ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ

27 0

ରାୟଗଡା;(ରମାକାନ୍ତ ପଡାଲ)ଆଜି ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କେବିନେଟ ମନ୍ତ୍ରୀ ଜାତି ଓ ଜନଜାତି ପଛୁଆ ବର୍ଗ ଉର୍ଣୟନ ତଥା ଆଇନ ମନ୍ତ୍ର ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ରାୟଗଡା ଜିଲ୍ଲା ପାଳ ସ୍ୱଧା ଦେବ ସିଂ ଉପସ୍ଥିତ ଥିଲେ ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି ସୁଧୀର କୁମାର ଦାସ ଉପସ୍ଥିତ ଥିଲେ ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ପୃଥିବୀରାଜ ସାହୁ  ଓ ଜିଲ୍ଲା ପରିଷଦ ଚେରମେନ ସରସ୍ଵତୀ ମାଝୀ ସରସ୍ଵତୀ ବିଷମ କଟକ ବ୍ଲକ ବିଜୁ ଜନତା ଦଳ ସଭାପତି ତଥା ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ , ବ୍ଲକ ଅଧ୍ୟକ୍ଷ ଜୋସଦା ହୁଇକା, ବିଷମ କଟକ କ ଖ ଜିଲ୍ଲା ପରିଷଦ , ବିଜୁ ଜନତା ଦଳ ର ସମସ୍ତ ପଦାଧିକାରୀ ମିଡ଼ିଆ ଭାଇ ମାନେ ,ନାନୁ ପଣ୍ଡା , ସିବା ଡେଶୀଟ ଜିଲ୍ଲା ସମ୍ପାଦକ , ଜୋତି ସାହୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ , ବିଜୁ ଛାତ୍ର ଜନତା ଦଳ ବ୍ଲକ ସମ୍ପାଦକ ଅଶ୍ୱିନୀ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ,

Related Post

ପୂର୍ବତନ ଉପ-ନଗରପାଳଙ୍କ ପରଲୋକ.

Posted by - December 22, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ପୌରପାଳିକାର ପୂର୍ବତନ ଉପ-ନଗରପାଳ ରାମପତି ମାଣ୍ଡୋଠିଆଙ୍କ ପରଲୋକ ହୋଇଛି । ଶ୍ରୀମତୀ ମାଣ୍ଡୋଠିଆ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ପୌରପାଳିକାର ପୂର୍ବତନ ଉପ-ନଗରପାଳ ଭାବେ ନିର୍ବାଚିତ…

ଦଳ ଡିଆଁ ମାନଙ୍କୁ ବିରୋଧ କାଲେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ

Posted by - April 1, 2019 0
ଯାଜପୁର:୩୧/03 ହିନ୍ଦତ୍ୱକୁ ବିରୋଧ କରୁଥିବା ବହୁ ନେତା ଏବେ ବିଜେପି ଦଳରେ । ଯାହାକୁ ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ । ଯାଜପୁର…

ରଘୁନାଥପୁରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

Posted by - October 2, 2019 20
ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ।ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପବିତ୍ର…

ଅହମଦାବାଦସ୍ଥିତ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ଓଡ଼ିଆ ଶ୍ରମିକ ମୃତ୍ୟୁ

Posted by - February 23, 2020 43
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର୍ଯ୍ୟରତ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ…

ଯାଜପୁର ଯାଗେଶ୍ୱରପୁର ଠାରେ ମଂଗଳା ମନ୍ଦୀର ପରିସରରେ ମଂଗଳା ଓଷା ଉଦଯାପିତ

Posted by - October 14, 2021 0
ଯାଜପୁର ଯାଗେଶ୍ୱରପୁର ଠାରେ ମଂଗଳା ମନ୍ଦୀର ପରିସରରେ ମଂଗଳା ଓଷା ଉଦଯାପିତ ହୋଇଯାଇଛିି ଏହି ମେଳା କରିବା ପାଇଁ ଆଖାପାଖ ଅଂଚଳର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିଥିଲେ । ପାରମ୍ପରିକ ଋତିନିତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହିତ ଭୋଗ ଓ ନୈବେଦ୍ୟ ଅର୍ପଣ କରାଯାଇଥିଲା । ପ୍ରତିବର୍ଷ ଆଶ୍ୱୀନ ମାସର ପ୍ରତି ମଂଗଳବାର ଏହି ଓଷା ପାଳନ କରାଯାଇଥିଲା । ରାଧାଷ୍ଟମୀ ଠାରୁ ଦୂର୍ଗାଷ୍ଟମୀ ପର୍ଯ୍ୟନ୍ତ ଏହି ଓଷା ପାଳିତ ହୋଇଥାଏ ।