ମା ବନଦୁର୍ଗା ଙ୍କ ବାର୍ଷିକ ମହୋତ୍ସବ

53 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ହରଭଂଗା ବ୍ଲକ ଆଡେଣୀଗଡ ପଂଚାୟତ ମାଧପୁର ରାଣୀଗଂଜ ଜାତୀୟ ରାଜପଥ ୫୭ କଡରେ ଥିବା ମା ବନଦୁର୍ଗା ମକର ବାର୍ଷିକ ଉସ୍ଚବ ଯଥାରିତି ରେ ମହାଡମ୍ବରରେ ପାଳିତ ହୋଇଯାଇଛି । ଯାହାକି ଏହି ମଂଦିର ଦୀର୍ଘ ବର୍ଷ ହେଲା ପୁଜା ପାଇ ଭକ୍ତଂକ ଡାକ ଶୁଣୁଥିବା ବେଳେ ଗତବର୍ଷ ଏହିଦିନରେ ମାଙ୍କ ବିଘ୍ନ ମୁର୍ତ୍ତି କୁ ଜୀବ ନ୍ୟାସ କରି ପ୍ରତିଷ୍ଠା କରାଯାଇଥିଲା । କଥିତ ଅଛି ଏଠାରେ ମା ଜଣେ ଭକ୍ତଙ୍କୁ ସ୍ବପ୍ନାଦେଶ ଦେଇ ଦେଖାଦେଲାପରେ ସେହି ଦିନ ଠାରୁ ଏଠାରେ ମାଁ ବନଦୁର୍ଗା ନାମରେ ପୂଜା ପାଇଆସୁଛନ୍ତି । ପୁଣି ଏଠାରେ ମହାଦେବ ଂକ ମନ୍ଦିର, ହନୁମାନ ମନ୍ଦିର ସ୍ତାପନ ପୂଜା ପାଇଆସୁଛନ୍ତି ।

ଆଜି ଏଠାରେ ମାଙ୍କ ଜନ୍ମ ବାର୍ଷିକ ହୋମ ଯଜ୍ଞ , ନାମ ସଂକୀରତନରେ କଂପିଉଠୁ ଥିଲା । ଏହି ଯଞରେ ଯଞ ପୁରହିତ ଭାବେ, ପଣ୍ଡିତ ଜଗବନ୍ଧୁ ଦାସ ପରିଚାଳିତ କରିଥିଲେ । ସେ କନ୍ଧମାଳ ଜିଲା ଚକାପାଦ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଆସି ଯଞକର୍ମ ସଂପାଦନ କରିଥିଲେ । କର୍ତା ଭାବେ କ୍ରୂଷ୍ନ ଗୁରୁ ଂକ ସହ ଧର୍ମ ପତ୍ନୀ କର୍ତ୍ତା ଭାବେ ସଂପାଦନ କରିଥିଲେ । ସେ ମଧ୍ଯ ମା ବନଦୁର୍ଗା ମନ୍ଦିର କୁ ଦୀର୍ଘ ଦିନ ହେବ ପୁଜାରୀ ଭାବେ ପୁଜାକାମକରିଆସୁଛନ୍ତି । ଏହିକାର୍ୟ୍ଯ କ୍ରମକୁ ଅଂଚଳ ରେ ଜନସାଧାରଣ ସଂପୁର୍ଣ୍ଣ ସହଯୋଗ କରିଥିବାବେଳେ ଜନ୍ମେଜୟ ପ୍ରଧାନ, ଶେଷଦେବ ସାହୁ, ପ୍ରତାପ ସାହୁ, ବ୍ରହ୍ମ କୁମାରୀ ବେଉରା, ଲାଭ ବାଘ, ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଆଖପାଖ ରୁ ବହୁ ମହିଳା ନାମ ସଂକୀରତନ ଯୋଗ ଦେଇଥିଲେ ।

 

Related Post

ବାଲିଆପାଳରେ ବାସନ୍ତୀ ପୂଜା ଉଦଯାପିତ

Posted by - April 11, 2022 0
ବାଲେଶ୍ଵର:ବାଲିଆପାଳ ଅଞ୍ଚଳର ବହୁ ପୁରାତନ ବାସନ୍ତୀ ପୂଜା ସୋମବାର ଉଦଯାପିତ ହୋଇଯାଇଛି।ବାଲିଆପାଳ ବସଷ୍ଟାଣ୍ଡ ଠାରେ ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ୪ ଦିନିଆ…

ଜିଲ୍ଲାପାଳ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

Posted by - July 13, 2021 0
ନବରଙ୍ଗପୁର::(ବେଣୁ ଗୋପାଳ ରାଓ)ଭର୍ଚୁଅଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ…

ରେଢ଼ାଖୋଲ ରେଳଷ୍ଟେସନ ନିକଟ ରେଳ ଲାଇନରୁ ଟ୍ରେନରେ କଟି ଯୁବତୀ ମୃତ

Posted by - November 13, 2021 0
ରେଢ଼ାଖୋଲ:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଅନୁଗୁଳ ରେଳପଥର ରେଢ଼ାଖୋଲ ରେଳଷ୍ଟେସନ ନିକଟ ରେଳ ଲାଇନରୁ ଆଜି ସକାଳୁ ଏକ ଯୁବତୀ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ…

ଧାରଣା ନିଷ୍ପତି କୁ ସ୍ଥଗିତ

Posted by - July 16, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ର ସମାଧାନ ଦାବୀ ରେ କୋରେଇ…

ସହିଦ CDS ଲେପ୍ଟେନାଣ୍ଟ ଜେନେରାଲ ବିପିନ ରାବତ ଙ୍କୁ ଶ୍ରଦ୍ଧାଞ୍ଜଲି ଜଣାଇଲା ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ

Posted by - December 13, 2021 0
ବରଗଡ/ଅତାବିରା:ତାମିଲନାଡୁରେ ହେଲିକେପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା CDS ଲେପ୍ଟେନାଣ୍ଟ ଜେନେରାଲ ବିପିନ ରାବତ ଓ ତାଙ୍କ ପତ୍ନିଙ୍କ ସମେତ ୧୩ ଜଣ ସୈନ୍ୟ ଅଧିକାରିଙ୍କୁ ବରଗଡ ଜିଲ୍ଲା…