Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଲଗାଣ ବର୍ଷାରେ ଭାଙ୍ଗିଲା ଘର , ଚିନ୍ତାରେ ପରିବାର

42 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାସହୀନ ଙ୍କ ପାଇଁ ବ୍ୟାପକ ଆବାସ ଯୋଜନା କରୁଥିଲେ ହେଁ କାର୍ଯ୍ୟକ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି ।ସ୍ଵଚ୍ଛଳ ବର୍ଗର ଲୋକେ ଏହାର ସୁବିଧା ହାସଲ କରୁଥିବା ବେଳେ ଗରିବ ଲୋକ ବଞ୍ଚିତ ହୋଇଛନ୍ତି ଏହି ଯୋଜନା ରୁ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଦାସିଗାଁ ପଞ୍ଚାୟତ ତାଲପଦର ଗ୍ରାମରେ, ଭୁଜବଳ ସଗଡିଆ ଙ୍କ ମାଟି ଘରର କାନ୍ଥ ଗତ ଲଗାଣ ବର୍ଷା ରେ ଭୁଷୁଡ଼ି ପଡିଥିବାରୁ ତାଙ୍କ ପରିବାର ବର୍ତ୍ତମାନ ବାସ୍ତୁହରା ।

ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ନେହୁରା ହେବା ପରେ ବି ସରକାରଙ୍କ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି l ମାଟି କାନ୍ଥରେ ଘର ଖଣ୍ଡେ କରି ପଲିଥିନ ଜରି ଘୋଡେଇ ସେ ଓ ତାଙ୍କ ପରିବାର ମୁଣ୍ଡ ଗୁଞ୍ଜି ରହି ଆସୁଥିଲେ , ତେବେ ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବାରୁ ଏବେ ସେହି ଏକମାତ୍ର ସାହାରା ବି ଚାଲିଜାଇଛି l ତେଣୁ ବିଭାଗିୟ ଅଧିକାରୀ ତଥା ସ୍ଥାନିୟ ଜନପ୍ରତିନିଧି ତୁରନ୍ତ ଭୁଜବଳ ଙ୍କ ପରିବାରକୁ ସାହାଯ୍ୟ ସୁବିଧା ଯୋଗାଇଦେବାକୁ ଗ୍ରାମବାସି ଦାବି କରିଛନ୍ତି l

Related Post

ଯାଜପୁର ପୌରପାଳିକାର ଉପ ନଗରପାଳ ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେଲେ ସନ୍ତୋଷ ମଲ୍ଲିକ

Posted by - April 8, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରପାଳିକା ର ଉପ ନଗରପାଳ ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି ସନ୍ତୋଷ ମଲ୍ଲିକ। ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷ ବିଜୁ ଜନତା…

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦଲାଲର ଆଖ୍ୟା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କନ୍ଧ ଯୁବ ସମାଜ

Posted by - June 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଦିବାସି ନେତା ନିରଞ୍ଜନ ବିଶିଙ୍କୁ ବିଜେଡ଼ି ଦଳ ରାଜ୍ୟସଭା ସାଂସଦ ରୂପେ ଦିଲ୍ଲୀକୁ ପଠାଇବା ପରେ ଏବେ ଆଦିବାସୀ ସଂଘରେ ନିରଞ୍ଜନ ବିଶିଙ୍କୁ ଦଲାଲର…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଞ୍ଚ ଦିନ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ।

Posted by - April 26, 2022 0
ବ୍ୟୁରେ। : ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆଜି ଠାରୁ ପାଞ୍ଚ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ…

ଧରା ପଡିଲେ ଏସ୍ ଏଫ ସି, ଧରା ନ ପଡିଲେ ମନରେଗା

Posted by - July 22, 2021 0
ବୌଦ୍ଧ-(ଚିତ୍ତରଞ୍ଜନସିଂ)ବୌଦ୍ଧ ବ୍ଳକ ର ବିଭିନ୍ନ ଗ୍ରାମପାୟତରେ ଥିବା ପୋଖରୀଗୁଡିକର ଏବେ ଉନ୍ନତିକାରଣ କାର୍ଯ୍ୟ ଯୋର ସୋରରେ ଚାଲିଛି।ବିଶେଷ କରି ମନରେଗା ଯୋଜନାରେ ଏହି ପ୍ରକଳ୍ପ ମଞ୍ଜୁର ହୋଇଥିବା…

ପ୍ରେସ ଫ୍ରିଡମ ଡ଼େ ରେ ସାମ୍ବାଦିକ ଙ୍କୁ ଫରେଷ୍ଟ ଗାର୍ଡଙ୍କ ଆକ୍ରମଣ

Posted by - May 3, 2020 0
ପୁରୀ:(ସମୀର ରଞ୍ଜନ ନାୟକ)କରୋନା ଭୟ ଭିତରେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନେ ଆକ୍ରମଣର ଶୀକାର ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣ…