ସମ୍ବଲପୁର ଠାରେ ୭୬ ତମ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ

24 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର କଚେରୀ ଛକ ରାଜରାସ୍ତାରେ ପାଳିତ ହୋଇଯାଇଛି । ସମ୍ବଲପୁର ଜେଲଛକ ରୁ କଚେରୀ ଛକ ରାଜରାସ୍ତା ରେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଅନୁଷ୍ଠିତ ହୋଇଥିଲା ଏହି ଜିଲ୍ଲା ସ୍ତରୀୟ ସମାରୋହ । ଏହି ଜିଲ୍ଲା ସ୍ତରୀୟ ସମାରୋହରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର, ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ।

ଏଥିସହ ଦେଶର ସ୍ୱାଧିନତା ଆନ୍ଦୋଳନରେ ବଳିଦାନ ଦେଇଥିବା ବୀର ସହିଦ ମାନଙ୍କ ସୄତିଚାରଣ କରିବା ସହ କୋଭିଡ ସମୟରେ ଉଲ୍ଲେଖଯୋଗ୍ୟ ସେବା କାର୍ଯ୍ଯ କରିଥିବା ବହୁ କୋଭିଡ ଯୋଦ୍ଧା ଙ୍କୁ ସମ୍ମାନିତ ମଧ୍ୟ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ସମାରୋହରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସପି ବାତୁଲା ଗଙ୍ଗାଧର ଙ୍କ ସମେତ ଜିଲ୍ଲା ପ୍ରଶାସନ ର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ ସମ୍ବଲପୁର ସହରର ବିଭିନ୍ନ ଅନୁଷ୍ଠାନ, କ୍ଳବ ସମେତ ସବୁ ବେସରକାରୀ ଅନୁଷ୍ଠାନ ଯୋଗ ଦେଇଥିଲେ। କୋଭିଡ କଟକଣାକୁ ପାଳନ କରି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

Related Post

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ବରଙ୍ଗପୁର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ

Posted by - June 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଆଜି ଭର୍ଚୁଅଲ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଶ୍ରୀ ଆଶୁତୋଷ…

ଭାଲୁ କାମୁଡ଼ାରେ ଦୁଇ ମହିଳା ଗୁରୁତର

Posted by - December 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାଲୁ କାମୁଡ଼ାରେ ଦୁଇ ମହିଳା ଗୁରୁତର, ଗୁରୁତର ମହିଳା ଦୁଇଜଣ ହେଲେ ଭାଲୁକାନାଡି ଗ୍ରାମପଂଚାୟତ ଅନ୍ତର୍ଗତ ସlରିଆପଡା ଗ୍ରାମର l ଖବର ପ୍ରକାରେ ସରିଆପଡାର…

ନବରଙ୍ଗପୁର ଜିଲ୍ଲାର କ୍ରୀଡା ଏବଂ କ୍ରୀଡ଼ାର ଭିତ୍ତିଭୂମିର ସମୀକ୍ଷା ବୈଠକ

Posted by - July 16, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ମାନ୍ୟବର କ୍ରୀଡା ଓ ଯୁବ ସେବା ଏବଂ ସୂଚନା ଓ…

କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଯାତ୍ରୀ ମାନଙ୍କୁ ମାସ୍କ ବଂଟନ

Posted by - March 21, 2020 17
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରେଡକ୍ରସ ଛକରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଯାତ୍ରୀ ମାନଙ୍କୁ ମାସ୍କ ବଂଟନ କରାଯାଇଥିଲା । ସ୍ଥାନୀୟ ମା ବିରଜା ଡେଂଟାଲ…

ଦୁର୍ଘଟଣାରେ ମୃତକ ଙ୍କ ପରିବାର କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ

Posted by - March 19, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୁଧବାର ମନମୁଣ୍ଡା ଦେଉଳି ତେଲନଦୀ ଘାଟ ରେଲୱେ ସେତୁ ନିର୍ମାଣାଧୀନ ରାସ୍ତା ରେ ଏକ କଂକ୍ରିଟ ମିକ୍ସଚର ଗାଡି ଧକ୍କା ସହ ଚକା ତଳେ…