ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଜରିଆରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

78 0

କେସିଙ୍ଗା :(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ସହର ର ବୋରିଙ୍ଗ ପଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସର ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ମାଝୀ ଙ୍କ ନେତୃତ୍ୱରେ ଛାତ୍ରୀଛାତ୍ର ମାନଙ୍କୁ ପୋଷାକ ବଣ୍ଟନ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ ଅତିଥି ଭାବେ ଏନ ଏ ସିର ଉପାଧ୍ୟକ୍ଷ୍ୟା ସରସ୍ଵତୀ ସାହା, ସମ୍ମାନିତ ଅତିଥି ଭାବେ ୱାର୍ଡ ନମ୍ବର ୭ କାଉନସିଲର ପ୍ରକାଶ ବନଛୋର, ସ୍କୁଲ ଶିକ୍ଷା କମିଟିର ସଭାପତି କମଳ ବନଛୋର, ଉପ ସଭାନେତ୍ରୀ ଜନନୀ ସାହୁ ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

ବିଦ୍ୟାଳୟ ର ୩୧୪ ଛାତ୍ରୀ ଛାତ୍ର ମାନଙ୍କୁ ମାଗଣାରେ ପୋଷାକ ବଣ୍ଟନ କରା ଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ବିଣା ପାଣି ଦାଶ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।ଶିକ୍ଷା ହି ଏକମାତ୍ର ଶସ୍ତ୍ର ଯାହା ଦୁଆରା ଆମ୍ଭେ ସମସ୍ତେ ଯେକୌଣସି ଲକ୍ଷ ହାସିଲ କରିପାରିବା ।

କେସିଙ୍ଗା ଓ୍ବାର୍ଡ ନଂ 4 କାଉନସିଲର ଧରଣୀଧର ନାଏକ ଙ୍କ ଦୁଆରା ଓ୍ବାର୍ଡ ନଂ 4 ପ୍ରାଥମିକ ବିଦ୍ୟାଳୟରେ 61 ଛାତ୍ର ଛାତ୍ରୀ ଙ୍କୁ ପୋଷାକ, ମୋଜା ଓ ଜୋତା ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ ଓ ସହ ଶିକ୍ଷୟତ୍ରୀ ଇନ୍ଦ୍ରା ତ୍ରିପାଠୀ।

 

Related Post

ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

Posted by - May 28, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ମହାବିଦ୍ୟାଳୟ ପରିସର ରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ତଥା ଅଣ ସଂକ୍ରାମକ ରୋଗ କକ୍ଷ ଆନୁକୂଲ୍ୟରେ ଓ ଜିଲ୍ଳା ଜାତୀୟ…

ଟିଲାଗଡ଼ ଉପଜିଲ୍ଲାପାଳଙ୍କ ବଙ୍ଗୋମୁଣ୍ଡା ବ୍ଲକର ତହସିଲ ଓ କେତେକ ଧାନ ବିକ୍ରିୟ ମଣ୍ଡି ପରିଦର୍ଶନ

Posted by - December 16, 2021 0
ବଙ୍ଗୋମୁଣ୍ଡା ତା୧୫/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ପରିଦର୍ଶନ ଆଶି ଫେରି ଯାଇଥିବା ସୂଚନା ମିଳିଛି।ପ୍ରଥମରେ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୁ…

ଜଳସେଚନ ଦାବିରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ

Posted by - December 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଏସିଆର ଏକ ବୃହତ୍ତମ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ସୁ ପରିଚିତ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦେଖାଦେଇଛି ଜଳ ସଙ୍କଟ ଏଥିଯୋଗୁଁ ଏହାର…

ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠୀକରଣ ଯୋଜନାକୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Posted by - May 25, 2022 0
ସୋନପୁର :(ଅଜିତ କୁମାର ପୁଜାହାରି) ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ଆଜି ନୂତନ ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠୀକରଣ ଯୋଜନା…

ବୌଦ୍ଧ ଜିଲ୍ଲା ପୋଲିସର ଜରୁରୀକାଳୀନ ଉଦ୍ଧାର ଭ୍ୟାନର ଶୁଭାରମ୍ଭ

Posted by - April 24, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସର ଦୁଇଟି ଜରୁରୀକାଳୀନ ଉଦ୍ଧାର ଭ୍ୟାନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଆରକ୍ଷୀ…