ରାୟଗଡ଼ା ଜିଲ୍ଲାର ମୁନିଗୁଡା ମହାବିଦ୍ୟାଳୟର ଠାରୁ କନକା ପରମେଶ୍ବରୀ ମନ୍ଦିର ପକ୍ଷରୁ ଅମୃତ ମହୋତ୍ସବ ପାଳନ

24 0

ରାୟଗଡ଼ା:(ରମାକାନ୍ତ ପଡାଲ) ମୁନିଗଡା ମହାବିଦ୍ୟାଳୟର ସ୍ଥିତ କନେକାପରେଶ୍ପର ମନ୍ଦିର ପ୍ରାଙ୍ଗଣରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନେଇ ସହର ପରିକ୍ରମା ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୂଖ୍ୟ ରାମଚନ୍ଦ୍ର ବେହେରାଙ୍କ ଗୋଉରାରଙ୍ଗ ଚରଣ ରାଉତ ଯୋଗ ଦେଇ ଥିଲେ ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅମୃତ ବଚନ ଓ ଆଶିର୍ବଚନ ପ୍ରଦାନ କରିଥିଲେ ଛାତ୍ର ଛାତ୍ରୀ ମାନଙ୍କୁ ଅମୃତ ମହୋତ୍ସବ ର ମହତ୍ବ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାମୁହିକ ବାବେ ସହର ପରିକ୍ରମା କରିଥିଲେ ମହାବିଦ୍ୟାଳୟର ବିଦ୍ୟାଳୟ ଚତୁର୍ଭୁଜ ବଛ ତ୍ରୀରୀରଙ୍ଗ ପତକା ଉଡାଇ କରିଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥଲେ ଗ୍ରାମର ବାସୀଙ୍କୁ ଓ ଅମୃତ ମହୋତ୍ସବ ପାଳନ ଉପରେ ସଚେତନତା କରିବା ସହ ଘର ଘରକୁ ଯାଇ ଜାତୀୟ ପତାକା ବଣ୍ଟନ କରିବା ସହ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘର ଉପରେ ବାନ୍ଧି ଉଡ଼ାଇବା ପାଇଁ ସଚେତନତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ସହ ବିଦ୍ୱତ୍ ପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Related Post

ବାଇଶପଡ଼ାରେ ନୁଆଁଖାଇ ଭେଟଘାଟ

Posted by - September 2, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାଇଶପଡ଼ା ଗ୍ରାମରେ ତ୍ରିନାଥ ଯୁବ ପରିଷଦ ଆନୁକୂଲ୍ୟରେ ସଭାପତି ଅନନ୍ତ କହଁରଙ୍କ ସଭାପତିତ୍ୱରେ ବହୁ ଆଡ଼ମ୍ବର ସହକାରେ…

ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାପାଣିରେ ଚାଷ ନଷ୍ଟ

Posted by - October 2, 2021 0
ବଳିଆପାଳ:(ପ୍ରଭାକର ମଲ୍ଲିକ )ଚଳିତ ବର୍ଷ ଲଘୁଚାପଜନିତ ଲଗାଣ ବର୍ଷା ଓ ଜଳକାନଦୀରେ ବାରମ୍ୱାର ବନ୍ୟା ଆସିବା ଫଳରେ ଦୀର୍ଘଦିନହେବ ଚାଷଜମିରେ ପାଣିଜମିରହିବା ଫଳରେ ରୁଆ ଧାନ ପଚି…

ପ୍ରବାସୀ ଓଡିଆ ମାନେ ବଢାଇଲେ ଚିନ୍ତା ,ଗଞ୍ଜାମ ଆକ୍ରାନ୍ତ ଙ୍କ ସଂଖ୍ୟା ୨୧,ଦେଖନ୍ତୁ ଆଜିର ଅପଡେଟ (ମଇ ୭,ସକାଳ ୦୮.୧୩)

Posted by - May 7, 2020 0
ଭୁବନେଶ୍ୱର ୦୭|୦୫ : ରାଜ୍ୟରେ ଦିନକୁ ଦିନ ବଢିବାର ଲାଗିଛି କରୋନା ସଂକ୍ରମଣ । ଅନ୍ୟ ରାଜ୍ୟରୁ ପ୍ରାୟ ୫ଲକ୍ଷ ଓଡ଼ିଆଙ୍କ ଘରବାହୁଡ଼ା ହୋଇପାରେ ବୋଲି ରାଜ୍ୟ…

ଯାଜପୁରରରେ ପବିତ୍ର ପର୍ବ ଇଦ୍‌-ଉଲ-ଫିତର ପର୍ବ ପାଳିତ

Posted by - May 3, 2022 0
ଯାଜପୁରରରେ ପବିତ୍ର ପର୍ବ ଇଦ୍‌–ଉଲ–ଫିତର ପର୍ବ ପାଳିତ ହୋଇଯାଇଛି । ଏକ ମାସ ଧରି ପବିତ୍ର ରମଜାନ ମାସ ରେ ଉପବାସ ରହି ଭକ୍ତି ଓ ଶ୍ରଦ୍ଧାର ସହ ନମାଜ ପାଠ କରିଥିଲେ । ଆଜିର ଇଦ୍‌–ଉଲ ଫିତର ଉପଲକ୍ଷେ ମୁସଲମାନ ଭାଇ ଓ ଭଉଣି ମାନେ ଏହି ଅବସରରେ ନବବସ୍ତ୍ର ପରିଧାନ କରି ସ୍ଥାନୀୟ ସାହି ମସଜିଦ୍ ସମେତ ବିଭିନ୍ନ ସ୍ଥାନରେ ଥିବା ଇଦଗା ଓ ମସଜିଦ୍ ଠାରେ ସମୁହ ନମାଜ ପାଠ କରିବା ସହିତ ଦାନ ଧର୍ମ କାର୍ଯ୍ୟ ସମ୍ପାଦନ କରିଛନ୍ତି ପରେ ଘରକୁ ଯାଇ ପରିବାର ଓ ସାହି ବସ୍ତିରେ ପରସ୍ପର ମଧ୍ୟରେ ଆଲିଙ୍ଗନ କରି ଶୁବେଛା ଜ୍ଞାପନ କରିବା ସହ ବନ୍ଧୁମିଳନ କାର୍ଯ୍ୟ ମଧ୍ୟ କରିଛନ୍ତି ।  ଗତ ଦୁଇ ବର୍ଷ ହେଲା କୋରନା କଟକଣା ପାଇଁ ଏହି ପର୍ବ କୁ ସମୂହ ଭାବେ ପାଳନ କରାଯାଉନଥିଲା ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମୁସଲମାନ ଧର୍ମାବଲମ୍ବୀ ଙ୍କ ମଧ୍ୟରେ  ବେଶ ଖୁସି ଦେଖିବାକୁ ମିଳିଛି  । ଏହି ଇଦ ପର୍ବରେ ନମାଜ ପାଠ କରିବା ପରେ ଦୁଃଖୀ ଦରିଦ୍ରଙ୍କୁ ଦାନ କରିବାର ପରମ୍ପରା ରହିଛି । ଯାଜପୁରରରେ ଥିବା ସାହି ମଦଜିତ୍ ରେ ସମୁହ ନିମାଜପାଠ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ୯.୪୦ରେ ଶେଷ ହୋଇଥିଲା ଏହି ନମାଜପାଠରେ ଅନ୍ୟୁନ ହଜାରୁ ଉର୍ଦ୍ଧ ମୁସଲମାନ ଭାଇମାନେ ନମାଜ ପାଠକରି ଦାନ, ଧର୍ମ  କରିଥିଲେ ।