରାବତି ପ୍ରକଲ୍ପ ର ମୁଖିଗୁଡ଼ା ସ୍ଥିତ ମୁଖ୍ୟ ନିର୍ମାଣ ଜନ୍ତ୍ରି ତଥା କୁସୁମ ଖୁଣ୍ଟି ସ୍ଥିତ ନିର୍ବାହିଯନ୍ତ୍ରୀ ଚାଷିଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ସାବ୍ୟସ୍ତ ହୋଇଛି l କୋକସରା ବ୍ଲକ୍ ର ୧୧,୩୦୧.୭୧ ହେକ୍ଟର ଚାଷଜମି ସକାଶେ ଜଲସେଚନର ବ୍ୟବସ୍ଥା ରହିଥିବା ବେଳେ ଅଧିକାଂଶ ଜମି ଜଲସେଚନ ସୁବିଧା ପାଇବାରୁ ବଞ୍ଚିତ ହେଉଛି l

ଏସବୁ ଅଭିଜୋଗକୁ ନେଇ କୋକସରା ବ୍ଲକ୍ ର ତିନିଟି ପଞ୍ଚାୟତ ର ଚାଷି କୁସୁମଖୁଣ୍ଟି ନିର୍ବାହିଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ସୋମବାର ଦିନ ଆସିଥିଲେହେଁ କୌଣସି ଅଧିକାରୀ ଙ୍କ ଦେଖା ମିଲି ନ ଥିଲା , ଦିର୍ଘ ସମୟ ଅପେକ୍ଷା କରିବାପରେ ଜଣେ କନିଷ୍ଠଯନ୍ତ୍ରିଙ୍କୁ ଲିଖିତ ଅଭିଜୋଗ କରି ଶତାଧିକ ଚାଷି ଫେରିଥିବା ସୁଚନା ମିଲିଛି l ଅନ୍ୟପକ୍ଷରେ ଆଗାମୀ ଦିନରେ ବିଭାଗିୟ ଅଧିକାରୀ ଚାଷିଙ୍କ ସମସ୍ୟାର ସମାଧାନ ନ କଲେ ନିର୍ବାହିଯନ୍ତ୍ରି ଙ୍କ କାର୍ଯ୍ୟାଳୟ ଠାରେ ଆନ୍ଦୋଳନ କରାଯିବ ବୋଲି ଚାଷିକୂଲ ଚେତାବନି ଦେଇଛନ୍ତି l ଏନେଇ କୁସୁମ ଖୁଣ୍ଟି ସ୍ଥିତ ନିର୍ବାହି ଯନ୍ତ୍ରି ଚାଷିଙ୍କ ଅଭିଜୋଗ ଅନୁସାରେ ବିଭାଗିୟ ସହକାରୀ ଜନ୍ତ୍ରିଙ୍କୁ ଅବଗତ କରାଯାଇଛି ଓ ପାଇପ୍ ଲାଇନ୍ ମରାମତି ସହ ଜଲଜୋଗାଣ କରାଜିବ ବୋଲି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି l

Related Post

କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ,

Posted by - May 14, 2020 12
ଭୁବନେଶ୍ବର :ବଙ୍ଗୋପସାଗରରେ ଏକ ଟ୍ରପିକାଲ୍  ସ୍ୟକ୍ଲୋନ ନିମ୍ନ ବିକାଶରେ ମନ୍ଥର ଗତି କରୁଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଳବାନ ହେବ ବୋଲି ଆଶା କରାଯାଉଛି।ଗତ ସପ୍ତାହରୁ…

ବୁଥରେ ଇଭିଏମ୍ ଭଙ୍ଗାରୁଜା

Posted by - April 24, 2019 31
ବ୍ରହ୍ମଗିରି କମାଶାସନର ବୁଥ ନମ୍ବର ୨୨୨ରେ ଗୋଟିଏ ଇଭିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସତ୍ୟବାଦୀ ବୀରକିଶୋରପୁରରେ ୨ଟି ଇଭିଏମ୍‌ ଭାଙ୍ଗି ଦେଇଛନ୍ତି।  ଏନେଇ ଦୁଇ ବୁଥ୍‌ର…

ନୀଳଗିରି ରେ ସଂଯୁକ୍ତ କିଶନ୍ ମୋର୍ଚ୍ଚା ଆହ୍ବାନ ରେ ୧୦ ଘଣ୍ଟିଆ ଭାରତ ବନ୍ଦ

Posted by - September 28, 2021 0
ନିଳଗିରି:(ସୌମ୍ୟାସାଇ ବାରିକ) ସଂଯୁକ୍ତ କିଶନ ମୋର୍ଚା ଆହ୍ବାନ ରେ କେନ୍ଦ୍ର ସରକାର ଙ୍କ କଳା ,କୃଷି ଆଇନ୍ ,ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି, ବିଭିନ୍…

ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

Posted by - November 6, 2019 13
ଯାଜପୁର :ଯାଜପୁର ର ବରିଷ୍ଠ ବିଜେଡି ନେତା ତଥା ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ…

ଭୋଗରାଇ ପୋଲିସ ଦ୍ୱାରା ଚୋରା ପଥର ଗାଡି ଓ ବାଲି ଗାଡି ଜବତ

Posted by - November 15, 2021 0
ଭୋଗ ରାଇ:(ପ୍ରଭାକର ମଲ୍ଲିକ)ଭୋଗରାଇ ପୋଲିସ ଦ୍ୱାରା ୮ ଚୋରା ପଥର ଗାଡି ସହ ଗୋଟିଏ ବାଲି ବୋଝେଇ ଡ଼ମ୍ଫର ଅଟକ।ଆଜି ସକାଳୁ ସକାଳୁ ଜଳେଶ୍ୱର ଚନ୍ଦନେଶ୍ୱର ୫୭…