ପୌରପାଳିକା ପକ୍ଷରୁ ବଡ଼ ଧୁମ ଧାମ ରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ 

54 0

ଯାଜପୁର :୩୧/୦୮(ଆନନ୍ଦ ଚନ୍ଦ୍ର ସାହୁ )ଆଜି ସ୍ୱାୟତ ଶାସନ ଦିବସ। ଏହି ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ଧୁମ ଧାମ ରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ଆଜି ସକାଳେ ପୋୖର କାର୍ଯ୍ୟାଳୟ ପରିସର ରେ ପୌରାଧକ୍ଷା ରଞ୍ଜୁଲତା ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏହା ପରେ ଦେବୀ ଗଡ଼ା ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏଥିସହିତ ଆଜି ଦିନ ତମାମ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି 

Related Post

ଯୁବ ବ୍ୟବସାୟିଙ୍କ ର ଅକାଳ ମୃତ୍ୟୁ

Posted by - April 22, 2020 46
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ର ସର୍ବପୁରାତନ ବଜାର ବରୀ ମାଉଣ୍ଡ ରେ ବ୍ୟବସାୟ କରୁଥିବା ଜଣେ ଯୁବ ବ୍ୟବସାୟୀ କଂ ହୃଦଘାତରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ…

ନିରାଶ କଲା ଲଘୁଚାପ ବର୍ଷା , ବର୍ଷା ଅଭାବି ଯୋଗୁଁ ଚାଷ ଜମି ଫାଟି ଆଁ -ଚିନ୍ତା ରେ ଚାଷୀ

Posted by - September 18, 2022 0
ଧର୍ମଗଡ : (ହେମନ୍ତ କୁମାର ମାଝି)  ଶେଷରେ ଲଘୁଚାପ ବର୍ଷା ବି ମୁହଁ ମୋଡି ଦେଲା।କିଛିଦିନ ତଳେ ଲଘୁଚାପ ସୃଷ୍ଟି ହୋଇ ଥିଲେ ହିଁ ତାର ପ୍ରଭାବ…

ଜିଲ୍ଲାସ୍ତରୀୟ ଗାଁ ସାଥି ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

Posted by - October 24, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧରାବନ୍ଧ ଫୁଟବଳ ଖେଳ ପଡିଆ ପ୍ରାଙ୍ଗଣ ରେ ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥି ସଂଘ ତରଫରୁ ଆଜି ଜିଲ୍ଲା ସ୍ତରୀୟ…

ସ୍ୱାଧୀନତା ଦିବସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳାହାଣ୍ଡିର ୫ ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ

Posted by - August 18, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା…

ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ

Posted by - July 27, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ । ଗାଁର ପ୍ରମୋଦ ବେହେରାଙ୍କ ଘରେ ଇଲେକ୍ଟ୍ରି ସଟସର୍କିଟରୁ ନିଆଁ…