ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ ସଂପନ୍ନ

24 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସହ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ସଂପୂର୍ଣ୍ଣ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପ୍ରକିୟାରେ ଶାନ୍ତିଶୃଙ୍ଖଳାର ସହ ସମ୍ବଲପୁର ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇ ଯାଇଛି।

ଏହି ନିର୍ବାଚନରେ ଜୌସ୍ନା ମୟୀ ଦାଶ -ସଭାପତି,ସଂଜୟ କୁମାର ପଟେଲ,ସରୋଜ କୁମାର ସାହୁ ଓ ପ୍ରଫୁଲ୍ଲ କୁମାର ସାହୁ-ଉପ ସଭାପତି,ରବି ଚନ୍ଦ୍ର ଗର୍ଡିଆ- ସାଧାରଣ ସମ୍ପାଦକ,ମାଲା ଡାଏରୀ ଓ ଅଭିମନ୍ୟୁ ବୁଡା- ସହସଂପାଦକ,ମାଧୁରୀ ମିଶ୍ର,ଦେବାନନ୍ଦ ମିର୍ଦ୍ଧା ଓ ପ୍ରଭାକର ପରିଡା- ସଂଗଠନ ସମ୍ପାଦକ,କନକବାଳା କାଣ୍ଡି- କୋଷାଧ୍ୟକ୍ଷ,ଭାରତୀ ମେହେର-ଗଣମାଧ୍ୟମ ସଂଯୋଜକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।

ଏହି ନିର୍ବାଚନ ପକ୍ରିୟା ପରେ ନୂତନ କରି ନିର୍ବାଚିତ ଶିକ୍ଷକ ସଂଘର କାର୍ଯ୍ଯକର୍ତ୍ତା ମାନେ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ମାନଙ୍କ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନେ କାର୍ଯ୍ୟ କରିଵେ । ଏହି ନିର୍ବାଚନ ପକ୍ରିୟା ରେ ଜିଲ୍ଲା ର ୯ ଗୋଟି ବ୍ଳକର ଶିକ୍ଷକ ସଂଘର ସବୁ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।

Related Post

ଭାରାସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ୍ ,ଚାଳକ ଗୁରୁତର,

Posted by - November 13, 2019 0
କେନ୍ଦୁଝର,୧୨/୧୧ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ ଫଳରେ ଚାଳକ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪ପରିବାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା…

ଓଡ଼ିଶା ମିଶନ ଶକ୍ତି ବିଭାଗ ଏବଂ କୋଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ତିନି ଦିନିଆ ଡିଜିଟାଲ ମାର୍କେଟିଂର ତାଲିମ ପ୍ରଦାନ

Posted by - May 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ମହିଳା ମାନଙ୍କୁ ସଶକ୍ତି କରଣ କରିବା ଦିଗରେ ଓଡ଼ିଶା ମିଶନ ଶକ୍ତି ବିଭାଗ ତରଫରୁ ବିଭିନ୍ନ ପ୍ରକାରର ଯୋଜନା ରହିଛି। ତେବେ…

ବିଷମକଟକ ସ୍ଥିତ ମା ମାର୍କମା+୩ ମହାବିଦ୍ୟାଳୟରେ ଜାତୀୟ ସେବା ଦିବସ

Posted by - September 25, 2022 0
ମୁନିଗୁଡା : (ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ବିଷମକଟକ ବ୍ଳକରେ  ଜାତୀୟ ସେବା ଯୋଜନା ପାଳନ ଅବସରରେ ମା ମାର୍କମା +୩ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ…

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - July 28, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୭୬ ତମ ଜିଲ୍ଲାସ୍ତରୀୟ…

ତୁରନ୍ତ ରାସ୍ତା ନିର୍ମାଣ ପାଇଁ କଂଗ୍ରେସର ଦାବି

Posted by - June 17, 2022 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ କୋକସରା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ଥିବାରୁ ଆଜି କଂଗ୍ରେସ ଦଳ ପକ୍ଷରୁ ପୂର୍ତ୍ତବିଭାଗ କୁ ଏକ…