ମୋଟର ସାଇକଲ ରୁ ପଡି ମହିଳା ମୃତ୍ୟୁ

136 0

ଖପ୍ରାଖୋଲ: ୫/୮ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ବେନକେରା ଗ୍ରାମରେ ଜଣେ ମହିଳା ଙ୍କ ମୋଟର ସାଇକେଲ ରୁ ଖସିପଡ଼ି ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାଯାଇଛି l ମୃତକ ଜଣକ ହେଲେ ସର୍ଗିପାଲି ଗ୍ରାମର ଚନ୍ଦ୍ରମା ଝରିଆ(୫୦) l ସୂଚନା ଅନୁସାରେ ସର୍ଗିପାଲି ଗ୍ରାମର ଚନ୍ଦ୍ରମା ଝରିଆ ଙ୍କ ଦେହ ଅସୁସ୍ଥ ଥିବାରୁ ଧଣ୍ଡାମୁଣ୍ଡା ଡାକ୍ତରଖାନା କୁ ଗାଁର ରାମେଶ୍ୱର ଧରୁଆ ଙ୍କ ସିଡି ଡୀଲକ୍ସ ମୋଟର ସାଇକଲ ରେ ପଛରେ ବସି ଡାକ୍ତରଖାନା ଯାଉଥିଲେ l

ହେଲେ ବେନକେରା ଗ୍ରାମ ର ରାସ୍ତା ମଝିରେ ଥିବା ହମ୍ପସ ରେ ଗାଡ଼ିରୁ ଖସି ପଡ଼ିଥିଲେ l ଘଟଣା ସ୍ଥଳରେ ହିଁ ମହିଳା ଚେତାସୁନ୍ୟ ହୋଇଥିବା ବେଳେ ତାକୁ ଡାକ୍ତର ଖା ନା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ଖପ୍ରାଖୋଲ ଥାନା କେସ ନଂ ୯୮/୨୨ ରେ ଏକ ମାମଲା ରୁଜୁକରି ମୃତ ଦେହକୁ ବ୍ୟବଚ୍ଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଏସଆଇ ଜୟଶଙ୍କର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

Related Post

ସମ୍ବଲପୁରରେ ଗଛକୁ ସୁରକ୍ଷା ଦେବା ପାଇଁ ନିଆରା ପ୍ରୟାସ-: ଗଛ ପୁଅ ଜୁଁଇତିଆ ଉତ୍ସବ

Posted by - September 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ପର୍ବ ହେଲା ପୁଅ ଜୁଁଇତିଆ । ବିବାହିତା ମହିଳା ମାନେ ନିଜ ନିଜ ସନ୍ତାନ ମାନଙ୍କର ଉନ୍ନତି ଓ ଶୁଭ…

ନନ୍ଦିଘୋଷ ରଥମହୋତ୍ସବ ପ୍ରସ୍ତୁତି ବୈଠକ

Posted by - May 11, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗ ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଛି ।…

ଧାର ଟଙ୍କା ମାଗିବାରୁ ମହିଳା ଙ୍କ ଉପରେ ଆକ୍ରମଣ ଅଭିଯୋଗ

Posted by - July 5, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସଦରମହକୁମା ରେ ଜଣେ ମହିଳା ଉଦ୍ଧାର ଟଙ୍କା ମାଗିବାକୁ ଯାଇ ଆକ୍ରମଣ ର ଶିକାର ହୋଇଥିବା ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଥିବା…

ସମ୍ବଲପୁରରେ ଜି. ଆଇ.ଇ. ଟି. ବିଶ୍ୱ ବିଦ୍ୟାଳୟ ଗୁଣପୁର ପକ୍ଷରୁ ଅଭିଵାଭକ ସମ୍ମିଳନୀ

Posted by - June 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜି. ଆଇ.ଇ. ଟି. ବିଶ୍ୱ ବିଦ୍ୟାଳୟ ଗୁଣପୁର ପକ୍ଷରୁ ସମ୍ବଲପୁର ଠାରେ ଏକ ଅଭିଵାଭକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ କମ୍ପୁଟର ବିଭାଗର ପ୍ରଫେସର…

ସଜା ମିଳିଲା ଭୈରବୀ ମୁର୍ତ୍ତି ଚୋରକୁ

Posted by - January 18, 2022 0
ମାଲକାନଗିରି:(ଅବଦୁଲ ଗନି)ଗତ ଦିନରେ ପୁରୁଣାଗୁମ୍ମା ଭୈରବୀ ମନ୍ଦିରରେ ସ୍ଥାପିତ ଭୈରବୀ ଦେବୀଙ୍କ ପ୍ରସ୍ତର ମୂର୍ତ୍ତିକୁ ଗାଦିପୁଟ ଗ୍ରାମର ଏକ ଜୈନିକ ବ୍ୟକ୍ତି ଚୋରି କରି ନେଇଯାଇଥିଲା,ଯାହାକି ସମଗ୍ର…