Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସିରୋଲ ଗ୍ରାମର ଯମୁନା ଭରାସାଗରଙ୍କ ଘରୁ ଦିନ ବେଳା ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

78 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରୋଲ ଗ୍ରାମର ଯମୁନା ଭରାସାଗର , ସ୍ବାମୀ – ଅଲେଖ ଭରା ସାଗରଙ୍କ ଘରୁ 19 ତାରିଖ ଦିନ ଦ୍ୱିପ୍ରହର ସମୟରେ ଘରେ କେହି ନ ଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କ ଛାତ ଫାଡି ଘରେ ପଶି, ବାକ୍ସ ଭାଙ୍ଗି ସୁନା ହାର ଚୋରି କରି ନେଇଥବା ନେ଼ଇ ଟିଟିଲାଗଡ ଥାନାରେ ମାମଲା ଦାୟର କରିଥିଲେ। କେଶ ନଂ – 248 ତା.19.08.2022, ଦଫା -454/380 IPC,।

ଏ ସମ୍ବନ୍ଧ ରେ ଉକ୍ତ ମାମଲା ରୁଜ୍ଜୁ କରାଯାଇଥିଲା। ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କ ନେତୃତ୍ଵରେ ଏକ ତଦନ୍ତକାରୀ ଟିମ ପୋଲିସ ଅଧିକାରୀ ସବ ଇନିସ୍ପେକ୍ଟର ଦେବାଶିଷ ଶତପଥୀ, ତଥା ସବ ଇନିସ୍ପେକ୍ଟର ନରେନ୍ଦ୍ର ଛତ୍ର, ବିଜୟ ମଲ୍ଲିକ ଓ ଅନ୍ୟ ମାନଙ୍କୁ ନେଇ ଗଠିତ ଟିମ ତଦନ୍ତ କରି ଅପରାଧୀ ଟେଣୁ ଛୁରା (50) ପିତା- √ କପିତ ଛୁରା ଓ ନାବାଳକ ଥୟରଜ ଛୁରା (17) ପିତା – ଟେଣୁ ଛୁରା ଉଭୟ ଶିରୋଲ ଗ୍ରାମର ସେମାନଙ୍କ ଠାରୁ ସୁନାହାର ଉଦ୍ଧାର କରି ଜବତ କରାଯାଇଛି ଓ ଉକ୍ତ ଦୁଇ ଜଣକୁ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହଜାର କରାଯାଇଛି ବୋଲି ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହା ସୁଚନା ଦେଇଛନ୍ତି।

Related Post

ଏକତରଫା ପ୍ରେମର କରୁଣ ପରିଣତି,ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ମୃତ୍ୟୁ

Posted by - June 10, 2019 0
ନିଉଜ ଡେସ୍କ: ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ।…

ନିଖୋଜ ଯୁବତୀର ଶବ ଉଦ୍ଧାର

Posted by - December 13, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)୧୩/୧୨/୨୦୧୯ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଞ୍ଜାରପୁର ଥାନା ଅଧିନସ୍ଥ ରତଳାଗଂ ପଞ୍ଚାୟତ ବୈଣ୍ଣବ ମଠ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା…

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ଆଉ ୫ଜଣ ସଂପୃକ୍ତଙ୍କୁ ଗିରଫ କଲା ପୋଲିସ

Posted by - April 19, 2020 0
ଯାଜପୁର : ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ…

ଗୁରୁବେଡା ସଂରକ୍ଷିତ ଜଙ୍ଗଲ ରେ ଦୁଇଟି ହାତୀ କୁ ହତ୍ୟା

Posted by - June 14, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ )ଯୋଡ଼ା ବନପାଳ ଅଧିନସ୍ତ ଗୁରୁବେଡା ସଂରକ୍ଷିତ ଜଙ୍ଗଲ ରେ ଦୁଇଟି ହାତୀ କୁ ହତ୍ୟା। ଗୋଟିଏ ମାଈ ହାତୀ ହୋଇଥିବା ବେଳେ ଅନ୍ୟଟି…

ଡିକି ଭଙ୍ଗା ଚୋର ସକ୍ରିୟ, ମୋଟେର ଛକରୁ ୬ ଲକ୍ଷ ଲୁଟିନେଲେ ଦୁର୍ବୃର୍ତ୍ତ, କୋକସରା ଥାନାରେ ଅଭିଯୋଗ

Posted by - June 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାଇକ ଡିକି ଭାଙ୍ଗି ୬ ଲକ୍ଷ ଲୁଟ ଅଭିଯୋଗ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଛକ ନିକଟରେ…