ଅସହାୟ ବିକଳାଙ୍ଗକୁ ଆବାସ ଯୋଗାଇଲେ ସିଦ୍ଧାର୍ଥ ସାହା

88 0

ସମ୍ବଲପୁର :ସହରର ଜଣେ ଅସହାୟ ବିକଳାଙ୍ଗକୁ ଆବାସ ଯୋଗାଇ ଆଶାର ଆଲୋକ ଦେଖାଇଛନ୍ତି , ମାଁ ସମଳେଇଙ୍କ ସୁଯୋଗ୍ୟ ସନ୍ତାନ ସିଦ୍ଧାର୍ଥ ସାହା (ସିଦ୍ଧୁ ଭାଇ) ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ଅଗଷ୍ଟ-୧ ସମ୍ବଳପୁରିଆ ଦିନ ଉପଲକ୍ଷେ ରେମେଡ ଗ୍ରାମ ନିଵାସୀ ଟଙ୍କଧର ପ୍ରଧାନ ଜଣେ ଅସହାୟ ବିକଳାଙ୍ଗ ଲୋକଙ୍କ ଘର ନଥିବା ଖବର ପାଇ ଆଜି ନିଜସ୍ଵ ପାଣ୍ଠିରୁ ଏକ ଆଭାସ ଘର ନିର୍ମାଣ କରି ତାଙ୍କୁ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବାର ସଭାପତି ପ୍ରମୋଦ ରଥ ଆବାସ ଘରକୁ ଉଦଘାଟନ କରିଥିବା ବେଳେ ସଙ୍ଗରେ ସିଦ୍ଧାର୍ଥ ସାହା ଓ ଭବାନୀ ଭୋଇ, ଭଗତ ସାହା ଉପସ୍ଥିତ ଥିଲେ । ତାଙ୍କର ଏହି ମହାନ କାର୍ଯ୍ୟ ଦେଖି ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି l

Related Post

ସେନାରେ କାର୍ଯ୍ୟ କରୁଥିବା ଓଡିଆ ଜବାନଙ୍କ ଦୁଃଶାସହିକ କ୍ରିଡା ପ୍ରଦର୍ଶନ

Posted by - November 23, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଓଡିଆ ଜବାନଙ୍କ ଦୁଃଶାସହିକ କ୍ରିଡା ପ୍ରଦର୍ଶନ । ଜବାନଙ୍କ ଏଭଳି ଦୁଃଶାହସିକ କ୍ରିଡା ପାଇଁ ବିଶ୍ୱରେକର୍ଡ ସ୍ଥାପନ…

ସ୍ତ୍ରୀର ମାଡ ଭୟରେ ମା’କୁ ଆହାର କେନ୍ଦ୍ରରେ ଛାଡି ଚାଲିଗଲା ପୁଅ

Posted by - November 7, 2019 41
ଚାନ୍ଦବାଲି ୭।୧୧: ସ୍ତ୍ରୀ ପାଇଁ ଆହାର କେନ୍ଦ୍ରରେ ୮୫ ବର୍ଷର ବୃଦ୍ଧା ମା’କୁ ଛାଡ଼ି ଚାଲିଯାଇଥିଲେ ପୁଅ। ଚାନ୍ଦବାଲି ମହୁଲିଆ ଅଞ୍ଚଳରେ ବୃଦ୍ଧା କୁନ୍ତଳା ପୋଥାଳଙ୍କ ଘର ।…

୩ମାସର ଶିଶୁକନ୍ୟାକୁ ବଞ୍ଚାଇ ଦେବାକୁ ଦିବ୍ୟାଙ୍ଗ ବାପାର ଆକୁଳ ନିବେଦନ

Posted by - February 9, 2020 0
ମୟୁରଭଞ:08/02( ସୀତାରାମ ଦୀକ୍ଷିତ)ସରକାର ମୋର ଝିଅକୁ ବଞ୍ଚେଇ ଦିଅ ବୋଲି ଆକୁଳ ନିବେଦନ କରୁଛି ଜଣେ ଦିବ୍ୟାଙ୍ଗ ବାପା। ପରିବାର ଲୋକଙ୍କ ମୁହଁରେ ଦାନା ଦେବା ପାଇଁ…

ଡାଇରିଆ ରେ ପୀଡିତ ଲୋକଙ୍କୁ ବିଂଛଣା, ପୋଟୀ ଓ ସୁଖା ଖାଦ୍ୟ ବାଣ୍ଟିଲେ ମାଇଁକଞ୍ଚ ସରପଞ୍ଚ

Posted by - July 19, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇଁକଞ୍ଚ ପଞ୍ଚାୟତର କାକିଡୀ ପଦର ଗ୍ରାମରେ ଡାଇରିଆ ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି , ଗ୍ରାମର…

ହଜିବାକୁ ବସିଲାଣି ବେତ୍ରା ସମ୍ପ୍ରଦାୟର କୁଳ ବେଉସା

Posted by - August 31, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ):ବୋୖଦ୍ଧଜିଲ୍ଲା ର ବୌଦ୍ଧ,ହରଭଙ୍ଗା ଓ କଣ୍ଟାମାଳ ତିନୋଟି ବ୍ଲକ ର ବିଭିନ୍ନ ଗ୍ରାମରେ ରହୁଥିବା ବେତ୍ରା ସମ୍ପ୍ରଦାୟର ଲୋକମାନେ ବାଉଁଶ ରେ ବିଭିନ୍ନ ସାମଗ୍ରୀ ତିଆରି…