Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସିଆରପିଏଫ୍ ର ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ,ବାଣ୍ଟିଲେ ଜାତୀୟ ପତାକା

25 0

ଖପ୍ରାଖୋଲ: ୧୧/୦୮(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରୁ ହରିଶଙ୍କର ଠାରେ ଅବସ୍ଥାପିତ ସିଆରପିଏଫ ୧୮୯/ଏ ବାଟାଲିୟନ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଘର ଘର ତ୍ରିରଙ୍ଗା କାର୍ଯ୍ୟ କ୍ରମ ଗୁରୁବାର ଶୁଭାରମ୍ଭ ହୋଇଯାଇଛି। କମାଣ୍ଡାଣ୍ଟ ପବନ କୁମାର ତିୱାରୀ ଙ୍କ ନିର୍ଦ୍ଦେଶ ରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସତ୍ୟବୀର ସିଂହ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏହି ଅବସରରେ ସୁସଜ୍ଜିତ ଗାଡ଼ିରେ ଦେଶାତ୍ମବୋଧକ ଗୀତ ର ତଳେ ତଳେ ଯବାନ ମାନେ ମୋଟର ସାଇକେଲ ଶୋଭାଯାତ୍ରା ଜାତୀୟ ପତାକା ଲଗାଇ ହରିଶଙ୍କର ମନ୍ଦିର ନିକଟରୁ ବାହାରି ନାନ୍ଦୁପଲା , କୁଠୁର୍ଲା ଆଦି ଗାଁ ପରିକ୍ରମା କରିଥିଲେ । ସ୍ୱାଧୀନତାର ୭୫ ଆଜାଦି କା ଅମୃତ ମହୋତ୍ସବ ଦେଶ ପାଳନ କରୁଥିବାରୁ ଘରେ ଘରେ ତ୍ରିରଙ୍ଗା ଉଡାଇବା ର ବାର୍ତ୍ତା ଦେଇଥିଲେ ସେହିପରି ତ୍ରିରଙ୍ଗା ମଧ୍ୟ ବଣ୍ଟନ କରିଥିଲେ । ଏହି ଶୋଭାଯାତ୍ରା ରେ ସିଆରପିଏଫ ର ଯବାନ ମାନଙ୍କ ସହିତ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ ।

Related Post

ଗୋଷ୍ଠୀ ସଂଘର୍ଷ ସମୟରେ ପେଲି ଦେବା ଫଳରେ ମୃତ୍ୟୁ

Posted by - March 7, 2021 0
କଳାହାଣ୍ଡି:(ମହମ୍ମଦ ଅଗାଜାନ)ବେଙ୍ଗାଳୁରୁ କୁ ଦାଦନ ଖଟିଯାଇଥିବାବେଳେ  ଗ୍ରାମ ର ସାଧୁରାମ ନାଏକ ଙ୍କୁ ସେହିଗ୍ରାମ ର ରାଜକୁମାର ଥାପା ଗୋଷ୍ଠୀ ସଂଘର୍ଷ ସମୟରେ ପେଲିଦେବା ଫଳରେ ମୃତ୍ୟୁ…

ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମାଁ ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

Posted by - September 20, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଛତ୍ର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗତ ସୋମବାର…

ସର୍ବ ଭାରତୀୟ ଜେ.ଇ.ଇ. ପରୀକ୍ଷାର ପରୀକ୍ଷାର୍ଥୀ ମାନଙ୍କ ପାଇଁ ସହଯୋଗ

Posted by - August 29, 2020 0
ଯାଜପୁର ଅଫିସ: ମସିହାର ସର୍ବଭାରତୀୟ ସ୍ତରର ଜେ.ଇ.ଇ. ପରୀକ୍ଷାର୍ଥୀ ମାନଙ୍କ ପାଇଁ ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ…

ରାଜଧାନୀ ରେ ସନ୍ଧ୍ୟା ୭ଟା ରୁ ସକାଳ ୭ଟା ବାହାରିବା ମନା

Posted by - May 4, 2020 0
ଭୁବନେଶ୍ବର :ଏଣିକି ଲକଡାଉନ୍ ଥିବା ପର୍ଯ୍ୟନ୍ତ ସମଗ୍ର ଖୋର୍ଦ୍ଧା ଜିଲ୍ଲା ରେ ସଂଧ୍ୟା ୭ଟାଠାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାର କୁ ବାହାରିବା ମନା । ସାଧାରଣ…