ଭିଜିଲାନ୍ସ ବିଭାଗର ଚଢ଼ାଉ

151 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଘଟଗାଁରେ କାର୍ଯ୍ୟରତ ବି ଇ ଓ ଅଭୟ ବେହେରା ଙ୍କ ଯାଜପୁର ପୌରପାଳିକାର ବିରଜା ବିହାର ବାସଭବନରେ ଯାଜପୁର ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି। ଦୁଇ ମହଲା ଘର୨୮ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ର ପୋଷ୍ଟଲ ଡିପୋଜିଟ୨ଲକ୍ଷରୁ ଉର୍ଦ୍ଧ୍ବ ଏଲଆଇସି ସମେତ ୮୩ଗ୍ରାମର ସୁନାର ଏବଂ ବହୁ ସମ୍ପତି ଠାବ ହୋଇଛି।

ଏହା ସମେତ ବିଂଝାରପୁର ବ୍ଳକ ଚିକଣା ପଂଚାୟତ ଡିଆଟିକିରିରେ ମଧ୍ୟ ପୈତୃକ ଘର ରହିଛି। ଆଜି ପ୍ରଥମ ଦିନର ଚଢ଼ାଉ ଶେଷ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଯାଜପୁର ଭିଜିଲାନ୍ସ ଡ଼ିଏସପି ସୁଶୀଲ ଇକା 

 

 

Related Post

ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର,କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

Posted by - July 18, 2019 0
କେନ୍ଦ୍ରାପଡ଼ା : ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି।ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ…

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Posted by - June 14, 2022 0
ଭବାନୀପାଟଣା:୧୪/୬:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଵିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରରେ ଵିଧି ବିଧାନ ପୂର୍ବକ ଦେବସ୍ନାନ ଉତ୍ସବ ଅନୁଷ୍ଠିତ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ

Posted by - August 16, 2020 0
ଭୁବନେଶ୍ବର :ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ତାଙ୍କର ନିଜସ୍ବ ସେକ୍ରେଟାରୀ,…

ଅଭିନେତା ମିହିର ଦାସଙ୍କ ୬୩ ବର୍ଷ ବୟସରେ ପରଲୋକ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Posted by - January 11, 2022 0
ଭୁବନେଶ୍ବର :ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ଅସୁସ୍ଥତା ଯୋଗୁ ସେ କଟକର…

ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Posted by - July 30, 2020 43
ଭୁବନେଶ୍ବର:ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…