Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ରୋଟାରି ଭବନ ରେ  ରୋଟାରି କ୍ଲବ ଓ ଇନର ହୁଇଲ କ୍ଳବ ର ୨୯ ତମ ଅଧିଷ୍ଠାନ ଦିବସ ପାଳିତ

27 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରୋଟାରି ଭବନ ରେ  ରୋଟାରି କ୍ଲବ ଓ ଇନର ହୁଇଲ କ୍ଳବ ର ୨୯ ତମ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି ଏଥିରେ ମୁଖ୍ୟଅତିଥି ଭାବେ ରୋଟାରୀ ଡିଜି ଜୟାଶ୍ରୀ ମହାନ୍ତିଆଶିଷ ବେହେରାନଳିନୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ରୋଟାରି କ୍ଳବ ହେଉଛି ଏକ ସେବା ସଂସ୍ଥା ବୋଲି ସୂଚନା ଦେବା ସହିତ ଯାଜପୁର ରୋଟାରି କ୍ଳବ ର ଉନୟନମୂଳକ କାର୍ଯ୍ୟ ଓ ବିଭିନ୍ନ ସେବା ଉଲ୍ଲେଖନିୟ ବୋଲି ସୂଚନା ଦେଇଥିଲେ ଏହି ଅବସରରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l

Related Post

ଜିଲ୍ଲାପାଳଙ୍କ ଅଧକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ

Posted by - September 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା ବୈଠକ…

ଭର୍ଛୁଆଲ ମାଧ୍ୟମରେ ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

Posted by - January 19, 2022 0
ଆମାଲକାନଗିରି:(ଅବଦୁଲ ଗନି)ଜି କୁଡୁମୁଲୁଗୁମ୍ମା ରେ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ର…

କୋରୋନା ମୁକାବିଲା କରିବା ପାଇଁ ବ୍ଲକ ପରିସରରେ ତାଲିମ ଶିବିର 

Posted by - July 7, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) କୋରୋନା ମୁକାବିଲା କରିବା ପାଇଁ ଗ୍ରାମାଂଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିଲା କିନ୍ତୁ ଏବେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସଂଖ୍ୟା କମିବା ପଂଳରେ ସେହି ଟିଏମସି କୁ ସରକାର ସଂପୁର୍ଣ୍ଣ ବନ୍ଦ କରି ପଂଚାୟତ ସ୍ତରୀୟ କୋଭିଡ କେୟାର କେନ୍ଦ୍ର କରାଯିବାକୁ ନିଷ୍ପତି ହୋଇଛି ସେହିପରି କେତେକ ପଂଚାୟତକୁ ନେଇ ପଂଚାୟତ କ୍ଲଷ୍ଟର ସେଂଟର କରାଯିବ ସେଠାରେ କୋରୋନା ରୋଗର ଲକ୍ଷଣ ଦେଖାଦେଉଥିବା ରୋଗୀଙ୍କୁ ରଖାଯିବାର ବନ୍ଦୋବସ୍ତ କରାଯାଇଛି । ଅଧିକ ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏ ନେଇ ଆଜି ଯାଜପୁର ବ୍ଲକ ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକ ତାଲିମଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ।ଏହି ଶିବିରରେ ସରପଂଚ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।  

ଲାଞ୍ଜିଗଡ଼ ବ୍ଳକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - May 9, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଲାଞ୍ଜିଗଡ଼ବ୍ଲକ ବିଶ୍ଵନାଥପୁର ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍…

ଉତ୍କଳ ସାହିିତ୍ଯ ସଂସଦ ତରଫରୁ ୧୮୦ତମ ଫକୀର ମୋହନ ଜୟନ୍ତୀ ପାଳିତ

Posted by - January 16, 2022 0
ମାଲକାନଗିରି:ମାଲକାନଗିରି ସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ତରଫରୁ ୧୮୦ତମ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇ ଯାଇଛି I…