Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନିଜ ଗ୍ରାମ ପାଇଁ ନିଜେ ଗଢିଲେ ଗଣେଶ ମୂର୍ତି

137 0

ରାୟଗଡ଼ା:(ରମାକାନ୍ତ ପଡାଲ )ଆଜିକାଲି ଆମ୍ଭେ ମାନେ ବିଭିନ୍ନ ପ୍ରକାର ପ୍ରତିଭା ମାନ ଦେଖିବାକୁ ପାଉଛେ,ସେମିତି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ର ବଡ଼ ଦୁଆର ସାହିର ଜନ ସମାଜରେ ବେଶ୍ ଆଦୃତ ଲାଭ କରିଥିବା କାହ୍ନୁ ସନ୍ତୋଷ ରାୟ ଏବେ ଗଣେଶ ପୂଜା ଆଗକୁ ଆସିବାର ଦେଖି ନିଜ ସାହିରେ ପୂଜା ଆୟୋଜନ ପାଇଁ ମୂର୍ତ୍ତୀ କ୍ରୟ କରି ଆଣିବା ବଦଳରେ ନିଜେ ହିଁ ଗଢି ତୋଳି ପାରିଛନ୍ତି। ନିଖୁଣ ଭାବରେ ସେ ଗଜାନନ ଙ୍କ ବିଗ୍ରହ ତିଆରି କରିଛନ୍ତି। ଚତୁଃପାର୍ଶ୍ଵରୁ ତାଙ୍କୁ ସମସ୍ତେ ବାଃ ବାଃ ପ୍ରଂଶସା କରୁଛନ୍ତି।

Related Post

ମହାନଦୀ ରେ ଭାସିଗଲେ ୩ ଜଣ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଦୀ ଦଲେଇପଡା ଘାଟ ଠାରେ ଆଜି ଅପରାହ୍ନ ରେ ନଦୀରେ ୩ ଜଣ ଭାସି ଯାଇଥିବା ଜଣାପଡିଛି । ଦଲେପଡା ଘାଟରେ ଅପରାହ୍ନ ୪…

ଦଳିତଙ୍କୁ ବିଭାଜନ ପାଇଁ ଧର୍ମାନ୍ତୀକରଣ ବ୍ୟକ୍ତିଙ୍କ ଷଡଯନ୍ତ୍ର : ଆମ୍ବେଦକର ଦଳିତ ସେବା ସଂଘ

Posted by - August 7, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଆମ୍ବେଦକର ଦଳିତ ସେବା ସଂଘ ପକ୍ଷରୁ ବରୀ ମାଉଣ୍ଟ ସ୍ଥିତ ଜାଗୁଳାଇପୀଠ ପରିସରରେ କେଦାର ମଲିକଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ସାମାଜିକ ସଂଗଠନ “ମେ ଆଇ ହେଲ୍ପ ୟୁ” ର ବାଲିଆପାଳ ଶାଖା ଗଠିତ

Posted by - November 22, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ) ଆଜି ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଏକ ଶାଖା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା l…

ବିଦାୟ କାଳୀନ ସମ୍ବର୍ଦ୍ଧନା

Posted by - December 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ଥାନା ପକ୍ଷରୁ ଥାନା ରେ କାର୍ଯ୍ୟରତ କନେଷ୍ଟବଳ ନରୋତ୍ତମ କାଲସାଏ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ…

କୋରୋନା ମୁକାବିଲା ପାଇଁ ଜିଲାପାଳଙ୍କୁ ଆର୍ଥିକ ସହଯୋଗ

Posted by - March 28, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଜିଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି । ଆଜି ପଣସା…