ଜ୍ୱାଇଁର ଟାଙ୍ଗିଆ ଚୋଟରେ ଛିଣ୍ଡିଲା ଶ୍ୱଶୁରର କାନ

23 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ବିଜାପଦର ଗ୍ରାମରେ ଅଭାବନୀୟ ଘଟଣା ମଦ୍ୟପ ଜୋଇଁର ଉନ୍ମୁକ୍ତ କାଣ୍ଡ! ଜ୍ୟୋଇଁ ର ଟାଙ୍ଗିଆ ଚୋଟରେ ଛିଣ୍ଡିଲା ଶ୍ୱଶୁର କାନ l ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଗୁଛ।ପଡା ପଂଚାୟତ ଅନ୍ତର୍ଗତ ବିଜାପଦର ଗାଁରେ ରବିବାର ଅପରାହ୍ନ ୪.୩୦ ମିନିଟ ବିଦେଶୀ ମିର୍ଧା (୬୫) ଓ ତାଙ୍କ ଜୋଇଁ ଅଜିତ ଗୁରୁଙ୍କ ମଧ୍ୟରେ ସାମାନ୍ୟ ବଚାଶାକୁ କେନ୍ଦ୍ର କରି ଗାଳିଗୁଲଜ ହୋଇଥିଲା ।

ସଙ୍ଗେ ସଙ୍ଗେ ଜୋଇଁ ମଦ ପିଇ ଆସି ଏହି ବଚସା କୁ କେନ୍ଦ୍ର କରି ଉତକ୍ଷିପ୍ତ ହୋଇ ଶଶୁର ଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ! ଶଶୁର ବିଦେଶୀ ମିର୍ଧାଙ୍କ ବେକରେ ନ ବାଜି କାନରେ ଟଙ୍କିଆ ଚୋଟ ଲାଗିଥିଲା ଯାହା ଫଳରେ କାନ ଛିଣ୍ଡିଯାଇଥିଲା ।ଏହାପରେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ବିଦେଶୀଙ୍କୁ ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏ ନେଇ ବାଉଁଶୁଣି ଥାନାରେ ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।

Related Post

ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ

Posted by - June 14, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବର୍ଡାକଟା ଗାଁରେ ବଜ୍ରାଘାତ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।…

କଳାହାଣ୍ଡି ଜିଲ୍ଲା ଶିଙ୍ଗାରି ଘାଟି ଦୁର୍ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - May 22, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଶିଙ୍ଗାରି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର କୁ ୨ ଲକ୍ଷ ଟଙ୍କାର…

ପାଣିକୋଇଲି ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ:- ପ୍ରଧାନ ଶିକ୍ଷକଙ୍କୁ ଦାୟି କରି ସ୍କୁଲ ପରିସରରେ ଧାରଣା

Posted by - March 12, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ପାଣିକୋଇଲି ଥାନା କରଦା ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ କରି ଗିରପଂ ହୋଇଥିବା ଶିକ୍ଷକ ଘଟଣା କୁ ନେଇ…

ଆଦର୍ଶ ଶିକ୍ଷକଙ୍କ ପରଲୋକ

Posted by - April 27, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭବାନୀପାଟଣା-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ…

ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ପୁଣି ଶ୍ରମିକ ଅଶାନ୍ତି

Posted by - December 4, 2019 53
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ପୁଣି ଶ୍ରମିକ ଅଶାନ୍ତି । ଶ୍ରମିକ ମାନଙ୍କ ବକେୟା ପାଉଣା ପ୍ରଦାନ କରିବା ଦାବୀରେ ଗଣଧାରଣା ଦେଇଛନ୍ତି…