ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ପକ୍ଷରୁ ଜନ୍ମାଷ୍ଟମି ଉତ୍ସବ ପାଳନ

30 0

ସମ୍ବଲପୁର: 18/08(ରମାକାନ୍ତ ବିଶ୍ବାଳ) ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ ।ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ର ଶିଶୁ ଵିଦ୍ୟା ମନ୍ଦିର ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ ଏବଂ ରାଧା ବେଶରେ ସୁସଜ୍ଜିତ ହେଇ ନିଶାନଭଙ୍ଗା ଗ୍ରାମ ସ୍ଥିତ ରାମ ମନ୍ଦିର ଠାରେ ପହଞ୍ଚି ସେଠା ରେ ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିଥିଲେ ।
ଏହି ଅବସରରେ ନିଶାନଭଙ୍ଗା ସକିର୍ତ୍ତନ ମଣ୍ଡଳୀର ମୂଖ୍ୟ ଗାହାକ ସମୀର ବିଶ୍ବାଳ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ କୃଷ୍ଣ ଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ।


ଏଥି ସହିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସଂପାଦକ ସରୋଜ ବିଶୋଇ, ସଭାପତି ରାଜିବ ମିଶ୍ର , ଯୁଗ୍ମ ସଂପାଦକ ଜଗଦୀଶ ପୂଝାରୀ, ପ୍ରଧାନ ଆଚାର୍ଯ୍ୟା ସଂଞୁଳତା ସାହୁ , କାର୍ଯ୍ୟାଳୟ ପ୍ରମୁଖ ନୂତନ ସାହୁ, ଶିଶୁ ବାଟିକା ପ୍ରମୁଖ ମମତା ନାୟକ, ସହିତ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତି ଥୀଲେ ଏବଂ ନିଶାନଭଙ୍ଗା ଗ୍ରାମ ବାସି ସହଯୋଗ କରିଥିଲେ।

Related Post

ଜାଲ ଜାତିଗତ ପ୍ରମାଣ ପତ୍ର ଦେଖାଇ ପ୍ରାଥିନୀ ଭାବେ ପ୍ରାଥିପତ୍ର ଦାଖଲ

Posted by - February 13, 2022 0
ଯୋଡା:ଜାଲ ଜାତିଗତ ପ୍ରମାଣ ପତ୍ର ଦେଖାଇ ଚଳିତ ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପ୍ରାଥିନୀ ଭାବେ ପ୍ରାଥିପତ୍ର ଦାଖଲ ,ସନ୍ଦେହ ଘେରରେ ତହସିଲଦାର ।ଚଳିତ ତ୍ରିୟସ୍ତରୀୟ ନିର୍ବାଚନକୁ…

ପ୍ରକାଶ ପାଇଲାନି ଘରୋଇ ବିଦ୍ୟାଳୟର ମାଟ୍ରିକ ଫଳାଫଳ।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା।

Posted by - June 28, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଅସନ୍ତୋଷ।ମାଟ୍ରିକ ଫଳ ପ୍ରକାଶ ପାଇନଥିବାରୁ ଉପଜିଲ୍ଲାପାଳଙ୍କୁ ଦେଲେ…

ଗର୍ଭବର୍ତୀ ମହିଳାର ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା

Posted by - November 6, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ) ସରକାରୀ ଡାକ୍ତର ଖାନା ମଧ୍ୟରେ ଦାନ୍ତ ବିଭାଗର ଡାକ୍ତର ଓ ଷ୍ଟାଫ ନର୍ସ ଗର୍ଭବର୍ତୀ ମହିଳାର ପ୍ରସୂତି କରିବା ଏବଂ ନବଜାତ ଶିଶୁର ମୃତ୍ୟୁ…

ଓଡ଼ିଶାର ୧୦ଟି ଜିଲ୍ଲାରେ ଆସନ୍ତା ୫ ତାରିଖରୁ ଲାଗୁ ହେବ ନାଇଟ୍ ​କର୍ଫ୍ୟୁ

Posted by - April 3, 2021 0
ଭୁବନେଶ୍ବର: କରୋନା ସଂକ୍ରମଣକୁ ଆଖିରେ ରଖି ଏପ୍ରିଲ ୫ ତାରିଖରୁ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଯେଉଁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କରାଯାଇଛି,…

ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ

Posted by - July 25, 2019 0
କଟକ: ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ। ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା।…