Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିକାଶ ହସ୍ପିଟାଲରେ ଲୋକଙ୍କୁ ୧୦୦୦ ଟି କୋଭିଡ ବୁଷ୍ଟର ଡୋଜ୍ ପ୍ରଦାନ କାଯ୍ୟକ୍ରମ ର ସୁଭାରମ୍ଭ

50 0

ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ବିକାଶ ହସ୍ପିଟାଲରେ ଲୋକଙ୍କୁ ୧୦୦୦ ଟି କୋଭିଡ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯିବ । ଏଥିପାଇଁ ଆଜି ସମ୍ବଲପୁର ବିକାଶ ହସ୍ପିଟାଲରେ ଠାରେ ଏହି ବୁଷ୍ଟର ଡୋଜ୍ ପ୍ରଦାନ କାର୍ଯ୍ୟକ୍ରମ ର ସୁଭାରମ୍ଭ କରାଯାଇଛି । ସମ୍ବଲପୁର ସହରର ବାଳକିଶନ ପଟ୍ଟୱାରୀ ଟ୍ରଷ୍ଠ ତରଫରୁ ସମାଜସେବୀ ବାଳକିଶନ ପଟ୍ଟୱାରି ଙ୍କ 77 ତମ ଜନ୍ମବାର୍ଷିକି ପାଳନ ଉପଳକ୍ଷେ ଲୋକଙ୍କ ପାଇଁ ଜନସେବା ପ୍ରତିବର୍ଷ କରାଯାଇଥାଏ ।

ଚଳିତ ବର୍ଷ ଯେହେତୁ କୋଭିଡ ସଂକ୍ରମଣ ପୁଣି ବୄଦ୍ଧି ପାଇବାରେ ଲାଗିଛି ଏହାକୁ ଦୄଷ୍ଠି ରେ ରଖି ବାଳକିଶନ ପଟ୍ଟୱାରି ଟ୍ରଷ୍ଠ ବିକାଶ ହସ୍ପିଟାଲ ସହଯୋଗରେ ଲୋକ ଙ୍କୁ ୧୦୦୦ ବୁଷ୍ଠର ଡୋଜ୍ ମାଗଣାରେ ପ୍ରଦାନ କରାଯିବାର ସୁଭାରମ୍ଭ କରାଯାଇଛି । ଏଥିସହ ୭ ଦିନ ବ୍ୟାପି ସମ୍ବଲପୁର ସହର ରେ ଲୋକ ଙ୍କ ପାଇଁ ବିକାଶ ହସ୍ପିଟାଲରେ ବିଭିନ୍ନ ରୋଗୀ ଚିକିତ୍ସା ତଥା ଅସ୍ତ୍ରୋପ୍ରଚାର ରେ ବିଶେଷ ରିହାତି ର ବ୍ୟବସ୍ଥା କରାଯାଇଛି ।

ସମ୍ବଲପୁର ବିକାଶ ହସ୍ପିଟାଲରେ ଏହି ୧୦୦୦ କୋଭିଡ ବୁଷ୍ଠର ଡୋଜ ପ୍ରଦାନ କାର୍ଯ୍ୟକ୍ରମ କୁ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ବିକାଶ ଗୄପ ର ଚେୟାରମ୍ୟାନ ଡି ମୁରଳିକୄଷ୍ଣା ଓ ବାଳକିଶନ ପଟ୍ଟୱାରି ଟ୍ରଷ୍ଠ ତରଫରୁ ଅରୁଣ ପଟ୍ଟୱାରି ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Post

ବୌଦ୍ଧ ଜିଲ୍ଲାରେ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲା ନିମୋକୋକାଲ କନଜୁଗେଟ ଟୀକା

Posted by - June 30, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଁ ) ନିମୋନିଆ ଜନିତ ଶିଶୁ ମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନୀମୋକୋକାଲ କନଜୁଗେଟ ଟିକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।…

ସିଦ୍ଧେଶ୍ୱର ମହା ବିଦ୍ୟାଳୟ ରେ ବିଶାଳ ରକ୍ତଦାନ ଶିବିର

Posted by - October 5, 2021 0
ବସ୍ତା :(ପ୍ରଭାକର ମଲ୍ଲିକ )ବାଲେଶ୍ଵର ଜିଲ୍ଲା,ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦ୍ଦାରୋଡ    ସିଦ୍ଧେଶ୍ଵର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜି ସିଦ୍ଧେଶ୍ଵର…

ଅନୁଗୁଳରେ ପହଞ୍ଚିଲା ୧୬୫୦ ପ୍ରବାସୀ ଓଡିଆ ଙ୍କ ପ୍ରଥମ ଟ୍ରେନ

Posted by - May 25, 2020 0
ଅନୁଗୁଳୁ :(ମହେଶ ଭୋମରାଜ)ଗୁଜୁରାଟ ଭଲସାତରୁ ୧୬୫୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଆଜି ପହଞ୍ଚିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ । ଏଥିରେ ୨୪ ଟି ଜିଲ୍ଲା ସମେତ…