ରାୟଗଡା ICICI ଫାଉଣ୍ଡେସନ ତରଫରୁ ମନଙ୍କୁ ଛୁଇଁଲାଭଳି, ଆଜାଦିକା ଅମ୍ରିତ ମହୋତ୍ସବ ପାଳନ

32 0

କାଶୀପୁର:(ଅଞ୍ଜନ କୁମାର ନାଏକ)ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାନ କ୍ରମେ ସର୍ବ ଭାରତରେ ହର ଘର ତିରଙ୍ଗା ,ଆଜାଦିକା ଅମ୍ରିତ ମହୋତ୍ସବ ପାଳନ ର ଜୋର ଧରିଥିବା ବେଳେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ ପଞ୍ଚାୟତର ଉପାନ୍ତ ଗ୍ରାମାଞ୍ଚଳରେ ମନକୁ ଛୁଇଁଲା ଭଳି ସ୍ୱାଧୀନତା ଦିବସ ଅବସରରେ ଆଜାଦିକା ଅମ୍ରିତ ମହୋତ୍ସବ ପାଳନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ପାହାଡ ପର୍ବତ ଘେରା ,ନଦୀ ନାଳ, ଝରଣାର କୁଳୁକୁଳୁ ନାଦରେ ଏହି ଗ୍ରାମ୍ୟ ମାନ ସତେ ଯେମିତି ଉତ୍ସର୍ବମୁଖ ରେ ରାଷ୍ଟ୍ରୀୟ ଧୌଜ ନୀଳ ଆକାଶରେ ଉଭିୟମାନ ହୋଇ ନିଜ ପ୍ରତିବୀମ ରେ ଗାଁ ଓ ଗ୍ରାମବାସୀଙ୍କ ଗହଣରେ ହର୍ଷଉଲ୍ଲାସ ଭରି ଦେଇଛି ।

ଏହିଭଳି ଦେଶ ସ୍ୱାଧୀନତାର 75 ବର୍ଷ ପାଳନ ଅବସରରେ ଦେଶସାରା ପାଳିତ ହେଉଥିବା ଆଜାଦି କି ଅମ୍ରିତ ମହୋତ୍ସବ ପରିପ୍ରେକ୍ଷୀରେ ହର ଘର ତିରଙ୍ଗା କାଯ୍ୟକ୍ରମ ପାଳନ ହେଉଅଛି I ଏହି ଅବସରରେ ଆଦିବାସୀବହୁଳ କାଶୀପୁର ବ୍ଲକ ର ଖୁରୀଗାଁ, ଦୁଡ଼କାବାହାଲ, ବରିଗୁମା, କୁମାଖାଲ, ଭିତରପଦାମାଝି, ଚିରକୁଲି ଏବଂ ବନ୍ଧମାଣ୍ଡି ଗ୍ରାମ ଗୁଡିକରେ ICICI ଫାଉଣ୍ଡେସନ ସହାୟତା ରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଏକ ନିଆରା ମନକୁ ଛୁଇଁଲା ଭଳି ଅତି ଆଡମ୍ବରେ ପାଳନ କରାଯାଇଥିବାର ଦୃଶ୍ୟମାନ ହୋଇଛି I

କାର୍ଯ୍ୟକ୍ରମ କୁ ରାୟଗଡା ICICI ଫାଉଣ୍ଡେସନ ର କର୍ମଚାରୀ କୃଷ୍ଣ ଚନ୍ଦ୍ର ନାଏକ, ବିପେନ୍ଦ୍ର ନାଏକ, ଗୋବିନ୍ଦ ନାଏକ, ଶ୍ରୀୟା ଦେବି ଓ ଭବାନୀ ନାଏକ ଗ୍ରାମ୍ୟ ସ୍ଥରରେ ତଦାରଖ କରିଥିବା ବେଳେ ଡେଭଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ପରିଚାଳନା କରିଛନ୍ତି I

Related Post

ମନାପଡାରେ ଦେବୀ ସନ୍ତୋଷିଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଲୁ ଭକ୍ତଙ୍କ ସମାଗମ

Posted by - August 17, 2022 0
ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ଵାଳ)ଆଶା ରଖିଥିବା ସମସ୍ତ ଇଚ୍ଛା ଏବଂ ନିଜର ମନସ୍କାମନା ପୂରଣ ହେବା ଯୋଗୁଁ ଖୁସି ହୋଇ ଜଣେ ଭକ୍ତ ପ୍ରଥମେ ନିଜେ ମାଁ ସନ୍ତୋଷି ଦେବୀଙ୍କ…

ହୀରାକୁଦ କେନାଲରେ ୨୦ ଫୁଟର ଘାଇ , ଚିନ୍ତାରେ ଚାଷୀ

Posted by - July 25, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଥିବା ହୀରାକୁଦ କେନାଲରେ ୨୦ ଫୁଟର ଘାଇ…

ନେହେରୁ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଯୁବ ସଚେତନତା କାର୍ଯ୍ୟକ୍ରମ

Posted by - December 29, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୂକୂଲ୍ଯରେ ଗଞ୍ଜାମ ଜିଲ୍ଳା…

ଅତାବିରା ବ୍ଲକ ର ଆଗାମି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶିତ

Posted by - January 26, 2022 0
ବରଗଡ/ଅତାବିରା:ସାରା ଦେଶରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମାନଙ୍କରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।ପାଞ୍ଚବର୍ଷ ପାଇଁ ଜନତା ବାଛିବେ ତାଙ୍କ ମନ ପସନ୍ଦ ପ୍ରତିନିଧି…

ଟ୍ରକ ରୁ ମିଳିଲା ହେଲ୍ପର ର ମୃତ ଶରୀର

Posted by - August 15, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସାମ୍ନା ଦେଇ ଯାଇଥିବା 57ନଂ ଜାତୀୟରାଜପଥ କଡରେ ଛିଡା ହୋଇଥିବା ଏକ ଟ୍ରକ ରୁ…