Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥକୁ କେସିଙ୍ଗାର ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଛି

75 0

କେସିଙ୍ଗା:(ପୀତେଶ ପଟେଲ) ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ର ଅହିଂସା ରଥ କୁ କେସିଙ୍ଗା ବ୍ଲକ ପାଷ୍ଟିକୁଡି ଠାରେ ଗତକାଲି ପ୍ରଥମେ ସ୍ୱାଗତ କରାଯାଇଥିଲା l ଏଥିରେ ଜିଲ୍ଲା ବିଜୁ ମହିଳା ଦଳର ସଭାପତି ଲଳିତା ନାଏକ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକ, ସମାଜ ସେବି ମନୋଜ ପଟ୍ଟନାୟକ, କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ ଓଡ଼ୁ, ତହସିଲଦାର ଜୋତିରମୟ କର, ପ୍ରମୁଖ ଙ୍କ ତତ୍ୱାବଧାନ ରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା l

ପରେ କେସିଙ୍ଗା ସହର ରେ ଏନ.ଏ.ସି ତରଫରୁ ମହା ସମାରୋହରେ ବୋରିଙ୍ଗପଦର ଛକ ଠାରେ ସ୍ବାଗତ କରାଗଲା ଏବଂ ଜଗନ୍ନାଥ ପଡା ଛକ ରୁ ପଦଯାତ୍ରା କରି କେସିଙ୍ଗା ବିଦ୍ୟାପୀଠ ପରିସର ପଯ୍ୟନ୍ତ ଆସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ, ଆଜାଦିକା ଅମୃତ ମହୋତ୍ସବ ର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା lଏଥିରେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ନିର୍ବାହୀ ଅଧିକାରିଣୀ କିରଣ ବେହେରା, ମୂଖ୍ୟ ଅତିଥି ଭାବରେ ଯାଜ୍ଞସିନ ସାହା, ମୂଖ୍ଯ ବକ୍ତା ଭାବେ ଅଧ୍ୟାପିକା ମଞ୍ଜୁମେଧା ଗୁରୁ,ସମସ୍ତ କାଉଁନସିଲର, ସ୍ଥାନୀୟ ବିଜେଡି କର୍ମୀ ପ୍ରମୁଖ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ସାଫଲ୍ୟ ହୋଇଥିଲା l ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

Related Post

CAA ସପକ୍ଷରେ ବିଜେପିର ଜନଜାଗରଣ ଯାତ୍ରା

Posted by - January 11, 2020 0
ଅନୁଗୋଳ :(ମହେଶ ଭୋମରାଜ) ନାଗରିକତା ସଂଶୋଧନ ଅଧିନିୟମ (ସି ଏ ଏ) ସପକ୍ଷରେ ରାଜ୍ୟବ୍ୟାପି ବ୍ୟାପକ ଜନଜାଗରଣ ନିମନ୍ତେ ଅନୁଗୋଳ ଜିଲ୍ଲାରେ ବିଜେପି ପକ୍ଷରୁ ସଚେତନତା ପଦଯାତ୍ରା…

ଦେଢ଼ମାସ ପରେ ବି ସାରିଲା ନାହି ହାଟପଦା ପଡ଼ା ନାଳ ନିର୍ମାଣ କାମ,ଦୋକାନୀ ,ଜନସାଧାରଣ ଅସୁବିଧାର ସମ୍ମୁଖିନ

Posted by - January 9, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ହାଟପଦାପଡ଼ା ବଜାର ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କୁ ଜବର ଦଖଲ ଉଚ୍ଛେଦ କରାଇବା ସହ ନାଳ ନର୍ଦ୍ଦମା…

ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି

Posted by - March 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବିମାନ ବନ୍ଦର ସକାଶେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସଚେତନ ନାଗରିକ ମଞ୍ଚ ର ସଭାପତି ସିତାଂଶୁ ଶେଖର…

ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାକୁ ନେଇ ଆପ ପାର୍ଟିର ଧାରଣା ପଞ୍ଚମ ଦିନରେ, ଦାବିକୁ ଭିତିରିଆ ସମର୍ଥନ ଜଣାଉଛନ୍ତି ସହରବାସୀ

Posted by - September 24, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଆଜିକୁ ପାଞ୍ଚ ଦିନ ହେବ କଚେରି ସାମ୍ନାରେ ଧାରଣା ଦେଇ ରହିଛନ୍ତି ଆମ ଆଦମୀ ପାର୍ଟିର କର୍ମକର୍ତ୍ତା। ଟିଟିଲାଗଡ ସରକାରୀ…

ଗୋ ମାତାଙ୍କ ଗୃହ ପାଇଁ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଆଗରେ ସପରିବାର ଧାରଣା

Posted by - November 16, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଗୋ ମାତାଙ୍କ ସେବା ନାରା ଲଗାଉଥିବା କଥା ଏଵେ ପ୍ରଶାସନ ର ବାଟରେ ପଡି ହାଟରେ ଗଡୁଛି!ଏମିତି ଏକ ନିନ୍ଦନୀୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ପାଳ…