ଢାବାରେ ଚଢାଉ ,ବିଦେଶୀ ମଦ ଜବତ, ୨ ଗିରଫ୍

22 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ) ଆଜି ବୌଦ୍ଧ ଅବକାରୀ ବିଭାଗ ବାଉଁଶୁଣୀ ଥାନା ଅଂଚଳର ଦୁଇଟି ଢାବାରେ ଚଢାଉ କରି ବିପୁଳ ପରିମାଣର ବିଅର୍ ଓ ବିଦେଶୀ ମଦ ଜବତ୍ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ସୁଚନା ମିଳିଛି l ଅବକାରୀ ବିଭାଗ ଗଣମାଧ୍ୟମକୁ ଦେଇଥିବା ସୁଚନା ଅନୁଯାୟୀ ଆଜି ବାଉଁଶୁଣୀ ଥାନା ଅଂଚଳର ଦୀନେଶ ଢାବାରେ ଅବକାରୀ ଚଢାଉ କରି ଢାବା ଚଳାଉଥିବା ହିଲୁଙ୍ଗ ଗ୍ରାମର ଦୀନେଶ ସାହୁ (୨୦) ଙ୍କୁ ଗିରଫ କରିଛି | ଢାବାରୁ ୧୫.୨୦୦ଲିଟର ବିଅର୍ ସହିତ ୩.୯୬୦ ଲିଟର ବିଦେଶୀ ମଦ ଜବତ୍ କରିଛି | ବୋୖଦ୍ଧ ଅବକାରୀ ଥାନାରେ  ଏକ ମାମଲା ରୁଜୁ କରାଯାଇଥିବା ସୁଚନା ମିଳିଛି l ସେହିପରି ବାଉଁଶୁଣୀ ଥାନା ଅଂଚଳର ଯୋଦ୍ଧା ଢାବାରୁ ୧୧.୩୬୦ ଲିଟର ବିଅର୍ ଜବତ୍ କରିବା ସହ ଢାବା ଚଳାଉଥିବା ଜମଘାଟି ଗ୍ରାମର ଯୁଧିଷ୍ଠିର ମେହେର(୫୫) ଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ବୌଦ୍ଧ ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ସୁଚନା ଦେଇଛି l

Related Post

ବୌଦ୍ଧରେ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶlହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା…

ଜମିହୀନ ଙ୍କୁ ମିଲିଛି କେବଳ ପଟା ଚିହ୍ନଟ ହେଉନାହିଁ ଜମି

Posted by - December 1, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଗାଁ ମାନଙ୍କରେ ଭୂମି ହୀନଙ୍କୁ ତତ୍କାଳୀନ ପ୍ରଶାସନ ଦେଇଛନ୍ତି କେବଳପଟା।ଚିହ୍ନଟ ହୋଇପାରିନାହିଁ ଭୁମି ହୀନଙ୍କ ଜମି।ତେବେ…

ଚଲଣାପାଳ ଆଦିବାସୀ ସାହି ରେ ଜଳ ସଙ୍କଟ,ନୀଳଗିରି ବି. ଡି. ଓ. ଙ୍କୁ ଘେରିଲେ ଶତାଧିକ ମହିଳା

Posted by - September 23, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ) ଜଳ ଗହଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ପ୍ରବଳ ବର୍ଷା ହେଲେ ବନ୍ୟା, ବର୍ଷା ନ ହେଲେ ମରୁଡି। ଉଭୟରେ କ୍ଷତି ହୁଏ…

ଖପ୍ରାଖୋଲ ରେ ଆଦିବାସୀ ସଂଘ ପକ୍ଷରୁ ବ୍ଳକ ଘେରାଉ ପାଇଁ ପ୍ରସ୍ତୁତି ବୈଠକ

Posted by - January 9, 2022 0
ଖପ୍ରାଖୋଲ: (ତାପସ ରଂଜନ ବେହେରା) ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି ଙ୍କ ସଭାପତିତ୍ୱରେ ଆଗାମୀ…

ରେଳ ଲାଇନ ରେ ଅଜଣା ଯୁବକଙ୍କ ମୃତଦେହ।

Posted by - December 3, 2019 25
ଅନୁଗୋଳ: (ମହେଶ ଭୋମରାଜ)ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ରେଳ ଲାଇନ ରେ ଅଜଣା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଛି। ମୃତଦେହ ଦେଖିବାକୁ…