ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହେଲା ଦେଶ ସ୍ବାଧିନତାର ଅମୃତ ମହୋତ୍ସବ

27 0

ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ରତ୍ନ ରମାକାନ୍ତ ବିଶ୍ଵାଳ ଯୋଗଦେଇ ଭାରତ ମାତା ଓ ମାଁ ସରସ୍ଵତୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା କରି ଜାତିୟ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଯୋଗେନ୍ଦ୍ର ନାଥ ଠାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ର ପରିଚାଳନା କମିଟିର ଉପ ସଭାପତି ଗୋବିନ୍ଦ ସିଂହ, ସମ୍ପାଦକ ସାହେବ ରାଓ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ କୋଶଳ ଶିତାନୀ ଉପସ୍ଥିତ ଥିଲେ। ମୁଖ୍ଯ ଅତିଥି ଶ୍ରୀ ବିଶ୍ବାଳ ଦେଶ ସ୍ବାଧୀନତାରେ ଉତ୍ସର୍ଗୀକୃତ ଜନ ନାଏକଙ୍କ ସ୍ମୃତିଚାରଣ କରି ସେମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ନିଜନିଜ ର ବକୃତା ସହ ଖୁବ ସୁନ୍ଦର ଦେଶାତ୍ମବୋଧକ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁପରିଚାଳନ କରିଥିଲେ।

Related Post

ଲାଞ୍ଜିଗଡ଼ ରେ ହାତୀ ଉପଦ୍ରବ

Posted by - December 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କ୍ରମାଗତଭାବେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀ…

ଠିକା ବିଏସଏନଲ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପ୍ରତିବାଦରେ ଧାରଣା

Posted by - July 6, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କଟକ ଟେଲିକମ ମଣ୍ଡଳ ଅଧିନରେ କାର୍ଯ୍ୟକରୁଥିବା ଯାଜପୁର ଓ କେନ୍ଦ୍ରାପଡା ଜିଲାର ଠିକା ବିଏସଏନଲ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପ୍ରତିବାଦରେ ଧାରଣାରେ…

ଚୁଲାରୁ ନିଆଁ ଉପରକୁ ଉଠି ଜଳିଗଲା ଟ୍ରକ

Posted by - January 12, 2020 0
ମୟୁରଭଞ୍ଜ:12/01( ସୀତାରାମ ଦୀକ୍ଷିତ) ଜଳିଗଲା ଟ୍ରକ।ମୟୂ୍ରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ  ଜାତୀୟ ରାଜପଥ ୨୨୦ ନମ୍ଵର ପୁରୁଣପାଣି ଗାଁ ପାଖ ରାସ୍ତାକଡ ଢାବାନିକଟର ଘଟଣା।…

ଆଶାୟୀ ପାର୍ଥି କୁ ନାମାଙ୍କନ ଭରିବାରେ ବାଦ ଦେବା ପାଇ ଚାଲିଛି ଷଢଯନ୍ତ୍ର

Posted by - January 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଶାୟୀ ସରପଂଚ ପ୍ରାର୍ଥି କୁ ନାମାଙ୍କନ ପତ୍ର ନ ଭରିବା ପାଇ ହୁମା ଗ୍ରାମ ପଂଚାୟତ ଇଓ ଷଢଯନ୍ତ୍ର କରୁଥିବା ନେଇ ସମ୍ବଲପୁର ଉପଜିଲ୍ଲାପାଲ ଙ୍କ…