Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଧଣ୍ଡାମୁଣ୍ଡା ପଞ୍ଚାୟତରେ ନୂଆଖାଇ ପୂର୍ବରୁ ଗାଁ ସଫାଇ ଆରମ୍ଭ କଲେ ସରପଞ୍ଚ, ଅସହାୟ ଙ୍କୁ ବାଣ୍ଟିଲେ ନୂଆଖାଇ ତିହାରୀ ସାମଗ୍ରୀ

32 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ I ନୂଆଖାଇ ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି। ଖପ୍ରାଖୋଲ ବ୍ଲକ୍ ଧଣ୍ଡମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦ୍ୟନାଥ ମିଶ୍ର ନୂଆଖାଇ ପୂର୍ବରୁ ସ୍ଥାନୀୟ ସ୍ବେଛାସେବୀ ମାନଙ୍କୁ ସାଙ୍ଗରେ ନେଇ ଗାଁ ସଫେଇ କରିବା ସହ ଅନାବନା ଗଛ କାଟି ସଫା କରିବା ଆରମ୍ଭ କରିଛନ୍ତି। ପ୍ରଥମେ କଟାପାଲି, ଧଣ୍ଡାମୁଣ୍ଡା ଗାଁ ସଫେଇ କରିବା ସହ ଅସହାୟ ପରିବାର କୁ ତିହାରି (ଚାଉଳ, ଡାଲି ଇତ୍ୟାଦି) ବାଣ୍ଟି ଥିଲେ। ଆଗାମୀ ଦିନରେ ସବୁ ଗାଁ ରେ ଏମିତି ସଫେଇ କରାଯିବା ବୋଲି ସରପଞ୍ଚ କହିଛନ୍ତି। ଏଭଳି କାମକୁ ସବୁ ମହଲରେ ପ୍ରଶଂସା କରାଯାଉଛି I

Related Post

“ନୀଳଚକ୍ର” ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଓ ଶ୍ରଦ୍ଧାଂଜଳି ସଭା

Posted by - October 3, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କ୍ରୁତିକ ଅନୁଷ୍ଠାନ “ନୀଳଚକ୍ର” ସମ୍ୱଲପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଶାସନ ଏକାମ୍ର ବିହାର ସ୍ଥିତ “ନୀଳଚକ୍ର” କାର୍ଯ୍ଯାଳୟ ପରିସରରେ…

ବଲାଙ୍ଗିର ଜିଲ୍ଲା ପାଳଙ୍କ ବଙ୍ଗୋମୁଣ୍ଡା ବ୍ଲକ ଗସ୍ତ।ବିଭିନ୍ନ ପ୍ରକଳ୍ପ ଉଦ୍ଧଘାଟନ

Posted by - December 8, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲାର କବଙ୍ଗୋମୁଣ୍ଡାବ୍ଲକ କୁ ଜିଲ୍ଲା ପାଲ ଚଞ୍ଚଳ ରାଣା ଗସ୍ତ ରେ ଆସି ପ୍ରଥମ ରେ ଗୁହୁରିଆପଦରଚମାର ମେହେର ଉଚ୍ଚ ବିଦ୍ୟାଳୟରାଜ୍ୟ ସରକାର କୁ୫ଟିସ୍କୁଲ…

ଓଡିଶା ପୋଲିସ ମହାନିର୍ଦ୍ଦେଶକ ଙ୍କ ନୂଆପଡା ଜିଲ୍ଲା ଗସ୍ତ

Posted by - November 7, 2021 0
ନୂଆପଡା:(ମେଘନାଦ ନାଏକ)ଆଜି DGP ଅଭୟ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । DGP ଅଭୟ ହେଲିକପ୍ଟର ଯୋଗେ…

ଟିଟିଲାଗଡ ଡାକ କର୍ମଚାରୀଙ୍କ ମଧ୍ୟାନ୍ନ ବିରତିରେ ବିକ୍ଷୋଭ ପ୍ରର୍ଦଶନ

Posted by - January 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମୁଖ୍ୟ ଡାକ ଘର ଆଗରେ ଡାକ କର୍ମଚାରୀମାନେ ମଧ୍ୟାନ୍ନ ବିରତି ରେ ପୂର୍ବତନ ଅଖିଳ ଭାରତୀୟ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ…