Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ତିଲେଶ୍ୱେର ଠାରେ ଅଷ୍ଟମ ବୟନଶିଳ୍ପ ଦିବସ ପାଳନ

28 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୟନଶିଳ୍ପ ଦିବସ ଅବସରରେ ହରଭଙ୍ଗା ବ୍ଲକ ତିଲେଶ୍ୱରଠାରେ ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ବୟନ ଶିଳ୍ପ ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝୁନୁ ବେହେରା,ସମ୍ମାନିତ ଅତିଥି ଭାବେ ଲୋକ କଳା ବିକାଶ କେନ୍ଦ୍ର ର କାର୍ଯ୍ୟକ୍ରମ ସଂଯୋଜୋକ ପ୍ରତାପ ମେହେର,ସ୍ଵେଚ୍ଛାସେବୀ ପ୍ରଶାନ୍ତ ବିଶି ଏବଂ ଯୋଗାଣ ସହାୟକ ଆଶିଷ ଦେହୁରୀ ଉପସ୍ଥିତ ଥିଲେ।

ଜାତୀୟ ଯୁବ ସ୍ଵେଚ୍ଛାସେବୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ସ୍ବାଗତ ଜଣେଇବା ସହିତ ଆଜିର ଦିବସ ପାଳନ ର ଉଦେଶ୍ୟ ସମ୍ପର୍କରେ ଜଣାଇଥିଲେ। ସମସ୍ତ ଅତିଥି ଗଣ ନିଜର ଅଞ୍ଚଳ କୁ ନେଇ କିଭଳି ବୟନ ଶିଳ୍ପ ବଢିବ ସେ ବିଷୟରେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ଅଂଚଳ ର ହାତ ତିଆରି କିଛି କାରିଗରୀ ର ଏକ ପ୍ରଦର୍ଶନୀ ହୋଇଥିଲା। ଉପସ୍ଥିତ ସମସ୍ତ ପ୍ରତିଭାଗି ପ୍ରଦର୍ଶନି ରେ ଥିବା ସାମଗ୍ରୀକୁ ଦେଖିବା ସହିତ ତାର ବ୍ୟବହାର ପଚାରିଥିଲେ। ଜାତୀୟ ଯୁବ ସ୍ଵେଚ୍ଛାସେବୀ ସେମାନଙ୍କର ଉତ୍ତର ଦେଇଥିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

୩୦ ଜଣ ବୃଦ୍ଧ ବୃଦ୍ଧା ମାନକୁ ନୂତନ ଭତ୍ତା ଓ ୧୧ ଜଣଚାଷୀଙ୍କୁ ମୋ ପୋଖରୀକାର୍ଯ୍ୟଦେଶ ବଣ୍ଟନ

Posted by - December 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଉପେନ୍ଦ୍ର ମେହେର ଙ୍କ ନେତୃତ୍ୱରେ ୩୦ ଜଣ ବୃଦ୍ଧ ବୃଦ୍ଧା ମାନଙ୍କୁ…

କାଳନ୍ଦା ହନୁମାନ ଙ୍କ ଜୟନ୍ତୀରେ ମନ୍ଦିର ପ୍ରତିଷ୍ଠା ପାଇଁ ବିଶାଳ କଳସୀ ଶୋଭାଯାତ୍ରା

Posted by - April 16, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଳ ରାମପୁର ଗ୍ରାମ ପଞ୍ଚାୟତ କାଳନ୍ଦା ଗ୍ରାମରେ ହନୁମାନ ଜୟନ୍ତୀ ଉପଲକ୍ଷେ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି l କାଳନ୍ଦା…

ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ

Posted by - May 23, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏନସର ବାର୍ଷିକ ସାଧାରଣ ବୈଠକ  ପୁରୁଣାକଟକସ୍ଥିତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଲମ୍ବୋଦର ପୁରୋହିତ ସ୍ୱାଗତ ଭାଷଣ…

ଯାଜପୁର ର ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ

Posted by - April 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ…

ରାଜ୍ୟ ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଂଜନ ପୂଜାରୀଙ୍କ ଯାଜପୁର ଜିଲା ଗସ୍ତ

Posted by - January 3, 2020 16
ଯାଜପୁର:୦୩.୦୧.୨୦(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଯାଜପୁର ଜିଲା ଗସ୍ତ କରିଛନ୍ତି ରାଜ୍ୟ ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଂଜନ ପୂଜାରୀ । ଶ୍ରୀଯୁକ୍ତ ପୂଜାରୀ ଯାଜପୁର ଜିଲା…