Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନିଆରା ଢଙ୍ଗରେ ଶ୍ରୀ ରାମ ସେନା ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

78 0

ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ଭାରତ ର ରାଷ୍ଟ୍ରୀୟ ମହା ପର୍ବ ସ୍ଵାଧୀନତା ଦିବସ କୁ ଏକ ନିଆରା ଢଙ୍ଗରେ ରେ ପାଳନ କରାଯାଇଛି ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଉପକଣ୍ଠ ରେ । ଶ୍ରୀ ରାମ ସେନା ର ନୀତିଶ ଅଗ୍ରୱାଲ, ଚନ୍ଦନ ତିୱାରୀ, ଅଭୟ ମାହାଣା, ହର୍ସ ମୋତ୍ୱାନି ଓ ତାଙ୍କ ସାଥୀ ଗଣ ମିଳିତ ଭାବରେ ସଭିଙ୍କୁ ଆହ୍ଵାନ କରି ଏକ ବିଶାଳ ରାଷ୍ଟ୍ରୀୟ ଧ୍ଵଜ (୨୦୦ ମିଟର ଲମ୍ବ ବିଶିଷ୍ଟ) ସହ ସାରା ଗ୍ରାମରେ ଦେଶ ଭକ୍ତି ଗୀତ ବାଦ୍ୟ ସହ ବୁଲି ସଭିଙ୍କୁ ରାଷ୍ଟ୍ର ଭକ୍ତି ର ଉନ୍ମାଦ ରେ ଉନ୍ମଦୀତ କଲେ।

ପ୍ରଚଣ୍ଡ ବର୍ଷା ଏବଂ ଘଡଘଡି ରେ ମଧ୍ୟ ଭାରତ ମାତା କି ଜୟ, ବନ୍ଦେ ମାତରଂ ଶବ୍ଦଘୋଷ ରେ ଗଗନ ପବନ ଉଦ୍ଘୋଷିତ ହେଉଥାଏ ଯାହାର ବର୍ଣ୍ଣନା କରିବା କିଞ୍ଚିତ ଶବ୍ଦ ରେ ସମ୍ଭବ ପର ନୁହେଁ। ବର୍ଷା କୁ ଭ୍ରୁକ୍ଷେପ ନ କରି ସାରା ରେଙ୍ଗାଳି ବାସି ଏହି ସମାରୋହ ରେ ନିଜକୁ ସାମିଲ କରି ଏହି ଗୌରବ ପୂର୍ଣ୍ଣ ମୁହୂର୍ତ୍ତ ରେ ନିଜର ଦେଶ ପ୍ରୀତି କୁ ସାବ୍ୟସ୍ତ କଲେ। ଉକ୍ତ ସମାରୋହ ରେ ଉପସ୍ଥିତ ଥିଲେ ଯୁଗଳ ଅଗ୍ରୱାଲ, ଆଶିଷ ଶର୍ମା, ରଜନୀକାନ୍ତ ଶର୍ମା, ଅନିଲ ଅଗ୍ରୱାଲ, ରୀଙ୍କା ଶର୍ମା, ସରୋଜ ବିଶୋଇ, ପଦ୍ମନାଭ ଭୋଇ, ତଥା ସମଗ୍ର ଅଞ୍ଚଳ ବାସି।

Related Post

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 0
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

ଭାଲୁ କାମୁଡାରେ ସନୁ ବୁରୁଡି ଆହତ

Posted by - October 31, 2021 0
ମାଥିଲି (ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ଡାଇଗୁଡ଼ା ଗ୍ରାମର ସନୁ ବୁରୁଡି ବୟସ 37 ବର୍ଷ ପ୍ରତ୍ୟେକ ଦିନ ଭଳି…

ଅଗ୍ନିଶମ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଠାରେ ମକଡ୍ରିଲ ପ୍ରଦର୍ଶନ

Posted by - June 20, 2022 0
ଥୁଆମୂଳ ରାମପୁର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥୁଆମୂଳ ରାମପୁର ଅଗ୍ନିଶମ…

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

Posted by - August 24, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦେଶକ ଶ୍ରୀଯୁକ୍ତ ଗୁରୁବୀର ସିଂହ, ଓ.ଆଇ.ଏସ(୧) ଏସ. ବି ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ (ନନ୍ଦନବନ) ପ୍ରଥମ ସାଧାରଣ ପରିଦଷ ବୈଠକ 

Posted by - July 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ(ନନ୍ଦନବନ) ପ୍ରକଳ୍ପର ପ୍ରଥମ ସାଧାରଣ ପରିଷଦ ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ…