Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମ୍ବଲପୁର ରେ ବିରୋଧୀ ଦଳନେତା ଜୟନାରାୟଣ ମିଶ୍ରଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

29 0

ସମ୍ବଲପୁର:୨୮/୦୮(ରମାକାନ୍ତ ବିଶ୍ବାଳ)ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଓଡିଶା ବିଧାନସଭାର ବିରୋଧୀ ଦଳର ନେତା ପଦ ଅଳଙ୍କୃତ କରିବା ପରେ ଆଜି ନିଜର ଜନ୍ମଭୂମି କର୍ମଭୂମୀ ସମ୍ବଲପୁର କୁ ଆସିଛନ୍ତି । ଏହିକ୍ରମରେ ସମ୍ବଲପୁର ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ସମ୍ବଲପୁର ସହରର ଭତରା ପେଟ୍ରୋଲ ପମ୍ପ ନିକଟରେ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଙ୍କୁ ସ୍ବାଗତ କରାଯିଵା ପରେ ଭବ୍ୟ ମୋଟର ସାଇକେଲ ଶୋଭାଯାତ୍ରା ରେ ଧନୁପାଲି ଛକ, ଜେଲ୍ ଛକ,ଭୂତାପଡ଼ା,ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ୍ ଛକ,ଗୋଲ ବଜାର,ଶକ୍ତି ଛକ,ମ୍ୟୁନିସିପାଲିଟି ଛକ, ଦଲେଇପଡା,ନନ୍ଦପଡ଼ା,ଝାଡୁଆପଡ଼ା, କୁଞ୍ଜେଲ ପଡ଼ା,କମଲି ବଜାର, ସମଲେଶ୍ୱରୀ ମନ୍ଦିର ଙ୍କୁ ଯାଇ ଇଷ୍ଟଦେବୀ ମାଁ ସମଲେଶ୍ଵରୀ ମନ୍ଦିର ରେ ଜଗତ୍ ଜନନୀ ଙ୍କର ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରିଥିଲେ ।

ପରେ ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ତାଙ୍କୁ ବିଜେପି ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବଦ୍ଧନା କାଯ୍ୟାକ୍ରମରେ ବିଧାୟକ ନାଉରି ନାଏକ,ଜିଲ୍ଲା ସଭାପତି ଗିରିସ ପଟେଲ, ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ଦାମୋଦର କର, ରାମଚନ୍ଦ୍ର ମେହେର, ବିଜେପି କୄଷକ ମୋର୍ଚ୍ଚ ଜିଲ୍ଲା ସଭାପତି ସମିର ରଞ୍ଜନ ବାବୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚ ସଭାପତି ଅଶ୍ୱିନୀ ମାଝୀ ଙ୍କ ସମେତ ବହୁ ବିଜେପି ନେତା , ମହିଳା ମୋର୍ଚ୍ଚ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ବିରୋଧୀ ଦଳ ନେତା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Related Post

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ମମିତା ପରିବାର କୁ ନ୍ୟାୟ ଦାବୀରେ କଂଗ୍ରେସ୍ ତରଫରୁ ପ୍ରତିବାଦ ସଭା

Posted by - October 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ଆଜୀବନ କାରାଦଣ୍ଡ ଓ ତାଙ୍କୁ ସହଯୋଗ କରୁଥିବା ଗୃହ…

ଭୁବନେଶ୍ବର ରେ ଗରଜିଲେ ମୋଦୀ

Posted by - April 17, 2019 42
ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ…

ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ତରଫରୁ ଶୋଭାଯାତ୍ରା ସହ ଦାବୀ ପ୍ରଦାନ

Posted by - December 7, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ରାଇଘର-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ କ୍ରୁଷକ ମାନଙ୍କର ବିଭିନ୍ନ ସମସ୍ଯା, ଓହେତୁକ ବିଜୁଳି ଦର ବ୍ରୁଦ୍ଧିକୁ ନେଇ…

ଖଇରାବାଦ ପଂଚାୟତର ସରପଞ୍ଚ ଭାବେ ଦାୟିତ୍ବ ଗ୍ରହଣ କଲେ କନିଜ ଫାତେମା 

Posted by - March 12, 2022 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଖଇରାବାଦ ପଂଚାୟତ ର ସରପଞ୍ଚ ଭାବେ କନିଜ ଫାତେମା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ପଂଚାୟତ କାର୍ଯ୍ୟାଳୟରେ ପହଞ୍ଚି ସରପଞ୍ଚ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି।  ଏହି ଅବସରରେ ପଂଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ ।…