ଖପ୍ରାଖୋଲ ଠାରେ ଜିଲ୍ଲା ସ୍ତରୀୟ ନକ ଆଉଟ ଫୂଟବଲ ଟୁର୍ଣ୍ଣାମେଣ୍ଟ, ପ୍ରଥମ ମ୍ୟାଚ ରେ ମହରାପଦର ବିଜୟୀ

35 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ନକ ଆଉଟ ଫୂଟବଲ ଟୁର୍ଣ୍ଣାମେଣ୍ଟ ଲିଗ ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ରୂପେ କ୍ରୀଡ଼ାବିତ ସତ୍ୟାନନ୍ଦ ସେନ୍ଦ୍ରିଆ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଅବସରରେ ପ୍ରଥମ ମ୍ୟାଚ ମହରାପଦର ଓ କୁଆବାଉଁଶ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l

ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୦ ଗୋଲରେ ମହରାପଦର ବିଜୟୀ ହୋଇଥିଲା l ଖେଳଟିକୁ କ୍ଷୀରସିନ୍ଧୁ ବେହେରା ରେଫରୀ ଭାବେ ପରିଚାଳନା କରିଥିବାବେଳେ ଦୋଳଗୋବିନ୍ଦ ମୁଣ୍ଡା, ଦୀପକ ରାଜହଂସ, କିଶୋର ଧରୁଆ, ମ୍ୟାଚ ଆବାହକ ପ୍ରମୋଦ କୁମାର ବାଗ ପରିଚାଳନା କରିଥିଲେ l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଫାଲାଗୁନୀ ବେହେରା, ପୁରନ ସାହୁ, ଦୀନବନ୍ଧୁ ବେହେରା, କରୁଣାକର ଧରୁଆ, ଶିବା ଯାନୀ, ପ୍ରସାଦ ଭୁଏ, ପଞ୍ଚା ପଧାନ ପ୍ରମୁଖ ଉପସ୍ଥିତ ଥିଲେ l

Related Post

ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ପ୍ରବୀର କୁମାର ପଣ୍ଡାଙ୍କ ଯୋଗଦାନ

Posted by - January 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୀର କୁମାର ପଣ୍ଡା ଦାୟିତ୍ୟ ଗ୍ରହଣ କରିଛନ୍ତି।…

ପୂର୍ବତଟ ରେଳପଥ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା

Posted by - March 28, 2019 0
ଭୁବନେଶ୍ବର:୨୮/୦୩ ପୂର୍ବତଟ ରେଳପଥ ପକ୍ଷରୁ ରେଳକର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା ଆୟୋଜନ କରାଯାଇଅଛି ଯେଉଁଥିରେ ଏହାର ପରିସୀମା ମଧ୍ୟରୁ ଉଭୟ ବାଳକ…

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଦ୍ୱୟରେ ‘”ସମ୍ୱଲ୍’ପୁରୀ ଦିନ୍” ପାଳିତ

Posted by - August 3, 2022 0
ସମ୍ୱଲପୁର: :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବଡ଼ବଜାର ଏବଂ ମୁଦିପଡ଼ା ହାଉସିଂ ବୋର୍ଡ କଲୋନୀ ଉଭୟ ଶିକ୍ଷାକେନ୍ଦ୍ର ପକ୍ଷରୁ ସମ୍ୱଲପୁରୀ ଭାଷା ସାହିତ୍ଯର…

ତମାଖୁ ବର୍ଜନ ପାଇଁ ସଚେତନତା ରାଲି 

Posted by - May 25, 2022 0
ସୋନପୁର:(ଅଜିତ କୁମାର ପୁଜାହାରି) ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନର ପ୍ରାକ୍ କାର୍ଯ୍ୟକ୍ରମ ଭାବେ ଆଜି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ…

ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଷ୍ଟେଟ ବ୍ୟାଙ୍କ ର ଆଞ୍ଚଳିକ ମହାପ୍ରଭନ୍ଧକଙ୍କ ଦାନ

Posted by - April 16, 2020 28
ଅନୁଗୋଳ:(ମହେଶ ଭୋମରାଜ)ଓଡ଼ିଶାରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ  ବିଭିନ୍ନ ପ୍ରଶାସକ ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରା ଯାଉଛି । ଆଜି ଏହି ପରିପ୍ରେ କ୍ଷୀରେ…