ଖପ୍ରାଖୋଲ ପୋଲିସ ର ଚଢ଼ାଉ,ବେଆଇନ କପ୍ ସିରପ୍ କାରବାର ଅଭିଯୋଗରେ ଚାରି ଗିରଫ

34 0

ଖପ୍ରାଖୋଲ: ୨୭/୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ପୋଲିସ ବେଆଇନ କପ୍ ସିରପ କାରବାର ଅଭିଯୋଗ ରେ ଶନିବାର ୪ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପଡ଼ିଆବହଲ ପଞ୍ଚାୟତ ପାଚେର ଗାଁ ର ଗଙ୍ଗା ସାହୁ (୨୪),ଅନିଲ ନିଆଲ୍ (୨୫) , ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁ ର ଜୟନ୍ତ ରଣା (୨୫)ଓ ମୁକେଶ ପଟେଲ (୨୬) ବୋଲି ଜଣାଯାଇଛି।

ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପେଟ୍ରୋଲିଂ କଲାବେଳେ ଧଣ୍ଡମୁଣ୍ଡା ପାଚେର ରାସ୍ତା ରେ ତନଖି କରି ମୋଟର ସାଇକେଲ ରେ ଯାଉଥିବା ଗଙ୍ଗା ଓ ଅନିଲ ଠାରୁ କଫ ଶିରପ ପୋଲିସ ଜବତ କରିବା ସହ ଜୟନ୍ତ ଓ ମୁକେଶ ଠାରୁ ମଧ୍ୟ କଫ ସିରଫ ଜବତ କରିଥିବା ପୋଲିସ ସୂଚନା ଦେଇଛି।

ପୋଲିସ ର ସୂଚନା ଅନୁସାରେ ଅଭିଯୁକ୍ତଙ୍କ ଠାରୁ ୩୪ ବୋତଲ କଫ ସୀରପ , ନିଶା ବଟିକା, ନଗଦ ୧୩ ଶହ ଟଙ୍କା, ଗୋଟିଏ ମୋବାଇଲ , ଗୋଟିଏ ମୋଟର ସାଇକେଲ ଜବତ କରି କେସ ନ ୧୧୩/୨୨ ଓ ୧୧୪/୨୨ ରେ ଦୁଇଟି ମାମଲା ରୂଜୁକରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ନାଗେନମାଳ ଗାଁ ରେ ଅବକାରୀ ବିଭାଗ ର ଚଢାଉ, ମହୁଲ ଫୁଲ ବୋଝେଇ ପିକଅପ ଜବତ, ଦୁଇ ଗିରଫ

Posted by - August 28, 2022 0
ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ…

ମହିଳାଙ୍କ ଗଳିତ ଶବ ଉଦ୍ଧାର ଗଟଣା,ବିହାର ରୁ ହତ୍ୟାକାରୀ ସ୍ଵାମୀ ଗିରଫ

Posted by - July 9, 2020 0
ବିଞ୍ଝାରପୁର:(ଗୁଲସାହାନୱାଜ ଅଲି ଖାଁ)ବିଞ୍ଝାରପୁର ଥାନା ଅଧିନସ୍ଥ ଗୟାସୁଧୀନ(ପିତେଇ)ଛକ ନିକଟ ନାଳରୁ ଗଳିତ ଶବ ଉଦ୍ଧାର ଘଟଣା, ହେମଦସ୍ତା ପୁଆ ଫୋପାଡ଼ି ହତ୍ୟା କରିଥିଲେ ମୃତ ମହିଳାଙ୍କ ସ୍ୱlମୀ।  ବିଞ୍ଝାରପୁର…

ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ; ନଗଦ ଟଙ୍କା ସହ ଛଅ ଜୁଆଡି ଗିରଫ

Posted by - January 19, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି I ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା…

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ରକ୍ସା ନିର୍ବାଚନୀ ପରବର୍ତୀ ହିଂସା -ଗୁଳି ଓ ବୋମାମାଡ଼ ଘଟଣା: ୬ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - March 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା (ଦହ୍ୟା) ପଂଚାୟତ ନିର୍ବାଚନୀ ପରବର୍ତୀ ହିଂସା- ଗୁଳି ଓ ବୋମା ମାଡ଼ ଘଟଣା ରେ ଆଜି ପୁଲିସ…