୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ ଅଟକ

24 0

ସୋନପୁର :(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆବଜାର ଠାରେ ଆନୁମାନିକ ୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ ଏକ କୀଟନାଶକ କମ୍ପାନୀର କର୍ମଚାରୀ ଭେଜାଲ ଔଷଧ ଭାବି ଟ୍ରକଟିକୁ ଅଟକାଇଥିଲେ ।

ଟ୍ରକଟି ଅଟକିବା ପରେ ଡ୍ରାଇଭର କେତେ ପରିମାଣର କିଟନାଶକ ଔଷଧ ରହିଛି କେଉଁଠୁ ଆସୁଥିଲା କୌଣସି କାଗଜପତ୍ର ଦେଖାଇ ପାରିନଥିଲା । ଫଳରେ ଏଫଏମଶି କମ୍ପାନୀର କର୍ମଚାରୀ ଟ୍ରକଟିକୁ ଅଟକାଇବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Related Post

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Posted by - July 12, 2022 0
କେସିଙ୍ଗା : (ପୀତେଶ ପଟେଲ) କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲ ରେ କାଳୀ ବର୍ଷା ଏବଂ ସାମାନ୍ୟ ପବନ ରେ ସ୍କୁଲର ପଛପଟ ଆଜବେଷ୍ଟସ ଉଡ଼ି…

ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନ। କଲେ ବିଧାୟକ ସରୋଜ ମେହେର

Posted by - May 11, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ପାଟଣାଗଡ ଏନ ଏସ ସି ଠାରେ ବିଧାୟକ ସରୋଜ ମେହେର ଏସ ଏସ ଜି ମହିଳା ଗ୍ରୁପ ମାନଙ୍କୁ ଆର.ଡବ୍ଲୁ. ଏସ…

ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ତୃତୀୟ ଦିନରେ ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଗ୍ରାମସଭା ଏବଂ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ସୂଚନା…

ବ୍ଲକ ଅଧ୍ୟକ୍ଷାଙ୍କ ଦିଅର ଗାଁ ସାଥୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ମନରେଗା ଯୋଜନା ରେ ଟଙ୍କା ହଡ଼ପ ମିଥ୍ୟା ଅଭିଯୋଗ ପ୍ରତିବାଦ ରେ ଶ୍ରମିକ ଙ୍କ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - January 6, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଳକରେ ଅନ୍ତର୍ଗତ ।ଝଲପ ପଞ୍ଚାୟତ ରେ ମନରେଗା ଯୋଜନା ରେ ବ୍ୟାପକ ହରିଲୁଟ ହୋଇଥିବା ଲୋକଙ୍କୁ ମଜୁରୀ ମିଳୁନଥିବା ବେଳେ କାମ ନ…