Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିତନା ଅର୍ବାନ ପେଟ୍ରୋଲ ପମ୍ପ ବିରୋଧ ରେ ଆସିଥିବା ଅନିୟମିତତା ର କୌଣସି ସତ୍ୟତା ନାହିଁ:- ଭାରତ ପେଟ୍ରୋଲିୟମ

34 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର  ବିତନା ଅର୍ବାନ ପେଟ୍ରୋଲ ପମ୍ପ ବିରୋଧ ରେ ଆସିଥିବା ଅନିୟମିତତା ର କୌଣସି ସତ୍ୟତା ନାହିଁ। ଏ ନେଇ ଭାରତ ପେଟ୍ରୋଲିୟମ ପକ୍ଷରୁ ତଦନ୍ତ କରିବା ପରେ ଏକଥା ସ୍ପଷ୍ଟ ହୋଇଛି।  ଗତ ୨ ତାରିଖ ରାତିରେ ପେଟ୍ରୋଲ୍  ପମ୍ପର କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଗଣ୍ଡଗୋଳରୁ ପ୍ରବଳ ଉତ୍ତେଜନା ଦେଖା ଯାଇଥିଲା । ପମ୍ପର ମିଟର ଠିକ ନଥିବା ଅଭିଯୋଗ କରି ବିବାଦ ଦେଖାଦେଇଥିଲା।

ପରିସ୍ଥିତି ଏପରି ହୋଇଥିଲା ପୋଲିସ ପହଁଚି ପେଟ୍ରୋଲ ପମ୍ପରେ ଲୋକଙ୍କୁ ବୁଝା ସୁଝା କରିଥିଲା। ସେଥିପାଇଁ ଭାରତ ପେଟ୍ରୋଲ ପମ୍ପ ପକ୍ଷରୁ ଅନୁସନ୍ଧାନ ହେବା ପରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିବା ସୂଚନା ଦିଆଯାଇଥିଲା। ତେଣୁ ପେଟ୍ରୋଲ ପମ୍ପ ବିରୋଧ ରେ ଯେଉଁ  ଅଭିଯୋଗଟି ଆସିଥିଲା ସମ୍ପୂର୍ଣ ଭିତ୍ତି ହୀନ ବୋଲି ପ୍ରମାଣିତ ହୋଇଛି।

Related Post

ପୁଵର୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ ପାଇଁ ପ୍ରସ୍ତୁତି ବୈଠକ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆସନ୍ତା 26 ତାରିଖ ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁଵର୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ…

କରୋନା ଆକ୍ରାନ୍ତଙ୍କୁ ହସପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା.

Posted by - August 17, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା…

ଭୂଷଲାଡ଼ ଗ୍ରାମରୁ ୨୫ କେଜି ଗଞ୍ଜେଇ ଜବତ

Posted by - January 11, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବାଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅବକାରୀ ବିଭାଗ ସିନ୍ଧେକେଲା ଥାନା ଭୁସଲାଡ ଗ୍ରାମ ରୁ ୨୫ କେଜି ଗଞ୍ଜେଇ ଜବତ କରିଛି ।ପ୍ରାୟ ଏକ ଲକ୍ଷ…

ଜହ୍ନାପଡା ଗ୍ରାମର ରାସ୍ତାକୁ ମରାମତି ପାଇଁ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ

Posted by - October 27, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଜହ୍ନାପଡା ଗ୍ରାମର ରାସ୍ତା ଦିର୍ଘ ଦିନରୁ ସୋଚନିୟ ଅବସ୍ଥାରେ ପଡିରହିଥିବାବେଲେ । ଦେବାହାଲ ରୁ ଜହ୍ନାପଡା ଗ୍ରାମର ମୁଖ୍ୟରାସ୍ତା ଟି ପ୍ରଧାନମନ୍ତ୍ରି…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଆଇନଜୀବୀ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଓ ଚାରା ରୋପଣ କାର୍ଯ୍ୟକ୍ରମ

Posted by - June 5, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଆଇନଜୀବୀ ସଂଘ, ପ୍ରୟାସ ଏବଂ ପ୍ରଜେକ୍ଟ ପଇଂଟ ସାମାଜିକ ଅନୁଷ୍ଠାନ ସହଯୋଗ ରେ…