ତେଲେନପାଲି ରେ ବିଶ୍ଵ ଆଦିବାସୀ ଦିବସ ପାଳିତ,ସମସ୍ତ ଆଦିବାସୀ ସଂଗଠିତ ହେବାକୁ ଆହ୍ବାନ

87 0

ଖପ୍ରାଖୋଲ: ୯/୮ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ବିଶ୍ଵ ଆଦିବାସୀ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଘ ସଭାପତି ନିହାର ରଞ୍ଜନ ଭୋଇ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ , ମୁଖ୍ୟ ବକ୍ତା ରୂପେ ବରିଷ୍ଟ ଆଇନ ଜୀବି ଅଭିରାମ ମଲ୍ଲିକ , ସମ୍ମାନିତ ଅତିଥି ରୂପେ ଆଦିବାସୀ କଲ୍ୟାଣ ସଂଘ ବ୍ଲକ୍ ସଭାପତି ବିପ୍ର ବିଶି , ସଂଗଠକ ଶ୍ରୀପତି କୁମ୍ଭାର ପ୍ରମୁଖ ଯୋଗ ଦେଇ ବିଶ୍ଵ ଆଦିବାସୀ ଦିବସ ର ବୈଶିଷ୍ଟ୍ୟ ଉପରେ ଆଲୋକ ପାତ କରିବା ସହ ସମସ୍ତ ଆଦିବାସୀ ସଙ୍ଗଠିତ ହେବାକୁ ଆହ୍ବାନ ଦେଇଥିଲେ ।

ଆଦିବାସୀଙ୍କ ଭାଷା , ସସ୍କୃତି , ପରମ୍ପରା , ପୁଜା , ରୀତି ନୀତି ସୁରକ୍ଷା ସହ ଶିକ୍ଷା ସାମାଜିକ ଏବଂ ଅର୍ଥନୀତି ବିକାଶ ଉପରେ ବକ୍ତା ମାନେ କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ଧାରୁଆ , ସତ୍ୟାନନ୍ଦ ଭୋଇ , ଗୋଲାପ ବିଶି , ଶଶି ବିଶି , କରୁଣାକର ଧରୁଆ , ବୃନ୍ଦାବନ ଧରୁଆ , ଯୁଗୁଲେ ବାଗ , ଗୁପ୍ତେଶ୍ୱର କୁଅର୍ ପ୍ରମୁଖ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ।

Related Post

ଗଡୁନି ଟ୍ରାକ୍ଟର, ମିଳୁନି ବାଲି ଗୋଡ଼ି, ବାରମ୍ଵାର ଫାଇନ ଆଦାୟକୁ ନେଇ ଟ୍ରାକ୍ଟର ମାଲିକ ଅସନ୍ତୋଷ, ରାଜସ୍ବ ହାନିର ଆଶଙ୍କା

Posted by - September 8, 2022 0
ରାୟଗଡ଼ା:(ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ତହସିଲ୍ ଅନ୍ତର୍ଗତ ଅମ୍ବାଦଳା ଅଞ୍ଚଳରେ ଆଜକୁ ୮ ଦିନ ହେଲାଣି ଟ୍ରାକ୍ଟର ଚାଲୁ ନଥିବାରୁ ଲୋକଙ୍କ ପାଖରେ ବାଲି ଗୋଡ଼ି…

ଗୋଡଭଞ୍ଜା ଠାରେ ଷୋହଳ ପ୍ରହାର ନାମ ଯଜ୍ଞ ଅନୁଷ୍ଠିତ

Posted by - May 18, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ଗୋଡଭଞ୍ଜା ଠାରେ ଷୋହଳ ପ୍ରହାର ନାମ ଯଜ୍ଞ ଧୂମଧାମରେ ପାଳିତ ହୋଇଯାଇଛି ।ଏହି ନାମ ଯଜ୍ଞ ରେ କର୍ତ୍ତା ଭାବରେ ପୂର୍ଣ ଚନ୍ଦ୍ର ମେହେର…

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଉପରେ ସଚେତନତା ବୈଠକ

Posted by - August 1, 2022 0
ଖପ୍ରାଖୋଲ: ୧/୮( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଯୋଗାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସମ୍ପର୍କିତ ସଚେତନତା…

ବ୍ୟାପକ କାର୍ଯ୍ୟର ସମୀକ୍ଷା ଓ ବ୍ରଜମୋହନ ହାଇ ସ୍କୁଲ୍ ଛାତ୍ରାବାସ ର ଶିଳାନ୍ୟାସ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

Posted by - June 4, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି…

ହିର୍ଲି ଗାଁ ରେ ଯୁବକଙ୍କ ସଫେଇ କାର୍ଯ୍ୟକ୍ରମ

Posted by - January 3, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଂଚାୟତ ହିର୍ଲି ଗାଁରେ ଯୁବକ ମାନେ ସୋମବାର ସଫେଇ କାର୍ଯ୍ୟକ୍ରମ କରିଥିଲେ। ପାଟଣେଶ୍ବରୀ ସାହୁ ସମାଜ ଯୁବଗୋଷ୍ଠୀ ର…