ରାୟଗଡା ବ୍ଲକ ତିନଟି ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

41 0

ରାୟଗଡ଼ା: (ରମାକାନ୍ତ ପଡାଲ) ରାୟଗଡା ବ୍ଲକ ବୈରାଗୀହଳୁଆ, ଡାଙ୍ଗଲଡୀ ଓ ପିତାମହଲ ଗ୍ରାମପଞ୍ଚାୟତ ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେ।ଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟତ ରାୟଗଡା ଲମ୍ପାସ ସଭାପତି ଶ୍ରୀ ଚକ୍ର ବିଡ଼ିକା ଓ ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା ଯୋଗ ଦେଇ ଥିଲେ ୩ ଗେ।ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବୃକ୍ଷରୋପଣ କଲେ । ଚାଷୀ ଭାଇ ମାନଙ୍କ କହିବା ଅନୁଯାଇ ବର୍ଷାର ଅଭାବ, ପାଣିର ଅଭାବ ଯୋଗୁ ଦିନକୁ ଦିନ ଦୁର୍ଭିକ୍ଷ ଦେଖାଦେଉଛି ।

ଫଳରେ ଧାନ ମାଣ୍ଡିଆ କାନ୍ଦୁଲ ବିଭିନ୍ନ ଫସଲ ଜାତୀୟ ଦ୍ରବ୍ୟ ଉତ୍ପାଦନ ହେଇପାରୁନାହିଁ । ଏଣୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପାଣିରେ ଅଭାବ ଯୋଗୁ ଏକର ଏକର ଜମି ପଡିଆ ହୋଇ ରହିଯାଉଛି । ଫସଲ ଜାତୀୟ ଦ୍ରବ୍ୟ ଭଲରେ ଅମଳ ହେଉନଥିବା ହେତୁ ଚାଷୀ ବାଧ୍ୟ୍ୟ ହୋଇ ଆମ୍ବ, କାଜୁ ପ୍ଲାଣ୍ଟଷ୍ଟାସିନ କରିବା ନେଇ ଚ।ଷୀ ପ୍ରକାଶ କରିଛନ୍ତି ।ଚାଷୀଙ୍କ କହିବା ମୁତାବକ ଏହାକି ମୁଖ୍ୟତ ଜଳସ୍ତର କମିବାର କାରଣ ଜେ.କେ କାଗଜ କଳ ମାଧ୍ୟମରେ ଯୋଉ ନୀଳଗିରି ଗଛ ରୋପଣ କରାଯାଉଛି । ତାହା ମୂଳ ଉଦେଶ୍ୟ ବୋଲି ଚାଷୀମାନେ ଦାବି କରୁଛନ୍ତି, ଉକ୍ତ କାର୍ଯ୍ୟକ୍ରମରେ ବୈରାଗୀ ହାଲୁଆ ପଞ୍ଚାୟତ ସରପଞ୍ଚ ଶ୍ରୀନିବାସ ପୁଆଲା ସମେତ ବିଭିନ୍ନ ଗ୍ରାମର ଚଷୀ ମାନେ ଉପସ୍ଥିତ ଥିଲେ ।

Related Post

ବି. ଏସ. ଏଫ. ଓ କୋବ୍ରା ବାଟାଲିୟନ ଦ୍ୱାରା ଜନସମ୍ପର୍କ ଶିବୀର

Posted by - February 8, 2022 0
ମାଥିଲି:(ଅବଦୁଲ ଗନି)ମାଥିଲି ବି. ଏସ. ଏଫ ଓ କୋବ୍ରା ବାଟାଲିୟନ ଦ୍ୱାରା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମପଞ୍ଚାୟତ ର ବୁରୁଡି ଗୁଡ଼ାଠାରେ ଜନସମ୍ପର୍କ ଶିବୀର ଅନୁଷ୍ଠିତ…

ଯାଜପୁରରେ ପୁଣି ଗୋରୁ ମାଫିଆ ସକ୍ରିୟ, ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୭ଗୋରୁ ସହ ପିକ ଅପ ଭ୍ୟାନ ଜବତ

Posted by - March 1, 2020 64
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ ପୁଣି ଗୋରୁ ମାଫିଆ ସକ୍ରିୟ, ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୭ଗୋରୁ ସହ ପିକ ଅପ ଭ୍ୟାନ ଜବତ। ଧର୍ମଶାଳା ଥାନା ଅନ୍ତର୍ଗତ ୧୬…

ବୌଦ୍ଧରେ ଶେଷ ହେଲା କଳାକାର ଚୟନ ପ୍ରକ୍ରିୟା

Posted by - July 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆଁ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଶାନ୍ତି ଶୃଙ୍ଖଳାର ସହିତ…

ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧ ରେ ଅତିଷ୍ଠ କେବିଡି ବାସୀ

Posted by - November 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗ୍ରାମ ସହରକୁ ସ୍ଵଚ୍ଛ ଓ ନିର୍ମଳ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନାମାନ ପ୍ରସ୍ତୁତ କରି ବହୁ କୋଟି ଟଙ୍କା…