Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁ ଥିବା ଏକ ଗ୍ୟାଙ୍ଗ କୁ ଧରିଛି ଯାଜପୁର ପୋଲିସ

31 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁ ଥିବା ଏକ ଗ୍ୟାଙ୍ଗ କୁ ଧରିଛି ଯାଜପୁର ପୋଲିସ। ଏହି ଘଟଣା ରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସେମାନଙ୍କ ଠାରୁ କି କିଛି ନକଲି ଷ୍ଟାମ୍ପପ୍ୟାଡ଼ ଆଦି ଜବତ କରାଯାଇଛି।  ବିଭିନ୍ନ ଲୋକଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେବା ନାଁ ରେ ନକଲି ଷ୍ଟାମ୍ପ ଓ ଦସ୍ତଖତ କରି ଲୋକଙ୍କୁ ନକଲି ପ୍ରମାଣ ପତ୍ର ଦେଉଥିଲେ।

ଏଭଳି ଘଟଣା ସାମ୍ନା କୁ ଆସିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅନୁପ ନାଥ ଶର୍ମା ଯାଜପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ୩ ଅଭିଯୁକ୍ତ ଙ୍କୁ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଗିରଫ କରାଯାଇଛି। ଏହି ଘଟଣା ରେ ଆଉ କିଏ କିଏ ସମ୍ପୃକ୍ତି ଅଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ସୂଚନା ଦେଇଛନ୍ତି।

Related Post

ବେଷ୍ଟ ମହିଳା ପୋଲିସ ଅଫିସରଙ୍କର ଦବଙ୍ଗ ଗିରି,ଥାନାରେ ଥାର୍ଡ ଡିଗ୍ରୀ,ଭିଡିଓ ଭାଇରାଲ

Posted by - May 18, 2020 60
ଭୁବନେଶ୍ବର/କେନ୍ଦୁଝର  :(ସୀତାରାମ ଦୀକ୍ଷିତ)କେଁନ୍ଦୁଝର ଜିଲ୍ଲା ପାଟଣା ଥାନାର କାର୍ୟ୍ୟରତ ଥାନାଧିକାରୀ ସଂଧ୍ୟାରାଣୀ ଜେନା ।କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ ପୋଲିସ ଅଫିସର ପଦକ ମଧ୍ୟ…

ଯାଜପୁରରେ ହୋମେଓ ପଥୀ ଡାକ୍ତରଖାନା ଗୁଡିକ ଖୋଲୁନଥିବା ଅଭିଯୋଗ

Posted by - March 19, 2020 64
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବର୍ତମାନ ଚାରିଆଡେ କୋରୋନା ଭାଇରସ ସଂକ୍ରମଣର ଭୟ ଦେଖାଦେଇଥିବା ବେଳେ ଯାଜପୁରରେ ବିଭିନ୍ନ ହୋମିଓପାଥିକ ଡାକ୍ତରଖାନା ଗୁଡିକ ନିୟମିତ ଖୋଲୁନଥିବା ଅଭିଯୋଗ ଆସିଛି ।…

ମହିଳାଙ୍କ ବେକରେ ଛୁରି ଲଗାଇ ଲୁଟିନେଲେ ସୁନା ଚେନ 

Posted by - September 4, 2021 0
ଯାଜପୁର ଥାନା କୋଦଣ୍ଡପୁର ଅଂଚଳରେ ଗତକାଲି ସଂଧ୍ୟାରେ ଏଭଳି ଅଘଟଣ ଘଟିଛି ।,ସୁନ୍ଦୁରିମୁହଁ ଅଂଚଳରୁ ଯାଜପୁର ଟାଉନ ଅଭିମୁଖେ ଆସୁଥିବା ଶ୍ରାବଣୀ ପାତ୍ର ଙ୍କୁ କୋଦଣ୍ଡପୁର ଅଂଚଳରେ ଅଟକାଇ ବେକରେ ଛୁରି ଲଗାଇ ସୁନା ଚେନ ଲୁଟି ନେଇଥିଲେ ଦୁର୍ବୁତ । ଦୁଇ ଜଣ ଲୁଟେରା ବାଇକରେ ଆସିଥିଲେ । ଉଭୟ ହେଲମେଟ ପିନ୍ଧିଥିଲେ । ଲୁଟ କରିବା ପରେ ଉଭୟ ପେଂରାର ହୋଇଯାଇଥିଲେ । ଏ ନେଇ ମହିଳା ଜଣକ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛନ୍ତି ।

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗ୍ୟାଙ୍ଗ୍ ଗିରଫ

Posted by - July 25, 2021 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା)ଦୁଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗ୍ୟାଙ୍ଗ୍ କୁ ଯଥାକ୍ରମେ ଗାଙ୍ଗପୁର ପୋଲିସ୍ ଏବଂ ଆସ୍କା ପୋଲିସ୍…

ଭଦ୍ରକରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ

Posted by - June 21, 2021 0
ଭଦ୍ରକ :(ଶ୍ଯାମା ସୁନ୍ଦର) : ବ୍ରାଉନ ସୁଗାର କଳା ବଜାରୀଙ୍କୁ ଧରିବା ପାଇଁ ଭଦ୍ରକ ପୋଲିସ ତରଫରୁ ଲଗାତର ଚଢାଉ ସତ୍ତ୍ଵେ ଭଦ୍ରକ ସହରରେ ବ୍ରାଉନ ସୁଗାର…