ଘୋଡ଼ା ଛାପ ଥିବା ବ୍ୟାପକ ନକଲି ଦେଶୀ ମଦ ପାଉଚ୍ ଜବତ

36 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଘୋଡ଼ା ଛାପ ଥିବା ବ୍ୟାପକ ନକଲି ଦେଶୀ ମଦ ପାଉଚ୍ ଜବତ ! ୩ ଗିରଫ ! ଗୋଟିଏ ବୋଲେରୋ ଜବତ !ଜୁନାଗଡ ଠାରେ ଅବକାରୀ ବିଭାଗ ସ୍ବତନ୍ତ୍ର ସ୍କ୍ୱାର୍ଡ ର ଚଢ଼ାଉ !

ଅଭିଯୁକ୍ତ ମାନେ ନକଲି ମଦ ପାଉଚ୍ଚ ତିଆରି କରି ବାହାର କୁ ଚାଲାଣ କରୁଥିବା ସୂଚନା ଦେଲେ ଅବକାରୀ ନିରୀକ୍ଷକ ଲଳିତ ମୋହନ ମିଶ୍ର !କଳାହାଣ୍ଡି ଅବକାରୀ ଅଧିକ୍ଷକ ରଞ୍ଜନ ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିଲା ଚଢ଼ାଉ !ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ବିହାର ଏବଂ ଅନ୍ୟ ଦୁଇଜଣ ଜୁନାଗଡ ର ବୋଲି ସୁଚନା !ଆଖ ପାଖ ଅଂଚଳରେ ନକଲି ପାଉଚ ଫ୍ୟାକ୍ଟ୍ରି ଥିବା ସନ୍ଧେହ !

Related Post

ଚୋରା ମଦ ବିକ୍ରି କୁ ନେଇ ଗ୍ରାମରେ ଉତେଜନା ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

Posted by - June 6, 2021 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଇଷାଣପୁର ପଞ୍ଚାୟତ ର ଇଷାଣପୁର ଗ୍ରମରେ ଦୀର୍ଘ ଦିନ ହେଵ ଜୈନିକ ଦୁଇଭାଇ ଗତ କିଛିଦିନ ହେବ ଚୋରାମଦ…

କେସିଙ୍ଗା ପୋଲିସ ଦ୍ବାରା ୨୪ ପେକେଟ ଗଞ୍ଜେଇ ଜବତ ,ଦୁଇ ଅଟକ

Posted by - May 25, 2022 0
କେସିଙ୍ଗା :(ପୀତେଶ ପଟେଲ)ବିଶାଖାପାଟଣା ରୁ ବିଳାସପୁର କୁ ଏକ ବୋଲେରୋ ରେ ୬୨ କେଜି ୭୫୮ ଗ୍ରାମ ଚୋରା ଗଞ୍ଜେଇ ଚାଲାଣ ହେଉଥିବାବେଳେ କେସିଙ୍ଗା ପୋଲିସ ଥାନା…

ଛ ବର୍ଷ ନାବାଳିକା କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ, ମା ଘର ତରଫରୁ ପରିବାର ଲୋକଙ୍କୁ ସମବେଦନା

Posted by - October 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଥାନା ଅଧୀନସ୍ଥ ଲାମତା ଗୁଡା ପଞ୍ଚାୟତ ଅନ୍ତର୍ଗତ କନ୍ନେଇମୁଣ୍ଡା ଗ୍ରାମରେ ମଙ୍ଗଳ ବାର ଦିନ ଛଅ ବର୍ଷ…