ବିଏସପି ସମ୍ବଲପୁର ଲୋକସଭା ସ୍ତରୀୟ କାର୍ଯ୍ୟକତ୍ତା ଙ୍କ ଏକ ଦିବସିୟ ପ୍ରଶିକ୍ଷଣ ଶିବିର

31 0

ସମ୍ବଲପୁର:୨୭/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ବହୁଜନ ସମାଜ ପାର୍ଟି ତରଫରୁ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ଙ୍କ ପ୍ରଶିକ୍ଷଣ ଶିବିର ତଥା ସମ୍ବିଳନି ଆଜି ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ସହରର ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ଅନୁଷ୍ଠିତ ଏହି ସମ୍ବିଳନିରେ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସମ୍ବଲପୁର, ଦେବଗଡ, ଓ ଅନୁଗୁଳ ଜିଲ୍ଲାର , ସମ୍ବଲପୁର, ରେଙ୍ଗାଲୀ, କୁଚିଣ୍ଡା, ରେଢାଖୋଲ, ଦେବଗଡ, ଛେଣ୍ଡିପଦା ଓ ଆଠମି ବିଧାନସଭା ର ସତାଧିକ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।

ବିଏସପି ସମ୍ବଲପୁର ଜିଲ୍ଲା ସଭାପତି ଆଇନଜୀବୀ ଦିଲିପ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏସପି ର କାର୍ଯ୍ୟକର୍ତ୍ତା ଙ୍କ ଏହି ପ୍ରଶିକ୍ଷଣ ଶିବିର ତଥା ସମ୍ବିଳନିରେ ବିଏସପି ଓଡିଶା ରାଜ୍ୟ ପ୍ରଭାରୀ ଧିମାନ ଧରମବିର ସିଂ ଅଶୋକ ମୁଖ୍ୟ ଅତିଥି ଓ ରାଜ୍ୟ ସଭାପତି ଧିମାନ ଟଙ୍କଟର ବାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଏସପି ନେତା ଓ ସଭ୍ୟ ଙ୍କୁ ଉଦବୋଧନ ଦେଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ଆହ୍ନାନ ଜଣାଇଥିଲେ । ଏଥିସହ ସମ୍ବଲପୁର ଲୋକ ସଭା ଅନ୍ତର୍ଗତ ୭ ଗୋଟି ବିଧାନସଭା ଅଞ୍ଚଳରେ ବିଏସପି ସଂଗଠନକୁ ତୄଣମୂଳ ସ୍ତର ରୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ ।

Related Post

ଦୁଇ ଦିନିଆ ଶ୍ରୀ ଶ୍ରୀ ସଂକଟ ମୋଚନ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାହିତ

Posted by - July 2, 2020 20
ରେମୁଣା:୦୨/୦୭(ସୌମ୍ୟାସାଇ ବାରିକ୍)ରେମୁଣା ଖୋସାଲିଗଞ୍ଜ ରେ ଦୁଇ ଦିନିଆ ଶ୍ରୀ ଶ୍ରୀ ସଂକଟ ମୋଚନ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜି ସମ୍ପନ୍ନ ହୋଇ ଯାଇଚି। ଗତକାଲି ହନୁମାନ…

ଝସକେତନ ବଘାର ନୂତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲ ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ…

କନିଷ୍ଟ ଶିକ୍ଷକ ପଦବୀ ପାଇଁ ଚାଲିଛି ଲାଞ୍ଚ,କୁ ମାଥିଲି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଖଣ୍ଡନ

Posted by - August 15, 2021 0
ମାଥିଲି :(ଅବଦୁଲ ଗନି)ଗତ ଅଗଷ୍ଟ ୧୩ ତାରିଖ ରେ କନିଷ୍ଟ ଶିକ୍ଷକଙ୍କ  ଠାରୁ ଲାଞ୍ଚ କାରବାର ଚାଲିଥିବା ଖବର ପ୍ରକାଶିତ ହୋଇଥିଲା।ଏହି ପରିପେଖି ରେ  ବ୍ଲକ ଶିକ୍ଷା…

ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

Posted by - June 27, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ…

ଆଦିବାସୀ ସମାଜର ଆରାଧ୍ୟ ଦେଵୀ କରମସାନୀ ଦେବୀ ପୁଜା

Posted by - October 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଦିବାସୀ ସମାଜର ଆରାଧ୍ୟ ଦେଵୀ ହେଉଛନ୍ତି ମାଁ କରମସାନୀ । ପବିତ୍ର ଦଶହରା ମାସ ଆସିଲେ ସବୁ ଆଦିବାସୀ ବହୁଲ ଅଞ୍ଚଳରେ ନିଷ୍ଠା ଓ ଭକ୍ତି…