Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଫାଟକ ଷ୍ଠେସନ ସଂର୍ଘଷ ସମିତି ତରଫରୁ ଆନ୍ଦୋଳନ

28 0

ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ ) ସମ୍ବଲପୁର ସହରର ଅନ୍ୟତମ ପୁରାତନ ରେଲଷ୍ଠେସନ ଫାଟକ ଷ୍ଠେସନ କୁ ବନ୍ଦ କରାଯିବା ନିଷ୍ପତ୍ତି କୁ ନେଇ ପୁଣି ତେଜିଲା ଆନ୍ଦୋଳନ । ଏନେଇ ଆଜି ଫାଟକ ଷ୍ଠେସନ ସଂର୍ଘଷ ସମିତି ତରଫରୁ ଆରଡିସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇ ଧାରଣା ଦିଆଯାଇଛି । ଫାଟକ ରେଲଷ୍ଠେସନ ସଂର୍ଘଷ ସମିତି ତରଫରୁ ଅଭିଯୋଗ କରାଯାଇଛି ଯେ ବିକାଶ ନା ରେ ଫାଟକ ରେଲଷ୍ଠେସନ ବନ୍ଦ ନିଷ୍ପତ୍ତି କୁ ସମିତି ଦୄଢ ବିରୋଧ କରିଛି ।

ଆଜି ଏନେଇ ଫାଟକ ରେଲଷ୍ଠେସନ ବାହାରୁ ଏକ ସୋଭାଯାତ୍ରା ରେ ସମିତି ର ସଭ୍ୟ ମାନେ ବାହାରି ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ । ଏଥିରେ ବିଜେପି, ବିଜେଡି, ଆପ, ସମେତ ବିଭିନ୍ନ ରାଜନୈତିକ ଦଳ ଙ୍କ ସହ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଓ ବହୁ ସଂଗଠନ ଆନ୍ଦୋଳନ ରେ ସାମିଲ ରହି ଫାଟକ ରେଲଷ୍ଠେସନ ବନ୍ଦ ନିଷ୍ପତ୍ତି କୁ ଦୄଢ ବିରୋଧ କରିଥିଲେ । ଯଦି କେନ୍ଦ୍ର ସରକାର ଓ ରେଲପ୍ରଶାସନ ଫାଟକ ରେଲଷ୍ଠେସନ ବନ୍ଦ ନିଷ୍ପତ୍ତି ରୁ ନିବୄତ ନରହେ ତେବେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ଫାଟକ ଷ୍ଠେସନ ସଂର୍ଘଷ ସମିତି ତରଫରୁ ଚେତାବନୀ ଦିଆଯାଇଛି ।

Related Post

୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା

Posted by - December 21, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଯାଜପୁର ଜିଲା ପ୍ରଶାସନ, ଓଡ଼ିଆ…

ରଘୁନାଥପୁର ଦଧିବାବନ ଉଚ୍ଚ ବିଦ୍ୟାଳୟରେ ଆଜାଦିର ଅମୃତ ମହୋତ୍ସବ ପାଳନ

Posted by - August 17, 2022 0
ଭୁବନେଶ୍ୱର:୧୩/୦୮:(ପାୟଲ ରାଉତ)ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମର ଦଧିବାବନ ଉଚ୍ଚ ବିଦ୍ୟାଳୟ ରେ  ସମଗ୍ର ଦେଶ ୭୫ ତମ ଆଜାଦି ର ଅମୃତ ମହୋତ୍ସବ ପାଳନ କରୁଥିବା…

ବାଳିକା ଆବାସିକ ବିଦ୍ୟାଳୟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବାଲ୍ୟ ବିବାହ ବନ୍ଦ

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଆଜି ସରସରା ଗ୍ରାମ ଠାରେ ଗୋଟିଏ ପରିବାର ର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ବନ୍ଦ କରାଯାଇଛି…

ବଙ୍ଗୋମୁଣ୍ଡା ରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ବୁଧବାର ଦିନ ନୂତନ ଥାନାଧିକାରୀ ଭାବେ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇଛନ୍ତି। ଗତ କିଛିଦିନ ତଳେ ଏଠାରେ କାର୍ଯ୍ୟରତ ଥାନାଧିକାରୀ…

ସୁନାମୁଖୀ ଜଙ୍ଗଳ ରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଆରମ୍ଭ

Posted by - August 26, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନା ମୁଖୀ ଜଙ୍ଗଲ ରୁ ଏକ ମୁଣ୍ଡ ବିହୀନ ପୁରୁଷ ଙ୍କ…