ଆଦୀବାସ ଉନ୍ନୟନ କ୍ଯାବିନେଟ ଆଇନ ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁନିଗୁଡା ବ୍ଲକ ଗସ୍ତ

137 0

ମୁନିଗୁଡା : (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଦୀବାସୀ ହରିଜନ ଓ ପଛୁଆବର୍ଗ ତଥା ଆଇନ ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ବିଭାଗର ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଏହି ପରି ପେକ୍ଷୀରେ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ, ମେମ୍ବର ମାନଙ୍କ ସହିତ ମୁନିଗୁଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଦୁଃକୁନୀନୁଣ୍ଡୁକା, ଉପାଧକ୍ଷ ଆଦର୍ଶ କୁଶୁଲିଆ, ଉପସ୍ଥିତ ରହିଥିବା ବେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ମୁନିଗୁଡା ଜିଲ୍ଲା ପରିଷଦ ସଭ୍ଯ ଶ୍ରୀମତି ମାଧବୀ କନ୍ଧପାଣି, ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେର, ମୁନିଗୁଡା ପଞ୍ଚାୟତ ସରପଞ୍ଚ ସୁଶ୍ରୀ ସରସ୍ଵତୀ ,ରତ୍ନାଳାଲା ଜୌନ, ପୂଣ୍ନଚନ୍ଦ୍ର ଗୌଡ, ସିମାଞ୍ଚଳ ଦାଶ, ବୂନ୍ଧାବନ ପାଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବେହେରା ,ଙ୍କ ନେତୃତ୍ବରେ ପଞ୍ଚାୟତ ସମିତି ବୌଠକ ଅନୁଷ୍ଠିତ ହୋଇ ଥିଲା। ମୁନିଗୁଡାର ରାସ୍ତା ପାନୀୟଜଳ ଓ ସୁସ୍ଥ୍ଯ ଶିକ୍ଷା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟା ସବୁ ନେଇ ଆଲୋଚନା ହୋଇଥିଲା।

Related Post

ଟିଟିଲାଗଡରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ କର୍ମୀଙ୍କ ଦ୍ୱାରା ଜୋରଦାର ସ୍ୱାଗତ

Posted by - June 9, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ର ବିଧାୟିକା ଶ୍ରୀମତି ଟୁକୁନି ସାହୁଙ୍କ ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ମନ୍ତ୍ରୀ ପଦରେ ବସାଇଛନ୍ତି।…

ତାରାପୁର ଠାରେ ଓବିସି, ଏସଟି, ଏସସି ମିଳିତ ମଞ୍ଚର ବୈଠକ

Posted by - June 20, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ତରାପୁର ପଞ୍ଚାୟତ ବଜାର ପଡିଆ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ତରଫ ରୁ ବୁଦ୍ଧିଜୀବି ସମ୍ମିଳନୀ…

ଖପ୍ରାଖୋଲରେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ବୈଠକ, ନୂତନ କର୍ମକର୍ତ୍ତା ଚୟନ

Posted by - February 12, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପରିସରରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପାଟଣାଗଡ଼ ଡିଭିଜନ ସମ୍ପାଦକ ଶିବାନନ୍ଦ ପରିଚ୍ଛାଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର କର୍ମଚାରୀଙ୍କୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ବାର୍ଷିକ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ

Posted by - September 18, 2021 0
ବୌଦ୍ଧ: ( ଚିତ୍ତରଂଜନସିଂ)ମାନ୍ୟବର ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ଦାମୋଦର ଦାସ ମୋଦି ଜି ଙ୍କ 72ତମ ଜନ୍ମ ଦୀନ!ଏହି ଜନ୍ମ ଦୀନ ଅବସରରେ…