Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଖପ୍ରାଖୋଲରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

43 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଭୀମସେନ କହଁର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକରେ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ , ଜିଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର , ସିଡ଼ିପିଓ ସୁଜାତା ଦୋରା ପ୍ରମୁଖ ଯୋଗଦେଇ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ କିଭଳି ବିଭିନ୍ନ ବାଧିତ ବ୍ୟକ୍ତି ଯୋଗ ଦେବେ ସେନେଇ ଆଲୋଚନା ହୋଇଥିଲା। ବ୍ଲକ୍ ର ସମସ୍ତ ଗାଁ କୁ ଶିବିର ସମ୍ପର୍କରେ କିଭଳି ସୂଚନା ଯାଇ ପାରିବ ପଞ୍ଚାୟତ ପ୍ରତିନିଧି ମାନେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ବୈଠକରେ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ, ସରପଞ୍ଚ,ପି ଇ ଓ, ବିଭିନ୍ନ ବିଭାଗ ର ଅଧିକାରି ଉପସ୍ଥିତ ଥିଲେ। ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିସ୍କ ବିଭାଗ ପରିଚାଳନା କରିଥିଲେ।

Related Post

ବିଂଝାରପୁର ଓ ଦଶରଥପୁର ବ୍ଳକରେ ସଚେତନତା ଜାରି ରଖିଛନ୍ତି ସାଇରାମ ଗାନ୍ଧୀ

Posted by - November 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ଏବଂ ଦଶରଥପୁର ବ୍ଳକରେ କରୋନା ସଚେତନତା ଜାରି ରଖିଛନ୍ତି ସାଇରାମ ଗାନ୍ଧୀ । ଗାନ୍ଧୀ ବେଶ ଧରି…

ବୁଲା କୁକୁର ଙ୍କ ଦୌରାତ୍ମ୍ୟ, ଆକ୍ରମଣରେ ୨୦ ମେଣ୍ଡା ମୃତ,କ୍ଷତିପୂରଣ ଦାବି କଲେ ଚାଷୀ

Posted by - June 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୁଲା କୁକୁର ଙ୍କ ଦୌରାତ୍ମ୍ଯ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ…

ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ସାମ୍ବାଦିକ ସମ୍ମିଳନୀ

Posted by - June 25, 2022 0
ଯାଜପୁର :ଯୋଗାଣ ବିଭାଗ ଅଧିନରେ କାର୍ଯ୍ୟରତ ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ  ଏ ନେଇ ଯାଜପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।  ଅପିଂସର୍ସ କ୍ଲବ ପରିସରରେ ପିଡିଏସ ଡିଲର ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୯ ଦଫା ଦାବୀ ଉପସ୍ଥାପନ କରାଯାଇଥିଲା ।: ଡିଲର ମାନଙ୍କୁ ମିଳୁଥିବା କମିଶନ ବୃଦ୍ଧି କରିବା,ଯୋଗାଣ ସାମଗ୍ରୀ ପରିବହନ ସମୟରେ କୁଇଂଟାଲ ପ୍ରତି ୧ କେଜି ଭରଣା କରିବା,ସମସ୍ତ ଡିଲର ପଏଣ୍ଟରେ ଗ୍ୟାସ ବଂଟନ କରିବା ପାଇଁ ଅନୁମତି ସମେତ ୯ ଦପାଂ ଦାବୀକୁ ଉପସ୍ଥାପନ କରିଥିଲେ । ତୁରନ୍ତ ଏହି ସବୁ ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ବ୍ଲକ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଆନ୍ଦୋଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ମହକୁମା ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି

Posted by - June 10, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଲୁଣ୍ଡା ସଦର ମହକୁମା ମୁଖ୍ୟ ବଜାର ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି ।…

ଜଶୋଦା ଅନାଥାଶ୍ରମ ରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଦିନ ପାଳନ

Posted by - September 18, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)  ଭାରତୀୟ ଜନତା ପାର୍ଟି ଧର୍ମଗଡ ନଗର ମଣ୍ଡଳ ତରଫରୁ ଯଶୋଦା ଅନାଥ ଆଶ୍ରମ ଠାରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଭାରତ…