ଜାତୀୟ କ୍ରୀଡା ଦିବସ ରେ ୫0 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପୁରସ୍କୃତ

26 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ର ଝରୀଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ଧୋଡ୍ରା ସ୍ଥିତ ସହୀଦ ଲକ୍ଷଣ ନାୟକ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l

ଏହି ଦିବସ ରେ ଆୟୋଜିତ କ୍ରୀଡା କାର୍ଯ୍ୟକ୍ରମ ରେ ଦୁଇଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥବା ବେଳେ, ବିଭିନ୍ନ ବିଭାଗ ରେ ଉତ୍ତମ ପ୍ରଦର୍ଶନ ପାଇଁ ୫0ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଜ଼ିଲ୍ଲା ମହିଳା କ୍ରୀଡା ସଂଯୋଜକ ଇଞ୍ଜିନିଅର ଚନ୍ଦନା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିବା ସହ ଛାତ୍ର ଛାତ୍ରୀ ମାନେ କ୍ରୀଡା କୁ ନେଇ ମଧ୍ୟ ନିଜର କେରିୟର ଗଠନ କରିପାରିବେ ବୋଲି କହିବା ସହ ଏହି ଅଞ୍ଚଳ ର କ୍ରୀଡ଼ାବିତ ମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରି ଆମ ଅଞ୍ଚଳ ର ନା ଗୌରବନିତ କରିଛନ୍ତି ବୋଲି ନିଜ ଅଭିଭାଷଣ ରେ କହିଥିଲେ l

ଶିକ୍ଷକ ବଂଶୀଧର ଭୂୟାଁ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ କେଦାରଶ୍ୱର ପଟନାୟକ ପରିଚାଳନା କରିଥିବା ବେଳେ, କ୍ରୀଡା ଶିକ୍ଷକ କିଶୋର ଚନ୍ଦ୍ର ତ୍ରିପାଠୀ, ରାମ ନାରାୟଣ ମହାପାତ୍ର, ଶେଖର ସାବତ ପ୍ରମୋଦ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l

Related Post

ବନ୍ୟା ବେଳେ ଲୋକ ଙ୍କୁ ଦେଲେ ନାହିଁ, ପରେ ବାହାରେ ପକେଇଲେ

Posted by - March 29, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଗତ ମହାବନ୍ୟା ରେ ବରୀ ବ୍ଲକ ବ୍ୟାପକ କ୍ଷତି ଗ୍ରସ୍ତ ହୋଇଥିଲା । ବରୀ ଅଞ୍ଚଳର ଲୋକ ମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା…

ଗାଡ଼ି ପୂଜା ବେଳେ ପୂଜକଙ୍କ ଉପରେ ଚଢ଼ିଗଲା ଗାଡ଼ି,ପୂଜକ ମୃତ୍ୟୁ

Posted by - May 18, 2019 0
ମାଲକାନଗିରି: ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁର ତ୍ରିନାଥ ପୂଜାରୀ ନୂଆ ପିକ୍ ଅପ୍ ଭ୍ୟାନ କିଣିଥିଲେ। ନୂଆ ଗାଡ଼ି ପୂଜା କରିବା ଲାଗି ସେ…

ନାମାଙ୍କନ ପତ୍ର ଦାଖଲ ଶେଷ,ଯାଜପୁର ପୌରପରିଷଦରେ କ୍ଲିନ୍ ସୁଇପ ଲକ୍ଷ୍ୟରେ ବିଜେଡି

Posted by - March 8, 2022 0
ଯାଜପୁର ଅଫିସ :ପୌର ନିର୍ବାଚନ ପାଇଁ ବିଭିନ୍ନ ସହରରେ ରାଜନୀତି ଉଷ୍ଣତା ବାତାବରଣରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି ।ଏହି ଅବସରରେ ଯାଜପୁର ପୌରପରିଷଦ ରେ…

ଓଡିଶାରେରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ , ୩୨୦୩ ପରୀକ୍ଷା କେନ୍ଦ୍ରରେ ୫,୮୫,୭୩୦ ପରୀକ୍ଷାର୍ଥୀ

Posted by - April 29, 2022 0
ବ୍ୟୁରେ।:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା କରୋନା ମହାମାରୀ ଯୋଗୁଁ ବିଗତ ଦୁଇ ବର୍ଷ ଧରି ବନ୍ଦ…

ପୁଣି ୧୫ ପଜିଟିଭ ଚିହ୍ନଟ,ଦେଖନ୍ତୁ କୋରୋନା ଅପଡେଟ (୧୦ମଇ ରାତ୍ର ୮.୧୮ମି )

Posted by - May 10, 2020 19
ଭୁବନେଶ୍ୱର: ଆଉ ୧୫ କରୋନା ପଜିଟିଭ ଚିହ୍ନଟ। ସେଥିମଧ୍ୟରୁ ବୌଦ୍ଧରେ ୩ଜଣ, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ପୁରୀରେ ମଧ୍ୟ ୨ ଜଣ, ଯାଜପୁରରେ ଜଣେ…