ମନାପଡାରେ ଦେବୀ ସନ୍ତୋଷିଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଲୁ ଭକ୍ତଙ୍କ ସମାଗମ

40 0

ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ଵାଳ)ଆଶା ରଖିଥିବା ସମସ୍ତ ଇଚ୍ଛା ଏବଂ ନିଜର ମନସ୍କାମନା ପୂରଣ ହେବା ଯୋଗୁଁ ଖୁସି ହୋଇ ଜଣେ ଭକ୍ତ ପ୍ରଥମେ ନିଜେ ମାଁ ସନ୍ତୋଷି ଦେବୀଙ୍କ ପୂଜାର୍ଚ୍ଚନା କରୁଥିଲେ ।ହେଲେ ତାହା ସର୍ବବ୍ୟାପି ସମସ୍ତ ଗ୍ରାମବାସୀ ମିଶି ମାଁ ସନ୍ତୋଷି ଦେବୀଙ୍କ ପୂଜା ଖୁବ ଧୁମଧାମରେ ପାଲନ କରୁଛନ୍ତି ।

ଘଟଣାଟି ହେଲା ଅତାବିରା ବ୍ଲକ ମନାପଡା ଗ୍ରାମରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗାଁ ମୁଣ୍ଡରେ ଥିବା ଦେବୀ ସନ୍ତୋଷିଙ୍କ ପିଠରେ ମାଁଙ୍କ ପୂଜା ଉତ୍ସବ ପାଲିତ ହୋଇଆସୁଅଛି।ଦୀର୍ଘ ୨୦,୨୫ ବର୍ଷ ହେବ ପୂଜା ପାଇ ଆସୁଥିବା ଏହି ଦେବୀ ପିଠରେ ଆଖପାଖରୁ ବହୁ ଶ୍ରଦ୍ଧାଲୁ ଭକ୍ତ ମାଁ ମାଉଷିଙ୍କ ସମାଗମ ଦେଖିବାକୁ ମିଲିଥାଏ ।ଶୁକ୍ରବାର ଦିନ ବ୍ରତ ରଖି ଉପବାସ ପୂର୍ବକ ମାଁ ସନ୍ତୋଷି ବ୍ରତ କଥା ପାଠ କରି ଖଟା ଜିନିଷ ପରିହାର କରି ମାଁ ସନ୍ତୋଷୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।ବିଶ୍ୱାସ ରହିଛି ଯେ ମାଁ ସନ୍ତୋଷୀ ତାଙ୍କ ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି ।

ତେଣୁ ମାଁଙ୍କ ଅପାର କରୁଣା ର ଡୋରୀ ଲାଗିଥିବାରୁ ଏହି ସନ୍ତୋଷି ପୀଠଟି ହୋଇ ଉଠେ ଉତ୍ସବ ମୁଖର ।ଆଖପାଖ ଦୁର ଦୁରାନ୍ତରରୁ ବହୁ ଶ୍ରଦ୍ଧାଲୁ ଭକ୍ତଗଣ ମାଁ ମାଉଷି ମାନେ ଆସି ଦେବୀଙ୍କ ଦର୍ଶନ କରି ହୋଇଥିବା ଅନ୍ନ ପ୍ରସାଦ ଗ୍ରହଣ କରି ଖୁସିରେ ଘରକୁ ଫେରୁଥିବା ଜଣାପଡିଛି ।

Related Post

ଟ୍ରକ ସହ ଧକ୍କା ହେଲା ଅଟୋ , ଅଟୋ ଡାଇଭର ସମେତ ୬ ଜଣ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

Posted by - September 10, 2022 0
ରାୟଗଡା :(ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ର ଧକ୍କା ହେବା ଫଳରେ ଅଟୋ ରେ…

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ତରଫରୁ ବ୍ରେଡ ଓ ବିସ୍କୁଟ ବଣ୍ଟନ .

Posted by - April 7, 2020 0
ଅନୁଗୁଳ: (ମହେଶ ଭୋମରାଜ)ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ…

ମିଶନ ଶକ୍ତି, ଜୀବିକା ମିଶନ ଆନୁକୁଲ୍ୟରେ ବ୍ୟଙ୍କିଂ ସଂଯୋଗିକରଣ ଉପରେ ସ୍ବତନ୍ତ୍ର ସଚେତନତା ଶିବିର

Posted by - June 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମିଶନ ଶକ୍ତି ତଥା ଓଡ଼ିଶା ସରକାରଙ୍କ ଜୀବିକା ମିଶନ ଆନୁକୁଲ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ଆଇସିଡିଏସଏଲଏସ ତଥା ବ୍ୟାଙ୍କ ମିତ୍ର ଏମବିକେ, ସିଆରପିଶିଏମ ମାନଙ୍କୁ…

ମହାତ୍ମାଗାନ୍ଧୀଙ୍କ  ପବିତ୍ର ମହାପ୍ରୟାଣ ଦିବସ ପାଳିତ

Posted by - January 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ମହାତ୍ମାଗାନ୍ଧୀଙ୍କ  ପବିତ୍ର ମହାପ୍ରୟାଣ ଦିବସ ଅବସରରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ, ସଂସ୍କୃତି…

ସୁବ୍ରତ ଜେନାଙ୍କୁ ଅନ୍ତର୍ଜାତୀୟ ୟୁଥ ଆଇକନ ଆୱାର୍ଡ଼

Posted by - September 22, 2020 0
ଯାଜପୁର ଅଫିସ :ସୁର୍ୟୋଦୟ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଶୁରଡିହ (ବାବଲପୁର) ଗ୍ରାମର…