ଖପ୍ରାଖୋଲ ରେ ନିରନ୍ତର କୃଷି ସମ୍ପର୍କିତ ତାଲିମ ଶିବିର

30 0

ଖପ୍ରାଖୋଲ: ୩୦/୦୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏଫ୍ ଇ ଏସ ଭୁବନେଶ୍ୱର ତରଫରୁ ନିରନ୍ତର କୃଷି ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ତାଲିମ ଶିବିର ରେ ଏଫ୍ ଇ ଏସ ଜିଲ୍ଲା ସଂଯୋଜିକ ଯେଶିକାସାହୁ , ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର , ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଓ ଏଲ୍ ଏମ ବି ଏଲ ସି ପ୍ରଶାନ୍ତ କୁମାର୍ ନନ୍ଦ, ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ।

ଏହି ଅବସରରେ ଜୈବିକ ପ୍ରଣାଳୀ ରେ କୃଷି ଉପରେ ତାଲିମ ଦାତା ମାନେ ତାଲିମ ପ୍ରଦାନ ସହ ମାଟି ଉର୍ବରକ , ଜୈବିକ ସାର , ଜୈବିକ କୀଟନାଶକ ଉପରେ ଆଲୋକପାତ କରିଥିଲେ। ତାଲିମ ଶିବିର ବ୍ଲକ ର କୃଷି ମିତ୍ର ଓ କୃଷକ ସାଥୀ ମାନେ ଯୋଗ ଦେଇଥିଲେ।

Related Post

ବିଶିଷ୍ଟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀ ଙ୍କ କରୋନାରେ ପରଲୋକ

Posted by - June 6, 2021 0
ଛତିଆ:(ପ୍ରମୋଦ ନାୟକ )ରାଜ୍ୟର ଜଣେ ସୁନାମଧନ୍ୟ ପ୍ରବଚକ ଚିତ୍ତରଞ୍ଜନ ତ୍ରିପାଠୀଙ୍କର କରୋନାରେ ପରଲୋକ ହୋଇଯାଇଛି। ତିନି ଦିନ ହେଲା ସେ କରୋନାରେ ସଂକ୍ରମିତ ହୋଇ କଟକ କୋଭିଡ…

ବୌଦ୍ଧ ଜିଲ୍ଲା ରେ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ମୁରଶୁଣ୍ଢୀ ପଂଚାୟତ ଅଫିସ ଠାରେ ମୁକ୍ତ ଆଇନସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଏହାକୁ ଜିଲ୍ଲା ଆଇନ…

କ୍ଷୁଦ୍ର ଜଳସେଚନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ନଷ୍ଟ ହୋଇଗଲା ମହିଳା ଛାତ୍ରୀନିବାସର ପାଚେରୀ

Posted by - August 10, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ଉମା ପୋଖରୀ ଜଳ ନିଷ୍କାସନ ପାଇଁ କ୍ଷୁଦ୍ର ଜଳ ବିଭାଜିକା ପ୍ରକଳ୍ପ ପକ୍ଷରୁ ଡ୍ରେନ ନିର୍ମାଣ କରାଯାଉଛି ।…

ବେଲଗୁଣ୍ଠାରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ

Posted by - May 15, 2022 0
ବେଲଗୁଣ୍ଠା: ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ସକାଳ ୫…

ସମ୍ବଲପୁର ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Posted by - June 15, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଆଜି ସମ୍ବଲପୁର ଠାରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ରାଜ୍ୟ ସଭା ସାଂସଦ ଭାବରେ ନିର୍ବାଚିତ…