କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି, ବ୍ୟାପକ କ୍ଷୟକ୍ଷତି

55 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସଡକ ଧୋଇଯିବା ଯୋଗୁଁ ଅନେକ ଗ୍ରାମ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ଅନେକ ଚାଷ ଜମିରେ ପାଣି ମାଡିଯିବା ରୁ ଶତାଧିକ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। ସେହିପରି ଜନବସତି ମଧ୍ୟରେ ପାଣି ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବାନେର ଗାଈ ଧାର ନଦୀର ବନ୍ୟାଜଳ ଜିଲ୍ଲା ମୁଖ୍ୟ ସଡ଼କ ଉପରେ ପ୍ରବାହିତ ହେବା ସହ ସାପ୍ତାହିକ ବଜାର ଭାୟା ଦେଶୀ ମଦ ଭାଟି ଦେଇ ସଂଯୋଗ କରୁଥିବା ରାସ୍ତା ଧୋଇ ଯାଇଥିବା ବେଳେ ଦେଶୀ ମଦ ଭାଟିରେ ପାଣି ପଶିଯିବା ଯୋଗୁଁ ଭାଟିରେ ଗଚ୍ଛିତ ଥିବା ବହୁ ପରିମାଣର ମହୁଲ ନଷ୍ଟ ହେବାସହ ଅନେକ କ୍ଷୟ କ୍ଷତି ହୋଇଛି।

ହାଲେରଯୋର ଅସ୍ଥାୟୀ ସେତୁ ଭାଙ୍ଗିଯିବା ଯୋଗୁଁ ଧର୍ମଗଡ଼ ଜୁନାଗଡ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଧାମନଗୁଡା ସମେତ କଲମପୁର ବ୍ଲକ ର ବିଭିନ୍ନ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ଛି। ବନ୍ୟାଜଳ ଜୟପାଟଣା, କଲମପୁର ବ୍ଲକ ର ଅନେକ ଘରକୁ ପାଣି ପଶି ଯିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାପାଳ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତ ଙ୍କୁ ସହାୟତା ପାଇଁ ଦାବି ହେଉଛି ।

Related Post

ବନାଞ୍ଚଳରେ ମହୁଲର ମହକ, ଦଲାଲ କବଜା ରେ ବନବାସୀ, ମିଲୁନି ଉପଯୁକ୍ତ ମୂଲ୍ୟ

Posted by - March 29, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଚଳିତ ବର୍ଷ ମହୁଲ ଫୁଲ ପର୍ଯ୍ୟାପ୍ତ ପରିମାଣରେ ହୋଇଛି। ବନାଞ୍ଚଳ ଓ ଏହାର ପାର୍ଶ୍ଵବର୍ତ୍ତୀ ଗ୍ରାମ…

ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ

Posted by - December 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାର ୪ ମାସ ପରେ ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା…

କଠୋର ଓ ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ବିଲ ପ୍ରଣୟନ ଦାବି କରି ଧାରଣା ଦେବ ଜେ ଏସ ଏଫ

Posted by - November 27, 2021 0
ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ)ଭାରତ ବର୍ଷରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଶିକ୍ଷା , ସ୍ବାସ୍ଥ୍ୟ, ପରିବେଶ ,ଜଳବାୟୁ ଆଦି କ୍ଷେତ୍ରରେ ବ୍ୟାପକ ଅନିୟମିତତା…

ସାବଧାନ ନନ୍ଦନକାନନ କୁ ବୁଲିବାକୁ ଆସିଲେ ରାସ୍ତା କଡ଼ ରେଷ୍ଟରୁଣ୍ଟ ଖାଦ୍ୟ କୁ ତନଖି ଖାନ୍ତୁ

Posted by - October 12, 2021 0
ବାରଙ୍ଗ:(ସନ୍ତୋଷ ରାଉତ )ସାବଧାନ ନନ୍ଦନକାନନ କୁ ବୁଲିବାକୁ ଆସିଲେ ରାସ୍ତା କଡ଼ ରେଷ୍ଟରୁଣ୍ଟ ଖାଦ୍ୟ କୁ ତନଖି ଖାନ୍ତୁ,ଫୁଡ ପେଜନ ସହ ଜୀବନ ବି ଯାଇପାରେ। ନନ୍ଦନକାନନ…

ବନ ବିଭାଗ କର୍ମଚାରୀଙ୍କ ସନ୍ଦେହ ଜଣକ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Posted by - May 25, 2022 0
ରାୟଗଡ଼ା:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅଧୀନରେ ଥିବା ଶଙ୍କରଡା ଗ୍ରାମରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ଦାସ ଙ୍କ ମୃତ୍ୟୁ…