Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଖପ୍ରାଖୋଲ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ପ୍ରତିଯୋଗିତା

49 0

ଖପ୍ରାଖୋଲ: ୦୬/୦୮ ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଛାତ୍ରୀ ଛାତ୍ର ମାନେ ବିଭିନ୍ନ ରୋଙ୍ଗୁଲି ଝୁଟି ଅଙ୍କି ଥିବା ବେଳେ ପ୍ରଥମ ରୁ ଚତୁର୍ଥ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇଥିଲେ।

ରଙ୍ଗୁଲି ଝୁଟୀ ପ୍ରତିଯୋଗିତାରେ ଚତୁର୍ଥ ପଞ୍ଚମ ଶ୍ରେଣୀ କନିଷ୍ଠ ବର୍ଗ ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମ କୁ ପ୍ରଧାନ ଆଚାର୍ଯ୍ୟ ରାକେଶ ପ୍ରଧାନ, ଆଚାର୍ଯ୍ୟ ହୃଷୀକେଶ ବେହେରା, ପ୍ରମୋଦ ଗୁଆଲ, ମିତା ପ୍ରଧାନ , କାମିନୀ ବରିହା , ବୀଣାପାଣି ପ୍ରଧାନ , ହୃଦେଶ୍ୱରି ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Related Post

ବଙ୍ଗୋମୁଣ୍ଡା ଗରିବୀ ସେନା ପକ୍ଷରୁ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ

Posted by - April 29, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁ ମାନଙ୍କର ଲାଗି ରହିଥିବା ବିଭିନ୍ନ ପ୍ରମୁଖ ସମସ୍ୟା କୁ ନେଇ ବଙ୍ଗୋମୁଣ୍ଡା ଗରିବ ସେନା…

ବୌଦ୍ଧ ଜିଲ୍ଲା ୧୩ ଜଣ ବିଦାୟୀ ସାମୟିକ କେନ୍ଦୁପତ୍ର କର୍ମଚାରୀ ଙ୍କୁ ୧୨.୪୫ ଲକ୍ଷ ଭବିଷ୍ୟନିଧି ପ୍ରଦାନ କଲେ ପି ସି ସି ଏଫ

Posted by - April 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଓଡିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ,କେନ୍ଦୁପତ୍ର (ପି ସି ସି ଏଫ) ଶୁଶୀଳ କୁମାର ପୋପଲି ଆଜି ବୌଦ୍ଧ ଜିଲ୍ଲା ର ୧୩…

ମହାମାରୀ ସମୟରେ ରକ୍ତାଭାବ ଦୂର ପାଇଁ ଚେଷ୍ଟା – ୫୬୩ ୟୁନିଟ ରକ୍ତ ସଂଗ୍ରହ.

Posted by - August 25, 2020 0
ଅନୁଗୁଳ:(ମହେଶ ଭୋମରାଜ)  ଅନୁଗୁଳ ଜିଲ୍ଲାରୁ କରୋନା ସ୍ଥିତିରେ ରକ୍ତାଭାବ ଦୂର କରିବା ପାଇଁ ଆଜି, ପବିତ୍ର ଗଣେଷ ପୁଜା ଓ ନୁଆଁଖାଇ ପର୍ବ ଅବସରରେ ଅନୁଗୁଳ ଅମଲାପଡାସ୍ଥିତ…

ହରିହର ପ୍ରାଙ୍ଗଣରେ ସାପ୍ତାହିକ ସୋମବାର ହାଟ ଉଦଘାଟିତ

Posted by - July 26, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତ ହରେକୃଷ୍ଣ ପୁର ହରିହର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଥର ପାଇଁ ସୋମବାର ସାପ୍ତାହିକ ହାଟ…