Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ରାୟଗଡା ଜ଼ିଲ୍ଲା ଚାଷୀ ଏକତା ପରିଷଦ ତରଫରୁ ଆନ୍ତର୍ଜତୀୟ T20 ଜୁନିଅର କ୍ରିକେଟ ଖେଳାଳି ମାନସ ଖରାଙ୍କୁ ଶୁଭେଛା

55 0

ରାୟଗଡା :(ରମାକାନ୍ତ,ପଡାଲ) ଆଜି ସକାଳେ ଚାଷୀ ଏକତା ପରିଷଦ ର ନେତା ମାନେ ଆନ୍ତର୍ଜତୀୟ T20 ଜୁନିଅର କ୍ରିକେଟ ଖେଳାଳି ମାନସ ଖରାଙ୍କୁ ମା ମାଝି ଘରିଆଣି ମନ୍ଦୀର ଯାଇ ସେଠି, ଖରା ଙ୍କୁ ହାର୍ଦିକ ଶୁଭେଛା ଓ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ରାୟଗଡା ବ୍ଲକର ଅନ୍ତର୍ଗତ ଶେଶଖାଲ ପୋଲିସ ଥାନାକୁ ଯାଇ ବଦଳି ହେଇ ଥିବା ଭାରପ୍ରlପ୍ତ ଅଧିକାରୀ ଶ୍ରୀ ନୀଳାମ୍ବର ଜାନି ଙ୍କୁ ଫୁଲଥଡା ଦେଇ ବିଦାୟ କାଳୀନ ସମର୍ଦ୍ଧନା ଜଣାଇଲେ, ପୁର୍ବ ଦିନରେ ତାଙ୍କ ସହ ବିତାଇ ଥିବା ଭଲ ଦିନ ଓ ଉନ୍ନତ ମୂଳକ କାମ ଗୁଡ଼ିକ ମନେ ପକାଇ ତାଙ୍କୁ ଭରପୁର ପ୍ରଶଂସା କରିଥିଲେ।

ତତସାଙ୍ଗେ ନୂତନ ଭାବେ ଦାଇତ୍ୱ ନେଇଥିବା ଭରପ୍ରାପ୍ତ ପୋଲିସ ଅଧିକାରି ଶ୍ରୀ ହିଆଲ ଙ୍କୁ ମଧ୍ୟ ଫୁଲ ଥଡା ଦେଇ ହାର୍ଦ୍ଧିକ ଶୁଭେଚ୍ଛା ଓ ସ୍ୱାଗତ ସମର୍ଦ୍ଧନା ଜଣେଇଲେ । ଏହି ସମର୍ଦ୍ଧନା କାର୍ଯ୍ୟକ୍ରମ ରେ ସମବାୟ ସମିତି ଅଧ୍ୟକ୍ଷ ଶ୍ରୀ ଚକ୍ର ବିଡିକା, ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ଚାଷୀ ଏକତା ପରିଷଦ ସଂଗଠନିକ ସମ୍ପାଦକ ପ୍ରିତମ କୁମାର, ଚାଷୀ ଅପୁଡ଼ୁ ପୁଆଲା ସମେତ ପରିଷଦ ର ପ୍ରମୁଖ କର୍ମୀ ମାନେ ଉପସ୍ଥିତ ଥିଲେ l

Related Post

ପଥର ହେଲେ ସୁଦ୍ଧା ଭାଗ୍ୟ ଶିଳାର ରହିଛି ସତ୍ୟତା, ପ୍ରାଚୀନ କଳ।କୃତିର ମହକ

Posted by - April 21, 2022 0
ବଲାଙ୍ଗିର : (ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତଇଲାକା ରାଣୀପୁର ଝରିଆଲ ପଞ୍ଚାୟତ ଠାରେ ଅବସ୍ଥିତ ପ୍ରାଚୀନ କାଳର ଐତିହାସିକ ପ୍ରସିଦ୍ଧି ଲାଭ କରିଥିବା ଅସୁରକ୍ଷିତ…

ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡିପାସ୍ ଗ୍ରାମରେ ଝାଡାବାନ୍ତି ଆତଙ୍କ : ଜଣେ ମୃତ ଦୁଇ ଗୁରୁତର

Posted by - July 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡି ପାସ ଗ୍ରାମରେ ଦେଖାଦେଇଛି ଝାଡାବାନ୍ତି ଆତଙ୍କ l ଏହି…

ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବଞ୍ଚାଓ ଦାବୀ ନେଇ ଜାତୀୟ ରାଜପଥ ଅବରୋଧ।

Posted by - August 9, 2020 0
ରେମୁଣା:(ସୌମ୍ୟାସାଇ ବାରିକ୍)ଏୈତିହାସିକ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବଞ୍ଚାଓ ଦିବସ ପାଳନ କରା ଯାଉଚି। ବାଲେଶ୍ୱର ରେ…

ହିନ୍ଦୁ ଧର୍ମକୁ ପ୍ରତ୍ୟା ବର୍ତ୍ତନ କଲେ ଏକ ପରିବାରର ଛଅ ଜଣ, ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ବାଗତ

Posted by - May 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁ ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଟେଲେନପାଲି ଶାଖା ସଭାପତି…

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ ସଭା

Posted by - December 1, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ବଲାଙ୍ଗିର ଜିଲ୍ଲା ର ଜଣାଶୁଣା ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ,ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବାବେଳେ ବୌଦ୍ଧଠାରେ ଏକ ସ୍ମୃତିଚାରଣ…