ସମ୍ବଲପୁରେ ପାଳିତ ହେଲା ଜଡିବୁଟି ଦିବସ

26 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଉପଲକ୍ଷେ ସାରା ଭାରତ ବର୍ଷରେ ଜଡିବୁଟି ଦିବସ ଭାବେ ପାଳିତ ହୋଇଯାଇଛି l ଏ ନେଇ ଆଜି ସମ୍ବଲପୁର ସହରର ହୀରାକୁଦ କଲୋନୀ ସ୍ଥିତ ଦୈନିକ ନିଃଶୁଳ୍କ ପତାନଞ୍ଜଳି ଯୋଗ କେନ୍ଦ୍ରରେ ଏହି ଜଡିବୁଟି ଦିବସ ପାଳିତ ହୋଇଯାଇଛି l

ଯୋଗ ଶିକ୍ଷିତା ତଥା ରାଜ୍ୟ ମହିଳା ପ୍ରଭାରୀ ଶ୍ରୀମତୀ ଯେ ଗିରିଜା ଦେବିଙ୍କ ଅଧକ୍ଷତାରେ ଏହି ଜଡିବୁଟି ଦିବସକୁ ପ୍ରଥମେ ଯୋଗ କରି ତାପରେ ହୋମଯଂଜ୍ଞ କରି ପାଳନ କରାଯାଥିଲା l ଏବଂ ଭାରତ ବର୍ଷରେ ଥିବା ବିଭିନ୍ନ ଔଷଧୀ ଜଡିବୁଟି ବୃକ୍ଷର ଚାରାରୋପଣ କରି ଜଡିବୁଟି ମହତ୍ୱ ଉପରେ ଲୋକଙ୍କୁ ଆଲୋକପାତ କରିଥିଲେ l

Related Post

ଆସନ୍ତାକାଲି ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବେକାରୀ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ମେଳା

Posted by - February 18, 2020 9
ଯାଜପୁର:୧୮/୦୨(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁର ଜିଲା ପ୍ରଶାସନ ଏବଂ ନିୟୋଜନ ବିଭାଗ ପକ୍ଷରୁ ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଆୟୋଜନ କରିବାକୁ ଯାଉଛି…

ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଙ୍କ ପାଇଁ ଡି.ଆଇ.ଇ.ଟି ର ଶିକ୍ଷା କାର୍ଯ୍ୟକ୍ରମ

Posted by - July 28, 2021 0
ବୌଦ୍ଧ: ୨୩/୭;( ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟୟନରତ ଗୁରୁଛାତ୍ରଛାତ୍ରୀ ଙ୍କ ନିମନ୍ତେ ଅଭିନବ ବିକଳ୍ପ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି…

ଛଟେଇ ଓ ବହିଷ୍କୃତ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ସିଆଇଟିୟୁର ବିକ୍ଷୋଭ

Posted by - June 22, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ବନ୍ଦ ଖଣି ଗୁଡ଼ିକୁ ତୁରନ୍ତ ଚାଲୁ କରିବା ସହ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ଯୋର ଧରିଛି । ଏନେଇ ଶ୍ରମିକ ସଂଗଠନ ସିଆଇଟିୟୁ…

ହରିଶଙ୍କର ଠାରେ ବ୍ଲକସ୍ତରୀୟ କୃଷକ ମେଳା

Posted by - July 1, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ବିଭାଗ ତରଫରୁ ବ୍ଲସ୍ତରୀୟ କୃଷକ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି…