ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ

38 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ। ଆଜି ଦିନିକିଆ ଗସ୍ତରେ ଯାଜପୁର ରେ ପହଂଚି ଜିଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ସମୀକ୍ଷା କରିବା ସହିତ ବିକାଶମୂଳକ କାର୍ଯ୍ୟରେ ବେଶ ସନ୍ତୋଷ ବ୍ୟକ୍ତ କରିଥିଲେ।

ଜିଲାର ରାଜସ୍ୱ ଵୃଦ୍ଧି ସହିତ,ଜମି ପଟ୍ଟା ବଣ୍ଟନ ,ଜମିର କିସମ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଯାଜପୁର ଜିଲ୍ଲାପାଳଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

Related Post

ଇନ୍ଦ୍ରାବତୀ ବାମ କେନାଲ ରେ ନବଜାତକ ର ମୃତଦେହ, ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ

Posted by - May 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ରୁ ନବଜାତକ ଶିଶୁ ର ମୃତଦେହ…

ପଲିଟ୍ରିଫାର୍ମ ରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟ

Posted by - September 6, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବୁଦେଲ ବାହାଲି ଗାଁରେ ଥିବା ଏକ ପଲିଟ୍ରିଫାର୍ମ ରୁ ଗତକାଲି ରାତିରେ ୩ଲକ୍ଷ ୫୦ହଜାର…

ନବ ଅବତ୍ରିର୍ଣ୍ଣ ରାଜନୀତି ସ୍ୱାଦ କଲା ଆଦର୍ଶ ଗ୍ରାମ୍ୟ ପାର୍କ ନିର୍ମାଣ

Posted by - December 29, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା। ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବାଣିଭଗାର ପୋଖରୀ ଖୁଡାରେ ଥିବା ପାରିତ୍ୟକ୍ତ।ଜମିରେ ନିର୍ମାଣ କଳା ନବ ଅବତ୍ରୀଣ୍ଣ ରାଜନୀତି ସ୍ୱାଦତେବେ(ଦୃଢ଼ ମନବଲ ଇଚ୍ଛା…

କୋରୋନା ମୁକାବିଲା କରିବା ପାଇଁ ବ୍ଲକ ପରିସରରେ ତାଲିମ ଶିବିର 

Posted by - July 7, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) କୋରୋନା ମୁକାବିଲା କରିବା ପାଇଁ ଗ୍ରାମାଂଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିଲା କିନ୍ତୁ ଏବେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସଂଖ୍ୟା କମିବା ପଂଳରେ ସେହି ଟିଏମସି କୁ ସରକାର ସଂପୁର୍ଣ୍ଣ ବନ୍ଦ କରି ପଂଚାୟତ ସ୍ତରୀୟ କୋଭିଡ କେୟାର କେନ୍ଦ୍ର କରାଯିବାକୁ ନିଷ୍ପତି ହୋଇଛି ସେହିପରି କେତେକ ପଂଚାୟତକୁ ନେଇ ପଂଚାୟତ କ୍ଲଷ୍ଟର ସେଂଟର କରାଯିବ ସେଠାରେ କୋରୋନା ରୋଗର ଲକ୍ଷଣ ଦେଖାଦେଉଥିବା ରୋଗୀଙ୍କୁ ରଖାଯିବାର ବନ୍ଦୋବସ୍ତ କରାଯାଇଛି । ଅଧିକ ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏ ନେଇ ଆଜି ଯାଜପୁର ବ୍ଲକ ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକ ତାଲିମଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ।ଏହି ଶିବିରରେ ସରପଂଚ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।  

ଟିଟିଲାଗଡରେ ୭୬ ତମ ସ୍ଵାଧୀନତା ଦିବସ ଧୁମଧାମରେ ପାଳିତ।

Posted by - August 18, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପି ଏହାକୁ ଅମୃତ ମହୋତ୍ସବ ରୁପେ ପାଳନ କରାଯାଇଛି। ହର…