ବିଶୃଙ୍ଖଳା ପଡ଼ିଲା ମହଙ୍ଗା , ପୋଲିସ ମାଡରେ ଦର୍ଶକ ଘାଇଲା

52 0

ସୋନପୁର :(ଅଜିତ କୁମାର ପୁଜାହାରୀ) ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶୃଙ୍ଖଳା କରିବା ପଡିଲା ମହଙ୍ଗା l ପୋଲିସ ମାଡରେ ଦର୍ଶକ ଘାଇଲା l ଗତକାଲି ସୁବର୍ଣ୍ଣପୁର ସହରର ମଝିପଡା ରାମଧୁନ କ୍ଲବ ପକ୍ଷରୁ ଗଣେଷ ପୁଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଥିଲା l ହେଲେ କାର୍ଯ୍ୟକ୍ରମ ଚାଲିଥିବାବେଳେ କିଛି ଲୋକ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ l ପୋଲିସ ବାରମ୍ବାର ମନା କରିବା ସତ୍ବେ ସେମାନେ ମାନି ନଥିଲେ l ପରିସ୍ଥିତି ଅସମ୍ଭାଳ ହେବାରୁ ପୋଲିସ ବାଧ୍ୟ ହୋଇ ମାଡ ମାରିଥିଲା l ଫଳରେ ଲୋକେ ଛିନ ଛତର୍ ହୋଇ ପଳାଇଥିଲେ । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

 

Related Post

ବୌଦ୍ଧ ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

Posted by - October 27, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ଗତକାଲି ବୌଦ୍ଧ ଜ଼ିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ, ବୌଦ୍ଧ ରେ ଦୁର୍ନୀତି ନିବାରଣ ସମ୍ପର୍କିତ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି l ଏହି ଶପଥ ପାଠ…

ରାମଗଡ ଉଚ୍ଚ ବିଦ୍ୟାଳୟ 5T ବିଦ୍ୟାଳୟ ରେ ରୂପାନ୍ତରିତ ପାଇଁ ଭୂମିପୂଜା କାର୍ଯ୍ୟ ଆରମ୍ଭ

Posted by - December 25, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ରେ ଆରମ୍ଭ ହୋଇଥିବା 5T ସ୍କୁଲ ମଧ୍ୟରେ ରାମଗଡ ଉଚ୍ଚ ବିଦ୍ୟାଳୟ ର ଆଜି ରୂପାନ୍ତରିତ 5T ସ୍କୁଲ ପାଇଁ…

ବେଲଗୁଣ୍ଠାରେ ୱାର୍ଡ୍ ବୈଠକ,ଦୀପିକା ରାଣୀଙ୍କୁ ଆମ୍ବାସାଡର୍ ନିଯୁକ୍ତି

Posted by - January 9, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପାଞ୍ଚ ଏବଂ ଛଅ ନମ୍ବର୍ ୱାର୍ଡ୍ କୁ ନେଇ କୋଭିଡ ମାର୍ଗଦର୍ଶିକା ଏବଂ ସ୍ଵଚ୍ଛ ସର୍ବେକ୍ଷଣ 2022…

ବିଶ୍ବ ସଂସ୍କୃତ ଦିବସ ପାଳିତ

Posted by - August 29, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଅଖିଳ ଭାରତ ଅମୃତବାଣୀ ସେବା ସଂଗଠନ ଓ ଜାମଶୂଳୀ ଡାଇମଣ୍ଡ କୋଚିଂ ସେଣ୍ଟର ପକ୍ଷରୁ ବିଶ୍ବ ସଂସ୍କୃତ ଦିବସ ପାଳିତ ହୋଇଯାଇଛି।ଉକ୍ତ ସଂସ୍କୃତ ଦିବସ ଜାମଶୂଳୀ…