ସମ୍ବଲପୁରେ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ

29 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁରେ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ସହରର ଅଇଠାପାଲି ଛକ ସ୍ଥିତ ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଳବି ବିର ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ବିଶ୍ୱ ଆଦିବାସୀ ଦିବସ ପିଳନ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ର ପୁର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଡକ୍ଟର ପ୍ରମୋଦ ରଥ ଓ ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଠ ବୋଡର ସଭାପତି ସଞ୍ଜୟ ବାବୁ ଅତିଥି ଭାବରେ ଯୋଗଦେଇଥିଲେ ।

ଆଦିବାସୀ କଲ୍ୟାଣ ମହାସଂଘ ସମ୍ବଲପୁର ଓ ବିର ବିକାଶ ମୁଣ୍ଡା ବିକାଶ ସଂଘ ଦେହେରିପାଲି ତରଫରୁ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଦିବାସୀ ଦିବସରେ ଆଦିବାସୀ ମାନଙ୍କୁ ସେମାନଙ୍କ ହକ ଅଧିକାରୀ ନେଇ ଜନଜାଗରଣ ସୄଷ୍ଠି କରିବା ପାଇଁ ଆହୁରି ପ୍ରଚେଷ୍ଟା କରାଯିବାର ଆବଶ୍ୟକତା ରହିଥିବା କୁହାଯାଇଛି ।

ଏଥିରେ ଆଦିବାସୀ କଲ୍ୟାଣ ମହାସଂଘ ସମ୍ବଲପୁର ର ସଭାପତି କିସୋର ମୁଣ୍ଡା , ଉପସଭାପତି ନିଲାମ୍ବର ମୁଣ୍ଡା ,ସଂପାଦକ ରାଜେଶ ମୁଣ୍ଡା, କୋଷାଧ୍ୟକ୍ଷ ସଞ୍ଜିପ ମୁଣ୍ଡା , ବୀର ବିକାଶ ମୁଣ୍ଡା ବିକାଶ ସଂଘ ଦେହେରିପାଲି ର ସଭାପତି ଗୋଲ ମୁଣ୍ଡା , ଉପସଭାପତି ସନ୍ତୋଷ ମୁଣ୍ଡା ,ସଭ୍ୟ ଧରଣୀଧର ମୁଣ୍ଡା ,ମହାଦେବ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

Related Post

ସଫଲ କାରଖାନାର ଅଗ୍ନିକାଣ୍ଡ ୨୫ ଆହତ

Posted by - December 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସହର ଉପକଣ୍ଠ ପରଧିଆପାଲି ଠାରେ ଥିବା ସଫଲ କାରଖାନାରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ସୁଚନା ମିଲିଛି । ଆଜି ଦିନ ୧୧ ଟାରେ ଏହି…

ଘୃଣ୍ୟ ମନ୍ତବ୍ୟ ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ

Posted by - September 21, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଘୃଣ୍ୟ ମନ୍ତବ୍ୟ ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ)ଘୃଣ୍ୟ ମନ୍ତବ୍ୟ ବା ହେଟ…

ସଂପୂର୍ଣ୍ଣ ସଫଳ ହୋଇଛି କୃଷକଙ୍କ ଭାରତ ବନ୍ଦ ଡାକରା : କଂଗ୍ରେସ

Posted by - December 9, 2020 0
ଭୁବନେଶ୍ବର :କୃଷକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ ସଂପୂର୍ଣ୍ଣ ରୁପେ ସଫଳ ହୋଇଛି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଜିଲା କଂଗ୍ରେସ,…

ବହୁ ଦିନ ପରେ ଭୁବନେଶ୍ୱରରେ ୩ ଜଣ କୋରୋନା ଆକ୍ରାନ୍ତ ,ରାଜ୍ୟରେ ମୋଟ ସଂଖ୍ୟା ୨୧୯

Posted by - May 7, 2020 0
ଭୁବନେଶ୍ବର :ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ୩ଟି ନୂଆ କେସ ଆସିବା ପରେ ଏଠାରେ :ଆକ୍ରାନ୍ତ ଙ୍କ ସଂଖ୍ୟା ୫୦ ରେ ପହଞ୍ଚିଛି  । ପୂର୍ବରୁ ଏଠାରେ…

ତୃଟିପୂର୍ଣ୍ଣ ବନ୍ଦୋବସ୍ତ ବ୍ୟବସ୍ଥା ର ଶିକାର କଳାହାଣ୍ଡି ରୟତ, ସମସ୍ୟା ର ସମାଧାନ ପାଇଁ ଦାବୀ

Posted by - April 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ବନ୍ଦୋବସ୍ତ ଯୋଗୁଁ ରୟତ ବିଶେଷକରି ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…